ଜ଼ିଲ୍ଲା ପ୍ରେସ କ୍ଲବର ସାଧାରଣ ବୈଠକ ଅନୁଷ୍ଠିତ ଜ଼ିଲ୍ଲାର ବିଭିନ୍ନ ବ୍ଲକ ରେ ହେବ ସମାଜ ମଙ୍ଗଳ କାର୍ଯ୍ୟକ୍ରମ
ବୌଦ୍ଧ : ଜ଼ିଲ୍ଲା ପ୍ରେସ କ୍ଲବ ର ସାଧାରଣ ବୈଠକ ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି l କ୍ଲୁବର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ଚଳିତ…