ହରଭଙ୍ଗା ବ୍ଲକ ରେ ଇନ୍ଦିରା ଆବାସ କେଳେଙ୍କାରୀ , ଜରିପାଲ ତଳେ ନିରାଶ୍ରୟ ପରିବାର

72 0

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ) ସାରା ରାଜ୍ୟରେ ଇନ୍ଦିରା ଆବାସ ଯୋଜନା ଘୋଟଲା କୁ ନେଇ ହଇଚଇ ହେଉଥିବା ବେଳେ!ହରଭଙ୍ଗା ବ୍ଲକ ରେ ଏହି ଆବାସ ଯୋଜନା କେଳେଙ୍କାରୀ ଚରମ ସୀମାରେ ପହଂଚିଛି!ଜରିପାଲ ତଳେ ପରିବାର ର ଛଅ ପ୍ରାଣୀ ଦିନ କାଟୁଥିବା ଆଜି ଦେଖିବାକୁ ମିଳିଛି!ସୂଚନା ମତେ ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ଗ୍ରାମର ସନ୍ତୋଷ ମେହେର (୫୩) ଘର ଖଣ୍ଡେ ନ ଥିବାରୁ ଜାରିପାଲ ଛପର କରି ନିଜ୬ ପ୍ରାଣୀ କୁଟୁମ୍ବ କୁ ନେଇ ବହୁ ଦୁଃଖ ରେ ଦିନ କାଟୁଛନ୍ତି ।

ଶ୍ରୀ ମେହେର ଙ୍କ ୧୦ ଡେସିମିଲ ଘର ବାରି ଜାଗାକୁ ଛାଡି ଆଉ କୋଣସି ସମ୍ପତି ନ ଥିବା ସହିତ ବହୁବlର ବ୍ଲକ ଓ ଜିଲ୍ଲା ପ୍ରଶାସନ କୁ ଇନ୍ଦିରା ଆବାସ ଯୋଜନା ରେ ଘର ଖଣ୍ଡିଏ ପାଇଁ ଗୁହାରି କରି ନିରାଶ ହୋଇଥିବା ଦର୍ଶାଇ ଛନ୍ତି ! ଏପଟେ ସରକାର ଅଯୋଗ୍ୟ ହିତାଧିକାରୀ କୁ ଯୋଗ୍ୟ ତାଲିକାରେ ବିବେଚିତ କରି ଯୋଗ୍ୟ ହିତାଧିକାରୀ ଙ୍କୁ ଏଥିରୁ ବାଦ ଦେଇ ବାହା ବାହା ନେଉଥିବା କେତେ ଯଥାର୍ଥ ତାହା ସ୍ପଷ୍ଟ ଜଣାପଡୁଛି।

Related Post

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ

Posted by - October 2, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସବୁଠି ଚାଲିଛି ମା ଙ୍କ ଆବାହନି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି।…

ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ,ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ପୁଲିସ କନେଷ୍ଟବଳ

Posted by - December 2, 2019 2
ପୁରୀ: ପୁଣି ଏକ ଗଣଦୁଷ୍କର୍ମର ଅଭିଯୋଗ ଆସିଛି।  ନିମାପଡ଼ାରୁ ନେଇ ପୁରୀ ମଧ୍ୟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ପୁରୀର କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଛି। ପୁରୀର…

ସେବା ନିବୃତ ଅଙ୍ଗନବାଡି କର୍ମୀ ଙ୍କ ପ୍ରୋତ୍ସାହନ ରାଶି ପରିମାଣରେ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Posted by - January 9, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗ୍ରାମାଞ୍ଚଳରେ କୁନି କୁନି ପିଲା ମାନଙ୍କ ସ୍ୱାସ୍ଥ୍ୟ,ପୁଷ୍ଟିସାଧନ ସହ ଶିକ୍ଷାର ବ୍ୟବସ୍ଥା ତଥା ମହିଳା ମାନଙ୍କ ସଚେତନ କରାଇବା ଦିଗରେ…

ଯାଜପୁର ଜିଲା ବରୀ ବ୍ଲକରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି

Posted by - September 24, 2021 0
ଯାଜପୁର ଜିଲା ବରୀ ବ୍ଲକରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିିଛିIଏକାଧିକ ଘାଇ ଯୋଗୁଁ ଶହ ଶହ ଚାଷ ଜମି କ୍ଷତିଗସ୍ତ ହୋଇଛି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଆକଳନ କରାଯାଇନାହିଁ ।  ତେଣୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ପାଇଁ ବରୀ ବିଜୁ ଜନତା କୃଷକ ସଂଗଠନ ପକ୍ଷରୁ ଜିଲା ପ୍ରଶାସନକୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ସହିତ କ୍ଷତିଗ୍ରସ୍ତ ମାନଙ୍କୁ କ୍ଷତିପୁରଣ ପ୍ରଦାନ କରିବାକୁ ଦାବୀ କରାଯାଇଛି ।

ଜିତିଥିବା ପ୍ରାର୍ଥୀ ଙ୍କ ତାଲିକା

Posted by - May 24, 2019 0
ରାଜନଗରରେ ବିଜେଡିରୁ ଧ୍ରୁବ ସାହୁ ଅନୁଗୋଳରେ ବିଜେଡିରୁ ରଜନୀକାନ୍ତ ସିଂହ ଆସିକାରେ ବିଜେଡିରୁ ମଂଜୁଳା ସ୍ୱାଇଁ ଆଠଗଡ଼ରେ ବିଜେଡିରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠମଲ୍ଲିକରେ ବିଜେଡିରୁ ରମେଶ…