Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ନଜରବନ୍ଦୀରେ ରହିବେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ କର୍ମଚାରୀ

1854 230

ନୂଆଦିଲ୍ଲୀ:( Jan 19, 2020)ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖ ସାଧାରଣ ବଜେଟ ସଂସଦରେ ଆଗତ କରିବେ। ଏଥି ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୨୦ ତାରିଖ ହେବ ହାଲୱା ଉତ୍ସବ (Halwa Ceremony)। ଏହି ଉତ୍ସବ ସହିତ ବଜେଟ ଦସ୍ତାବିଜ୍‌ର ଛାପା କାମ ଆରମ୍ଭ ହେବ। ହାଲ୍‌ୱା ଶେରେମନି ପରେ ପ୍ରିଣ୍ଟିଂ ପ୍ରେସ୍‌ର ସମସ୍ତ କର୍ମଚାରୀଙ୍କ ସମେତ ଅର୍ଥ ମନ୍ତ୍ରାଳୟର ୧୦୦ ଅଧିକାରୀ ନଜରବନ୍ଦୀରେ ରହିବେ। ବଜେଟ ପାସ୍‌ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଏପରି ନଜରବନ୍ଦୀ ଅବସ୍ଥାରେ ରହିବାକୁ ପଡ଼ିବ। ଆସନ୍ତାକାଲି ହେବାକୁ ଥିବା ଏହି ହାଲ୍‌ୱା ଉତ୍ସବରେ ଅର୍ଥମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ଯୋଗ ଦେବେ।

କ’ଣ ଏହି ହାଲ୍‌ୱା ସେରେମନି ?

ହାଲ୍‌ୱା ସେରେମନି ଆମ ବଜେଟ୍‌ର ଏକ ପରମ୍ପରା। ଏହି ପରମ୍ପରା ଅନେକ ଦିନରୁ ଚଳି ଆସୁଛି। ଏହି ଉତ୍ସବ ପରେ ଅଧିକାରୀମାନେ ବଜେଟ ଛପାଇବାକୁ ପଠାଇଥାନ୍ତି। ତେବେ ଏହା ପଛରେ ଆଉ ଏକ ବିଶ୍ୱାସ ମଧ୍ୟ ରହିଛି। କୁହାଯାଏ, ଯେ କୌଣସି ଏକ ଶୁଭ କାମ ଆରମ୍ଭ କରିବା ପୂର୍ବରୁ ମୁହଁ ମିଠା କରିବା ଉଚିତ୍‌। ତେଣୁ ବଜେଟ ଛପା ଯିବା ପୂର୍ବରୁ ଏହି ମିଠା ଖିଆ ପରମ୍ପରା ରହିଛି। ତେବେ ହାଲ୍‌ୱା କରିବାର କାରଣ ହେଲା, ଭାରତୀୟ ପରମ୍ପରାରେ ହାଲ୍‌ୱାକୁ ଶୁଭ ବିଶ୍ୱାସ ରହିଛି।

ପରମ୍ପରା ଅନୁଯାୟୀ, ହାଲ୍‌ୱା ତିଆରି ହେବା ପରେ ସେ ସମୟର ଅର୍ଥମନ୍ତ୍ରୀ ନିଜ ହାତରେ ବଜେଟ୍‌ ସହ ଜଡ଼ିତ କର୍ମଚାରୀ, ଛାପା କାମରେ ଜଡିତ କର୍ମଚାରୀ ଏବଂ ଅର୍ଥ ବିଭାଗର ଅଧିକାରୀଙ୍କୁ ହାଲ୍‌ୱା ବାଣ୍ଟିବେ।

