Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବିଜୁଳି ଆଘାତରେ ଜଣେ ଗୁରୁତର ଜଣେ ଆହତ

74 0

ମୁନିଗୁଡା :(ରମାକାନ୍ତ ପୋଢଳ )ବିଜୁଳି ଆଘାତରେ ଜଣେ ଗୁରୁତର ଜଣେ ଆହତ ହୋଇଛନ୍ତି । ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଡାକଭଟା ଗାଁ ନିକଟରେ ଜମିରେ କାମ କରୁଥିବା ସମୟରେ ବିଜୁଳି ମାରିବା ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ଚିକିତ୍ସା ହେଉଛନ୍ତି । ଡାକଭଟା ଗ୍ରାମର ଲକ୍ଷ୍ମୀ ଗୌଡ ଓ ଧନେଶ୍ଵର ବାଗ ଉଭୟେ ନିଜର ଜମିରେ ଘାସ ବାଛୁଥିବା ସମୟରେ ହଠାତ୍ ବିଜୁଳି ମାରିଥିଲା।

ବିଜୁଳି ମାରିବା ପରେ ଦୁଇଜଣ ନିଜ ନିଜର ଜମିରେ ଅଚେତ ଅବସ୍ଥାରେ ପଡି ରହିଥିଲେ। ଖବର ପାଇ ଗ୍ରାମବାସି ଉକ୍ତ ସ୍ଥାନକୁ ଯାଇ ଗୁରୁତର ଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଅମ୍ବାଦଳା ସରକାରୀ ଡ଼ାକ୍ତର ଖାନରେ ଭର୍ତି କରାଇ ଥିଲେ ସେଠାରେ ଡ଼ାକ୍ତର ତାଙ୍କୁ ଚିକିତ୍ସା ଚାଲିଥିବା ବେଳେ ଧନେଶ୍ଵର ବାଗ ଗୁରୁତର ରହିଥିବା ଯୋଗୁଁ ତାଙ୍କୁ ୧୦୮ ଯୋଗେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି ।

Related Post

ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

Posted by - June 27, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଯଉଁରାଭଉଁରା ନିକଟ ବାକି ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ…

ହରଭଙ୍ଗା ନୋଡାଲ ଉଚ୍ଚବିଦ୍ୟାଳୟ ରେ ମାଟ୍ରିକ ସମେଟିଭ-୧

Posted by - January 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଚଳିତ ବର୍ଷ ମାଟ୍ରିକ ସମେଟିଭ-୧ ପରୀକ୍ଷା ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଛି। କୁସଙ୍ଗ,ସଂକୁଲେଇ, ଏବଂ ଛତ୍ରଙ୍ଗ ହାଇସ୍କୁଲ ରେ ମୋଟ…

ଅଲ ଓଡିଶା ଇପିଏଫ ପେନ୍ସନର ଆସୋସିଏସନ ତରଫରୁ ଜିଲ୍ଲାପାଲଙ୍କୁ ଦାବିପତ୍ର

Posted by - November 17, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଅଲ ଓଡିଶା ପେନ୍ସନର ଆସୋସିଏସନ ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଲଙ୍କୁ ପ୍ରଦାନ କରାଯାଇଛି l ଜିଲ୍ଲା…

ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନୀ କରିବା ପାଇଁ MV 79 ପୋଲିସର ଫ୍ଳାଗ୍ ମାର୍ଚ

Posted by - February 14, 2022 0
ମାଳକାନଗିରି:(ଅବଦୁଲ ଗନି)ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ମାଲାକାନଗିରି ଜିଲ୍ଲା MV 79 ଥାନା ,ଓ Bsf ପକ୍ଷରୁ ଫ୍ଳାଗ୍ ମାର୍ଚ କରା…