Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ବଡ଼ ଗୁର୍ଜିଭଟା କେନ୍ଦ୍ର ସ୍ତରୀୟ କୁଲତା ସମାଜ ର ନୂତନ କର୍ମକର୍ତ୍ତା ଚୟନ ବସୁଦେବ ଗଡତ୍ୟା ସଭାପତି, ମାଧବ ସାହୁ ସମ୍ପାଦକ

38 0

ଖପ୍ରାଖୋଲ: ୮/୫(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଟଙ୍କ ପାଣି ପଂଚାୟତ ସରାଇବାହାଲ ଗାଁ ରେ ବଡଗୁର୍ଜିଭଟା କେନ୍ଦ୍ର ସ୍ତରୀୟ କୁଲତା ସମାଜ ବୈଠକ ଭିକାରୀ ଚରଣ ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଟିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସଭାପତି ବେଲାର ସିଂ ଭୋଇ, ସମ୍ମାନିତ ଅତିଥି ରୂପେ ଉପସଭାପତି ଜୟ ସିଂ ପ୍ରଧାନ, ଶତ୍ରୁଘ୍ନ ଭୋଇ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସମାଜ ର ଅର୍ଥନୈତିକ, ସାମାଜିକ ଓ ଶିକ୍ଷା ର ବିକାଶ ଉପରେ ଆଲୋଚନା ହୋଇଥିଲା।

ସମାଜ କୁ ସଂସ୍କାରିତ ଓ ସଙ୍ଗଠିତ ରଖିବା କୁ ଅତିଥି ମାନେ ଆଲୋକପାତ କରିଥିଲେ। ଏହି ଅବସରରେ କେନ୍ଦ୍ର ର ନୂତନ କର୍ମ କର୍ତ୍ତା ଚୟନ ଉପରେ ଆଲୋଚନା ହୋଇଥିଲା। ସଭାପତି ବସୁଦେବ ଗଡତ୍ୟା, ସମ୍ପାଦକ ରୁପେ ମାଧବ ସାହୁ, ଉପସଭାପତି ରୂପେ ମଧୁ ପ୍ରଧାନ, ସହ ସମ୍ପାଦକ ରୁପେ ସରୋଜ କୁମାର ବିଶ୍ବାଳ ଓ କୋଷାଧକ୍ଷ ରୂପେ ଚୈତନ୍ୟ ପ୍ରଧାନ ସର୍ବସମ୍ମତି ରୂପେ ମନୋନୀତ କରିଥିଲେ। ସେହିପରି ଜିଲ୍ଲା ସ୍ତରୀୟ ସଭ୍ୟ ରୁପେ ଜୟକୃଷ୍ଣ ସାହୁ, ଧ୍ରୁବ ଚରଣ ବିଶ୍ଵାଳ, ଭିକାରୀ ଚରଣ ବିଶ୍ଵାଳ, ଡୋଳା ମଣି ପ୍ରଧାନ ମନୋନୀତ ହୋଇଥିଲେ। ବୈଠକରେ ଶତାଧିକ କୁଳତା ସମାଜ ର ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ।

Related Post

ବରକାନି ଠାରେ୭୨ତମ ସମ୍ବିଧାନଦିବସ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

Posted by - November 27, 2021 0
ବଙ୍ଗୋମୁଣ୍ଡା 🙁 ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକଅନ୍ତର୍ଗତ ଗନ୍ଧର୍ଲା ପଞ୍ଚାୟତ ବରକାନି ଗାଁ ଠାରେ ଜିନ୍ଦାବାଦ ସଂଗଠନ ପକ୍ଷରୁ ୭୨ ତମ ସମ୍ବିଧାନ ଦିବସ ପାଳନ…

ପ୍ରାକୃତିକ ବିପର୍ଯ୍ୟୟକୁ ଲାଘବ ନିମନ୍ତେ ସମସ୍ତଙ୍କର ସହଯୋଗ ଅପରିହାର୍ଯ୍ୟ

Posted by - June 22, 2020 511
ଯାଜପୁର:ତା ୧୯ା୬ :(ଆନନ୍ଦ ଚନ୍ଦ୍ର ସାହୁ ) ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ଜିଲ୍ଳ୍‌ା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା ।…

ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ସ୍ଥାନରେ ଶିଶୁ ସୁରକ୍ଷା ରଥକୁ ସ୍ଵାଗତ

Posted by - November 27, 2021 0
ନବରଙ୍ଗପୁର:(ବେଣୁଗୋପାଳ ରାଓ)  ଓଡିଶାରେ ଶିଶୁ ଅଧିକାର ଓ ସୁରକ୍ଷା ଉପରେ ରାଜ୍ୟ ବ୍ୟାପି ବ୍ୟାପକ ଜନ ସଚେତନ କରିବା ଉଦେଶ୍ୟରେ ରାଜ୍ୟ ଶିଶୁ ସୁରକ୍ଷା କମିଶନ ତରଫରୁ…

ସାହାଯ୍ୟ ର ହାତ ବଢାଇଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ ହୋମସାନ

Posted by - May 15, 2020 6,466
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ଭଳି ମହାମାରିରୁ ରକ୍ଷା ପାଇବା ପାଇଁ ସଂକ୍ରମଣକୁ ରୋକିବା ଆବଶ୍ୟକ । ସେଥିପାଇଁ ଯାଜପୁର ସହର ଏବଂ ଏହାର ଆଖପାଖ ଅଂଚଳକୁ…

କଂଗ୍ରେସ ଭବନରେ ଇନ୍ଦିରା ଗାନ୍ଧୀ ଙ୍କ ତିରୋଧାନ ଦିବସ ପାଳିତ

Posted by - November 1, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ୩୮ ତମ ତିରୋଧାନ ଦିବସ ସୋମବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ…