ସମ୍ବଳପୁର  :ଖେଳ ପଡ଼ିଆରୁ ହଟିଲା ଗାଡ ହୀରାକୁଦରୁ ରେମେଡ ମଧ୍ୟରେ ପା କିଂ ସମସ୍ୟା ବଢ଼ିବାରେ ଲାଗିଛି।ହୀରାକୁଦ ସହରକୁ ଆଧୁନିକରଣ ପାଇଁ ବଡ଼ ବଡ଼ ଯନ୍ତ୍ରାଂଶ ନେଇ ଭାରୀଯାନ ହୀରାକୁଦକୁ ପ୍ରବେଶ ପ୍ରବେଶକରିଥିଲା ​​। ଏହି ଭାରୀଯାନକୁ ରେମେଡରୁ ୭ କିଲୋମିଟର ରାସ୍ତାକୁ ପତ ି ପରିବହନ ପାଇଁ ୧୭ ଘଣ୍ଟା ଲାଗିଥିଲା ​​। ହିଣ୍ଡାଲକୋ ନିଜସ୍ବ । ପରିବହନ ସଂ ସଂସ୍ଥାଗୁଡ଼ିକ ଏହାର ଦେଖରେଖ କରୁଥିଲେ ।

ସହର ଭିତରକୁ ପ୍ରବେଶ ଫଳରେ ଆସିଥ‌ିବା ସିଥ‌ିବା ଭାରୀଯାନ ଗୁଡ଼ିକୁ ହୀରାକୁଦ ଜମାଡା ଡା ଖେଳପଡ଼ିଆରେ ରଖିଥିଲେ। ଏହାକୁ ପଡ଼ାବାସୀ ବିରୋଧ ି ଥିଲେ। ଏହି ବିରୋଧ ରାତି ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ଆସିଥ‌ିବା ଭାରୀଯାନ ଗୁଡ଼ିକୁ ବାହାର କରି ନେବାକୁ ଶିଳ୍ପାନୁଷ୍ଠାନ ବାଧ୍ଯ ହୋଇଥିଲା । ଖେଳପଡ଼ିଆରେ ଅଞ୍ଚଳର ପିଲାମାନେ ଖେଳୁଥିବା କୁ ଦଖଲ କରି ରଖିବାକୁ ଅଞ୍ଚଳବାସୀ ବିରୋଧ କରିଥିଲେ।