ଏବିଭିପି ଦ୍ଵାରା ନର୍ଲାରେ ଋତୁମତି ଅଭିଯାନ ଅନୁଷ୍ଠିତ

39 0

ନର୍ଲା:(ଅମିୟ କୁମାର ଦାସ)କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ନର୍ଲା ଠାରେ ମଙ୍ଗଳବାର ଦିନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ପକ୍ଷରୁ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ଅବସରରେଋତୁମତି ଅଭିଯାନ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ଅର୍ଚ୍ଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଝିଅମାନଙ୍କ ଋତୁସ୍ରାବ ସମ୍ବନ୍ଧରେ ଏକ ସଚେତନତା ସଭା ଅନୁଷ୍ଠିତହୋଇଥିଲା,ଏଥିରେ ସାନିଟାରୀ ନାପକିନ୍ ପେଡ୍ ବଣ୍ଟନ କରିବା ସହ ଋତୁସ୍ରାବ ସମୟରେ ବ୍ୟବହାର କରିବା ବାବଦରେ ଅବଗତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ନର୍ଲା ବିଡିଓଶ୍ରୀମତୀ ବାସନ୍ତୀ ସେଠୀ, ମାଣ୍ଡେଲ୍ ଆରୋଗ୍ୟ କେନ୍ଦ୍ର ଅଧିକାରୀ ସୁନନ୍ଦା କୁମ୍ଭାର, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ନିକିତା ସାହୁ ଓ ମିନୁ ରଣା ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

Related Post

କେସିଙ୍ଗା ପୋଲିସ ଜବତ କଲା ୫୬ ଲିଟର ୪୦୦ଏମେଳ ଚୋରା ବିଦେଶୀ ମଦ

Posted by - February 21, 2022 0
କେସିଙ୍ଗା:(ପିତେଶ ପଟେଲ)ନିର୍ବାଚନ ମାହୋଲ ପୁରାପୁରି ଗରମ।ଆସନ୍ତା ୨୪ ତାରିଖ ଭୋଟ ଗ୍ରହଣ ।ଏହି ସମୟ ରେ କେସିଙ୍ଗା ଥାନା କେସିଙ୍ଗା -ଟିଟିଲାଗଡ଼ ରାସ୍ତା ତେଲନଦୀ ନିକଟରୁ ଏକ…

ମଦନମୋହନ ଜେନାଙ୍କ ସ୍ମୃତିଚାରଣ ସଭା।

Posted by - October 5, 2020 0
ଯାଜପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ଗ୍ରାମ ନନ୍ଦିପୁର ଗ୍ରାମପଞ୍ଚାୟତସ୍ଥିତ ବାବଲପୁର ଗ୍ରାମର ଯୁବ ସଙ୍ଗଠକ ତଥା ବର୍ଷିୟାନ ସମାଜସେବୀ ଦିବଙ୍ଗତ ଆତ୍ମା ମଦନମୋହନ ଜେନାଙ୍କ…

ବୌଦ୍ଧ ଜିଲ୍ଲା ରେ “ପରୀକ୍ଷା ପେ ଚର୍ଚ୍ଚା”

Posted by - April 2, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ଜବାହରଲାଲ ନବୋଦୟ ବିଦ୍ୟାଳୟ ବୌଦ୍ଧ ର “ପରୀକ୍ଷା ପେ ଚର୍ଚ୍ଚା “କାର୍ଯ୍ୟକ୍ରମ କୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ଦୂରଦର୍ଶନ ପ୍ରସାରଣ କାର୍ଯ୍ୟକ୍ରମ କୁ ପାଞ୍ଚ ସହ…

ଜିଲ୍ଲା ପ୍ରେସ୍ କ୍ଲବର ୪ର୍ଥ ପ୍ରତିଷ୍ଠା ଦିବସ ଅବସର ରେ ରକ୍ତଦାନ ଶିବିର

Posted by - July 26, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବର ଚତୁର୍ଥ ପ୍ରତିଷ୍ଠା ଦିବସ ଅବସର ରେ ବୌଦ୍ଧ ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ା ବୌଦ୍ଧ…

କୃଷି ସେବା ସମବାୟ ସମିତି ରେ ଧାନ ସଂଗ୍ରହ କୁ ନେଇ ଅସନ୍ତୋଷ

Posted by - February 22, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦର ଥାନା ବରୁହାଁ କୃଷି ସେବା ସମବାୟ ସମିତି ରେ ଧାନ ସଂଗ୍ରହ କୁ ନେଇ ଅସନ୍ତୋଷ ଦେଖାଦେଇଛି । ଏହି ସମିତିରେ…