ବିକାଶ କଲେଜରେ ବିଦାୟ କାଳୀନ ସମ୍ଭର୍ଦ୍ଧନା ଉତ୍ସବ ପାଳିତ

38 0

ଭବାନୀପାଟଣା : (ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗି) ସ୍ଥାନୀୟ ବା ନ୍ଦୋପଲା ସ୍ଥିତ ବିକାଶ କଲେଜ୍ ର ୱେସଡ଼ମ୍ ପାର୍କ ପରିସରରେ ଯୁକ୍ତ ଦୁଇ ଦୃତୀୟ ବର୍ଷର ବିଦ୍ୟାର୍ଥୀଙ୍କ ବିଦାୟ କାଳୀନ ସମ୍ଭାର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିକାଶର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡି. ନାଗେଶ୍ଵର ରାଓ, ଅନ୍ୟତମ ଅତିଥି ଭାବେ ଆର୍. ଅସ୍ ଏସ୍ ଭି କ୍ରିଷ୍ଣା, ନିର୍ଦ୍ଦେଶକ ଡି. ରାମ, ଅନ୍ୟତମ ନିର୍ଦ୍ଦେଶକ ଡି. ଶ୍ୟାମ, ଏକାଡେମୀକ୍ ଇନ୍ଚାର୍ଜ ଡି. ବିଜୟା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ବିଦାୟ କାଳୀନ ଉତ୍ସବ ଅବସରରେ ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି ପାଇଁ ଶୁଭ କାମନା ଓ ମାର୍ଗ ଦର୍ଶନ କରିଥିଲେ।

ସୁଶ୍ରୀ ଆରତୀ ମିଶ୍ର ସ୍ବାଗତ ଭାଷଣ ଦେଇ ଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷ ୟିତ୍ରୀମାନେ ସହୋଜୋଗ କରିଥିଲେ । ଦୃତିୟ ବର୍ଷର ଛାତ୍ର ଛାତ୍ରୀ ମାନେ କଲେଜରେ ବିତାଇଥିବ। ଦୁଇ ବର୍ଷ ର ଅନୁଭୂତି ପ୍ରକାଶ କରି ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Related Post

ବେଲଗୁଣ୍ଠା ରେ ଦଶମ ଶ୍ରେଣୀ ପାସ୍ ହାର ସର୍ବୋତ୍ତମ

Posted by - June 26, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି । ବିନା ପରୀକ୍ଷାରେ ପ୍ରକାଶିତ ହୋଇଥିବା ପରୀକ୍ଷା…

ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଅଧିକାରୀ ମାନଙ୍କ ସହ ଆଲୋଚନ। କଲେ ବିଧାୟକ ସରୋଜ ମେହେର

Posted by - May 11, 2022 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ପାଟଣାଗଡ ଏନ ଏସ ସି ଠାରେ ବିଧାୟକ ସରୋଜ ମେହେର ଏସ ଏସ ଜି ମହିଳା ଗ୍ରୁପ ମାନଙ୍କୁ ଆର.ଡବ୍ଲୁ. ଏସ…

ଜୟପାଟଣା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - November 1, 2022 0
ଭବାନୀପାଟଣା  : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଦାୟିତ୍ୱ ଗ୍ରହଣ କରିବା ପରେ ଦ୍ଵିତୀୟ ଥର ପାଇଁ…

ରାଜଧାନୀ ଭୁବନେଶ୍ୱରରୁ ୫୪ ଜଳାଶୟ ଉଭାନ୍, ବାକି ୭୪ର ପୁନରୁଦ୍ଧାର ହେଉନି

Posted by - February 23, 2020 832
ଭୁବନେଶ୍ବର : କେଉଁଠି ପୋଖରୀ ପୋତି ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରାଯାଇଛି ତ କେଉଁଠି କ˚କ୍ରିଟ ଆବର୍ଜନାରେ ଜଳାଶୟ ପୋତି ହୋଇ ପାଦେ ପାଣି ଅଛି। ଆଉ…

ଅଣ୍ଡା ଖାଇବାକୁ ଆସି ଧରାପଡିଲା ୬ଫୁଟିଆ ନାଗସାପ

Posted by - May 5, 2020 0
ବାରିପଦା:(ସୀତାରାମ ଦୀକ୍ଷିତ) ଧରାପଡ଼ିଲା କୁକୁଡ଼ା ଅଣ୍ଡା ଚୋର। ଅଣ୍ଡା ଚୋରିକରି ଖାଇବା ପରେ କୁକୁଡ଼ା ଧାଡିକୁ ଆକ୍ରମଣ କରି ଜୀବନରୁ ମାରି ଦେଇଥିବା ଦେଖିବାକୁ ମିଳିଛି। ଧରାପଡିବାରୁ ତାର…