Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଟିଟିଲାଗଡରେ ରାଜସ୍ଥାନୀ ସମ୍ପ୍ରଦାୟର ମହିଳା ମାନଙ୍କ ଦ୍ବାରା ଗନଗୋର ଦେବୀଙ୍କ ପୁଜା ସମ୍ପନ୍ନ

326 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ରାଜସ୍ଥାନର ଇଷ୍ଟ ଦେବୀ ହେଲେ ମା ଗନଗୋର। ମା ଗନଗୋରଙ୍କ ପୂଜା ନିମନ୍ତେ ଟିଟିଲାଗଡ ସହରରେ ଥିବା ରାଜସ୍ଥାନୀ ପରିବାରର ମହିଳା ମାନଙ୍କ ଦ୍ବାରା ଅତି ଧୁମଧାମରେ ଚଳିତ ବର୍ଷ ଏହି ପୂଜା ପାଳନ କରାଯାଇଛି। ହୋଲି ଦହନ ପରେ ତାହାର ପାଉଁଶ ଦ୍ବାରା ଏକ ଦେବୀଙ୍କ ପ୍ରତିମୂର୍ତ୍ତି ନିର୍ମିତ କରାଯାଇ ୧୬ ଦିନ ବ୍ୟାପି ସେହି ପ୍ରତିମୂର୍ତ୍ତିଙ୍କୁ ନିଷ୍ଠାର ସହିତ ପୂଜା କରାଯାଇଥାଏ। ଏହି ପୂଜା ବିବାହିତା ନାରୀ, କୁଆଁରୀ କନ୍ୟା ମାନଙ୍କ ଦ୍ବାରା କରାଯାଇଥାଏ, କଥାରେ ଅଛି ନିଜ ସ୍ୱାମୀର ଉନ୍ନତି ତଥା ଦୀର୍ଘାୟୁ କାମନା କରିବା ପାଇଁ ଏହି ବ୍ରତ ପାଳନ କରାଯାଏ।

ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ସହରରେ ଥିବା ରାଜସ୍ଥାନି ପରିବାରର ମହିଳା ମାନେ ପୂଜାର ୧୬ ଦିନ ପରେ କୁନ୍ଦନ ମାଷ୍ଟର ଗଳିରୁ ଏକ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରି ରାଧାକୃଷ୍ଣ ମନ୍ଦିର, ରାଧାକୃଷ୍ଣ ମନ୍ଦିରରୁ ସାଗରକୁ ଯାଇ ପ୍ରତିମୂର୍ତ୍ତିକୁ ବିସର୍ଜନ କରିଥିଲେ। ରାଜସ୍ଥାନ ରାଜ୍ୟର ଏ ହେଉଛି ସବୁଠୁ ବଡ଼ ପର୍ବ କହିଲେ ମଧ୍ଯ ଅତ୍ୟୁକ୍ତି ହେବ ନାହିଁ। ବିପ୍ର ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି ଉତ୍ସବରେ ଗଙ୍ଗା ଶର୍ମା, ନିନୁ ଶର୍ମା, କୁସୁମ ଶର୍ମା, ଶୋଭା ଶର୍ମା, ଜ୍ୟୋତ୍ସ୍ନା ଶର୍ମା, ନିତୁ ଶର୍ମା, ମଞ୍ଜୁ କମାନି, ଦୁର୍ଗା ଶର୍ମା ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ।

Related Post

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

Posted by - April 23, 2022 0
ବୌଦ୍ଧ 🙁 ଚିତ୍ତ ରଂଜନ ସିଂ)  ବୌଦ୍ଧ ଟାଉନ ହଲ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସମାରୋହ ଅନୁଷ୍ଠିତ…

ମାମଲା ର ବିଚାର କରି ୮ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ

Posted by - August 11, 2022 0
ଯାଜପୁର :(ଆନନ୍ଦ ଚବଦ୍ରା ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବିତନା ଗ୍ରାମର ରୁଦ୍ରପ୍ରତାପ ଆଚାର୍ଯ୍ୟଙ୍କ ମୃତ୍ୟୁ କୁ ବର୍ଷେ ବିତିଲାଣି ହେଲେ ଆଜି ପର୍ଯ୍ୟନ୍ତ ମୃତ୍ୟୁ ରହସ୍ୟ…

ଧର୍ମଗଡଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - August 29, 2022 0
ଭବାନୀପାଟଣା:୨୯.୦୮(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଜି ଧର୍ମଗଡ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ,କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ…

କଣାଗାଁ ପଞ୍ଚାୟତ ରେ ଅଭିଯୋଗ ଓ ପରାମର୍ଶ ଶିବିର ଅନୁଷ୍ଠିତ

Posted by - November 21, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ କଣାଗାଁ ପଞ୍ଚାୟତ ରେ ଆଜି ଅଭିଯୋଗ ତଥା ପରାମର୍ଶ ଶିବିର…

ଲାୟନ୍ସ କ୍ଳବ ଅନ୍ତର୍ଜାତୀୟ ସଭାପତିଙ୍କ ଠାରୁ ଆୱାର୍ଡ଼ ପାଇଲେ ଟିଟିଲାଗଡ ଲାୟନ୍ସ କ୍ଳବ ସଭାପତି ଲିଙ୍ଗରାଜ ସାହୁ

Posted by - December 24, 2022 0
ଟିଟିଲାଗଡ:(ସଞ୍ଜୟ ନାୟକ) ଲାୟନ୍ସ୍ କ୍ଲବ ହେଉଛି ସମାଜସେବା କ୍ଷେତ୍ରରେ ବିଶ୍ଵର ଏକ ପରିଚିତ କ୍ଲବ। ଏହି କ୍ଲବର ସାରା ବିଶ୍ବରେ ସଦସ୍ୟ ରହିଛନ୍ତି। ତେବେ ବର୍ଷ ତମାମ…