ନୂତନ ସେବା ସମବାୟ ସମିତି ର ଶୁଭ ଉଦଘାଟନ

102 0

ଖପ୍ରାଖୋଲ: ୧୭/୦୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଟଙ୍କପାନି, ସାହଜପାଣି , ମାଟିଅଭଟା ଗ୍ରାମରେ ଖୋଲା ଯାଇଥିବା ସେବା ସମବାୟ ସମିତି ର ଶୁଭ ଉଦଘାଟନ ହୋଇଯାଇଛି ।

ଉଦଘାଟନୀ ଉସ୍ଵବରେ ପାଟଣାଗଡ ବିଧାୟକ ସରୋଜ ମେହେର ଯୋଗଦେଇ ଫିତାକାଟି ସେବା ସମବାୟ ସମିତି ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ , ବିଧାୟକ ପ୍ରତିନିଧି ରମେଶ ପଧାନ, କନ୍ଦର୍ପ ସୁଆର , ପବିତ୍ର ପଟେଲ ଓ ସ୍ଥାନୀୟ ଅଧିବାସୀ ମାନେ ଉପସ୍ଥିତ ଥିଲେ ।

Related Post

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - December 6, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲପାଳ…

ସୀମାଚତୁରୀ ନାଳକୁ ଡେଇଁ ଆତ୍ମହତ୍ୟା କଲେ ନବ ବିବାହିତ ମହିଳା 

Posted by - October 12, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଘରୁ କମ୍ପୁଟର କ୍ଲାସ କରିବା ପାଇଁ ଆସି ସୀମାଚତୁରୀ ନାଳକୁ ଡେଇଁ ଆତ୍ମହତ୍ୟା କଲେ ନବ ବିବାହିତ ମହିଳା l ଏଭଳି ଅଭାବନିୟ…

କୋଭିଡ ନିୟନ୍ତ୍ରଣ ଓ ପରିଚାଳନା ବିଷୟରେ ସମୀକ୍ଷା ବୈଠକ ଅନୁଷ୍ଠିତ

Posted by - July 15, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ନବରଙ୍ଗପୁର ମିଶନ ଶକ୍ତି ସଭା ଗୃହରେ ମାନ୍ୟବର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର କୋଭିଡ ନିୟନ୍ତ୍ରଣ ଓ…

ଝିଆରୀ ଗ୍ରାମରେ ମାଁ ମାଣିକେଶ୍ବରୀ ଯାମି ଯାତ୍ରା ଅନୁଷ୍ଠିତ

Posted by - April 27, 2023 0
ମୁନିଗୁଡା :(ରମାକାନ୍ତ ପୋଡାଲ)ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଡୁକୁମ ଗ୍ରାମପଞ୍ଚାୟତର ଝିଆରୀ ଗ୍ରାମ ଠାରେ ମାଁ ମାଣିକେଶ୍ବରୀ ଯାମି ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ମାଁ ମାଣିକେଶ୍ବରୀ ଯାମି…

ବୌଦ୍ଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

Posted by - April 14, 2023 0
ବୌଦ୍ଧ;(ଚିତ୍ତରଞ୍ଜନ ସିଂହ)ବୌଦ୍ଧଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ .ବି. ଆର. ଆମ୍ବେଦକର ଙ୍କ ଜିଲ୍ଲା…