ବଜେଟର ପ୍ରିଣ୍ଟିଂ କାମ କୌଣସି ଗୁପ୍ତ ଅପରେଶନଠାରୁ କମ୍‌ ନୁହେଁ। ଦେଶରେ ଏହି ବଜେଟ ପ୍ରସ୍ତୁତି ସବୁଠାରୁ ଗୁପ୍ତ ଅପରେଶନ। ବଜେଟ୍‌ର ତଥ୍ୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଲିକ୍‌ ହେଲେ ସରକାରଙ୍କ ପ୍ରତି ଅଙ୍ଗୁଳି ଉଠିବାର ଆଶଙ୍କା ଥାଏ। ଏହି ସମୟ ମଧ୍ୟରେ କର୍ମଚାରୀମାନେ ନା ନିଜ ପରିବାର ନା ସାଙ୍ଗ, ନା ବନ୍ଧୁବାନ୍ଧବ କାହା ସହ ସାକ୍ଷାତ କରିପାରିବେ ନାହିଁ କିମ୍ବା କଥା ମଧ୍ୟ ହୋଇ ପାରବେ ନାହିଁ। ପ୍ରିଣ୍ଟିଂ ପ୍ରେସ୍‌ରେ ଏକ ଲ୍ୟାଣ୍ଡଲାଇନ ଫୋନ ଥାଏ, ଯେଉଁଥିରେ କେବଳ ଇନ୍‌କମିଂର ସୁବିଧା ଥାଏ। ଏହାବ୍ୟତୀତ କେତେକ ହାତଗଣତି ଅଧିକାରୀଙ୍କୁ ଛାଡ଼ିଦେଲେ ଆଉ କାହାରିକୁ ଏହା ଭିତରକୁ ଆସିବା ପାଇଁ ଅନୁମତି ମିଳି ନ ଥାଏ।

Related Post

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଭାରତର ବୀର ସୁପୁତ୍ର CDS ଜେନେରାଲ ବିପିନ ରାୱତ ଙ୍କ ଶେଷ କୃତ୍ୟ

Posted by - December 10, 2021 0
ନୂଆଦିଲ୍ଲୀ/ଭୁବନେଶ୍ବର :(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶକୁ ହତ ଚକିତ, ସ୍ତବ୍ଧ କରିଥିବା ବାୟୁ ସେନା ର ଅତ୍ୟାଧୁନିକ ହେଲିକପ୍ଟର ଦୁର୍ଘଟଣାରେ ଭାରତ ର CDS ବିପିନ…

ବିଶ୍ବ ଓଡ଼ିଶା ସମାଜର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

Posted by - January 14, 2022 0
ଲସଏଞ୍ଜଲସ/ ଲଣ୍ଡନ/ ସିଙ୍ଗାପୁର/ ଦୁବାଇ/ମସ୍କୋ/ କାନବେରା/ ପୁରୀ/ ନୂଆଦିଲ୍ଲୀ /ଭୁବନେଶ୍ୱର ତା ୧୪/୦୧ ରିଖ : ବିଶ୍ଵ ଓଡ଼ିଶା ସମାଜ(ବିଓସ)ର ଆଜି ପ୍ରଥମ ପ୍ରତିଷ୍ଠା ଦିବସ ପାଳନ…

ୱିଙ୍ଗ କମାଣ୍ଡର ଅଭିନନ୍ଦନ ଙ୍କ ସାଙ୍ଗରେ ନଥିଲେ ତାଙ୍କ ଧର୍ମ ପତ୍ନୀ ସେ କିଏ ଥିଲେ ଜାଣନ୍ତୁ।

Posted by - March 2, 2019 8,360
ପାକ୍‌ ବିମାନ ଏଫ୍‌-୧୬ ସହ ଲଢ଼ୁଥିବା ସମୟରେ ପାକ୍‌ ସୀମା ଭିତରକୁ ପଶି ଯାଇ ଶତ୍ରୁପକ୍ଷର ଗୁଳିମାଡ଼ରେ ଖସି ପଡ଼ିଥିଲେ ପାଇଲଟ୍‌ ଅଭିନନ୍ଦନ । ଏହା ପରେ…

ସୁରଟ ରେ କୋଚିଂ ସେଣ୍ଟରରେ ନିଆଁ,୧୬ ଛାତ୍ରଛାତ୍ରୀ ମୃତ

Posted by - May 25, 2019 658
ସୁରତ: ଗୁଜରାଟର ସୁରତସ୍ଥିତ ସର୍ଥାନାଠାରେ ଥିବା ଏକ କୋଚିଂ ସେଣ୍ଟରରେ ନିଆଁ ଲାଗିବା କାରଣରୁ ୧୬ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି। ବିଲ୍ଡିଂର ତୃତୀୟ ଏବଂ ଚତୁର୍ଥ…

There are 230 comments

  1. Fantastic goods from you, man. I have keep in mind your stuff prior to and you are simply too wonderful. I actually like what you’ve bought right here, really like what you are saying and the way through which you say it. You’re making it enjoyable and you still care for to keep it wise. I cant wait to learn far more from you. That is really a tremendous site.

