ଭୀଷଣ ବର୍ଷାରେ ଖରଭୂଇଁରେ ବଜ୍ରପାତ

97 0

ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ) ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଦିନ ଭୀଷଣ ବର୍ଷା ହେବାରୁ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ସନ୍ଧ୍ୟା ୫ ଘଟିକା ସମୟରେ ବଜ୍ରପାତ ହେଇଥିବା ସୂଚନା ମିଳିଛି । ଖରଭୁଇଁ ଗାଁରେ ବଜ୍ରପାତ ହେବା ଫଳରେ ଗାଁ ର କିଛି ଲୋକଙ୍କ ଘରେ ବିଦ୍ୟୁତ ମିଟର ରେ ନିଆଁ ଲାଗିବା ସହ ଘର ମଧ୍ୟ ଫାଟି ନିଆଁ ଲାଗି ଯାଇଛି । ବିଶେଷ କରି ଗ୍ରାମର ଶଶାଙ୍କ ପୃଷ୍ଟିଙ୍କ ଚାଳଘରେ ନିଆଁ ଲାଗିବା ସହ କାନ୍ଥ ଭୁଶୁଡ଼ି ଯାଇଛି ଓ ତାଙ୍କର ବିଦ୍ୟୁତ ମିଟର ପୋଡିଯିବା ସହ ମୋବାଇଲ,ପାଣି ମଟର,ଫ୍ୟାନ ଓ ଅନ୍ୟାନ୍ୟ ବୈଦ୍ୟୁତିକ ବସ୍ତୁ ପୋଡି ଯାଇ ଅନେକ କ୍ଷୟକ୍ଷତି ହେଇଛି । ଗ୍ରାମର ବିଜୟ କୁମାର ପୃଷ୍ଟି , ପ୍ରଦୀପ ନାଏକ,ଅକ୍ଷୟ ନାଏକଙ୍କ ଘରେ ନିଆଁ ଝୁଲା ମଧ୍ୟ ପଡ଼ିଥିବା ସୂଚନା ମିଳିଛି ।

Related Post

” ନୀଳଚକ୍ର ” ପକ୍ଷରୁ ସ୍ୱର୍ଗତ ଗୋଦାବରୀଶ ମହାପାତ୍ରଙ୍କ ଜୟନ୍ତୀ ପାଳିତ

Posted by - October 2, 2021 0
ସମ୍ୱଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର  ଅଗ୍ରଣୀ ସାମାଜିକ ତଥା ସାଂସ୍କ୍ରୁତିକ ଅନୁଷ୍ଠାନ ” ନୀଳଚକ୍ର ” ପକ୍ଷରୁ ସ୍ୱର୍ଗତ ଗୋଦାବରୀଶ ମହାପାତ୍ରଙ୍କ ୧୨୪ ତମ ଜୟନ୍ତୀ ଆଭାସି ମାଧ୍ୟମରେ ଅନୁଷ୍ଠିତ…

ବାରିକ ସମାଜ ର ମହାସଭା

Posted by - June 17, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଜି ନିକଟସ୍ଥ ଝାଙ୍କରାଇ ପୀଠ ରେ ଘୁମୁସର ତାଲୁକା ନିଖିଳ ଉତ୍କଳ ବାରିକ ସମାଜ ର ମହାସଭା ଅନୁଷ୍ଠିତ ହୋଇ ଯାଇଅଛି ।…

ବିଝାଂରପୁର ରେ ତୃତୀୟ ଦିନ ଲଗଡ଼ାଉନରେ ଯାଜପୁର ଉପ ଜିଲାପାଳ

Posted by - July 20, 2020 0
ବିଝାଂରପୁର:(ଗୁଲସାହାନୱାଜ ଅଲି ଖାଁ) ବ୍ଳକରେ ତୃତୀୟ ଦିନ ଲଗଡ଼ାଉନରେ ଯାଜପୁର ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର  ଅସ୍ମୀତା ଦାସ, ବିଡ଼ିଓ ମୀନତି ଜଗଦେବ ବିଝାଂରପୁର,…

ପ୍ରକ୍ରୁତି ବନ୍ଧୁ ସବୁଜ ମଣିଷ ରୁଷି ପାତ୍ର ଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ

Posted by - November 26, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସବୁଜ ସମ୍ବଲପୁର ଗଠନରେ ରୁଷି ପାତ୍ରଙ୍କ ଭୂମିକା ଅବିସ୍ୱରଣୀୟ ବୋଲି ଆଜି ପ୍ରକ୍ରୁତି ବନ୍ଧୁ ସବୁଜ ମଣିଷ ରୁଷି ପାତ୍ରଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳନରେ…

କାର୍ ଧକ୍କା ରେ ଯୁବକ ର ଶୋଚନୀୟ ମୃତ୍ୟୁ!

Posted by - January 22, 2021 0
ନୀଳଗିରି:୨୦/୦୧/୨୦୨୧(ସୌମ୍ୟାସାଇ ବାରିକ) ବାଲେଶ୍ଵର ଜିଲ୍ଲା, ସେରଗଡ଼ – ନୀଳଗିରି – ଝରଣାଘାଟି, ୧୯ ନଂ ରାଜ୍ୟ ରାଜପଥର ଆମ୍ବୁଡ଼ିହା ଛକ ନିକଟରେ , ଏକ କାର ଧକ୍କାରେ ବାଇକ…