  2. In the awesome scheme of things you’ll receive a B- for effort. Where exactly you misplaced everybody was on the particulars. As people say, the devil is in the details… And it couldn’t be much more correct here. Having said that, let me say to you what did do the job. The text can be pretty engaging which is probably the reason why I am making an effort to comment. I do not really make it a regular habit of doing that. Next, whilst I can certainly notice a jumps in reasoning you make, I am definitely not convinced of exactly how you appear to unite your details that make the final result. For now I shall subscribe to your position however hope in the foreseeable future you actually link your dots much better.

  3. whoah this weblog is fantastic i like studying your posts. Keep up the great paintings! You recognize, a lot of people are searching around for this info, you can aid them greatly.

  4. Hi, Neat post. There is a problem with your site in internet explorer, would check this… IE still is the market leader and a big portion of people will miss your wonderful writing because of this problem.

  5. This is very attention-grabbing, You’re an excessively professional blogger. I’ve joined your rss feed and stay up for looking for extra of your fantastic post. Also, I’ve shared your web site in my social networks!

  6. Hi there very cool blog!! Man .. Excellent .. Superb .. I will bookmark your website and take the feeds also…I’m happy to find so many useful information right here in the publish, we want develop extra strategies in this regard, thanks for sharing. . . . . .

  7. Can I just say what a aid to seek out someone who actually knows what theyre talking about on the internet. You definitely know methods to deliver a problem to light and make it important. More folks have to read this and understand this facet of the story. I cant imagine youre no more standard because you definitely have the gift.

  8. Generally I do not read post on blogs, but I wish to say that this write-up very forced me to try and do so! Your writing style has been amazed me. Thanks, quite nice article.

  9. Hey there just wanted to give you a quick heads up. The words in your article seem to be running off the screen in Ie. I’m not sure if this is a format issue or something to do with internet browser compatibility but I thought I’d post to let you know. The design look great though! Hope you get the problem resolved soon. Thanks

  10. I wish to show my admiration for your kindness giving support to folks that actually need help with that subject matter. Your real commitment to getting the message around has been wonderfully informative and have usually made associates like me to arrive at their targets. Your personal important guidelines means so much to me and extremely more to my mates. Best wishes; from all of us.

  11. Good post. I learn something new and challenging on blogs I stumbleupon every day. It will always be exciting to read articles from other authors and use something from other web sites.

  12. Having read this I believed it was extremely informative. I appreciate you taking the time and energy to put this information together. I once again find myself personally spending a lot of time both reading and commenting. But so what, it was still worthwhile!

  13. เว็บแทงบอลยอดนิยมในตอนนี้ ufabet เป็นเว็บไซต์ที่ให้บริการครบวงจรทั้งการเดิมพันเกมกีฬาต่างๆ ยูฟ่าสล็อตเว็บตรง ที่พร้อมให้บริการหลากหลาย ซึ่งสามารถเลือกเดิมพันออนไลน์โดยการ สมัครเว็บแทงบอลที่มีความมั่นคงทางการเงินและให้ราคาบอลค่าน้ำดีกว่าเว็บอื่นๆในตอนนี้เว็บแทงบอลออนไลน์

  14. Read now. Definitive journal of drugs and therapeutics.
    https://mobic.store/# can you get generic mobic without prescription
    Some are medicines that help people when doctors prescribe. All trends of medicament.

  15. Comprehensive side effect and adverse reaction information. Learn about the side effects, dosages, and interactions.
    [url=https://edonlinefast.com]best ed pills at gnc[/url]
    Read here. Some are medicines that help people when doctors prescribe.

  16. What side effects can this medication cause? Learn about the side effects, dosages, and interactions.
    cialis ebay
    Generic Name. Best and news about drug.

  17. Get warning information here. All trends of medicament.

    https://clomidc.fun/ can you get clomid tablets
    Definitive journal of drugs and therapeutics. Everything information about medication.

  18. Hey there! I know this is kinda off topic however I’d figured I’d ask. Would you be interested in trading links or maybe guest authoring a blog post or vice-versa? My blog discusses a lot of the same topics as yours and I feel we could greatly benefit from each other. If you happen to be interested feel free to send me an e-mail. I look forward to hearing from you! Fantastic blog by the way!

Leave a comment

Your email address will not be published.