ସମ୍ପନ୍ନ ହେଲା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଶେଷକୃତ୍ୟ

4605 459

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗରେ ପୀଡ଼ିତ ଥିବା ଦିଲୀପ କିଛି ମାସ ହେଲା ଅସୁସ୍ଥ ହୋଇପଡ଼ିଥିଲେ। ଗତରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି।୧୯୬୩ ମସିହାରେ ଜନ୍ମଗ୍ରହଣ କରିଥିବା ଦିଲୀପ ବିଜନେସ୍ ଷ୍ଟାଣ୍ଡାର୍ଡର ରେସିଡେନ୍ସିଆଲ୍ ଏଡିଟର୍ ଭାବେ କାର୍ଯ୍ୟ କରିବା ସହ ଜଣେ ଅର୍ଥନୀତିଜ୍ଞ, ସ୍ତମ୍ଭକାର ଓ ପ୍ୟାନେଲିଷ୍ଟ ଭାବେ ମଧ୍ୟ ପରିଚୟ ଲାଭ କରିଥିଲେ।  ତାଙ୍କର ଅକାଳ ବିୟୋଗରେ ସାମ୍ବାଦିକତା କ୍ଷେତ୍ରରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ଶ୍ରୀଶତପଥୀଙ୍କର ମରଶରୀରକୁ ତାଙ୍କର ତୋଷାଳୀ ପ୍ଲାଜାସ୍ଥିତ ବାସଭବନରୁ ସତ୍ୟନଗର ଶ୍ମଶାନକୁ ଅଣାଇଥିଲା। ଶେଷକୃତ୍ୟ ବେଳେ ତାଙ୍କର ଜ୍ୟେଷ୍ଠଭ୍ରାତା ଦୀନବନ୍ଧୁ ଶତପଥୀ ବରିଷ୍ଠ ଆଇ.ଏ.ଏସ୍‌ ଅଫିସର ରାଜକୁମାର ଶର୍ମା ଏବଂ ଏ.କେ. ମୀନା, ବିଜୁଜନତା ଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏବଂ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ଗୋପାଳ ମହାପାତ୍ର, ଦେବୀପ୍ରସନ୍ନ ପଟ୍ଟନାୟକ, କେ.ରବି, ନାଗେଶ୍ୱର ପଟ୍ଟନାୟକ, ରତିକାନ୍ତ ମହାନ୍ତି, ଅଶୋକ ମହାପାତ୍ର, ଶୀତଳ ତରଙ୍ଗ ବେଉରିଆ, ଆଶୁତୋଷ ମିଶ୍ର ଓ ବିରୁପାକ୍ଷ ତ୍ରିପାଠୀ , ସୁବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇଥିଲେ।

Related Post

ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

Posted by - December 31, 2022 0
ମୁନିଗୁଡା :(ରମାକାନ୍ତ ପୋଢାଳ )ରାୟଗଡ଼ା ଜିଲ୍ଲା ଅମ୍ବାଦଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡ଼ା…

ଚୋରି ହୋଇଥିବା ନବଜାତ ଶିଶୁ କନ୍ୟା ଅକ୍ଷତ ଅବସ୍ଥାରେ ଉଦ୍ଧାର

Posted by - November 21, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଗତ କାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ହୋଇଥିବା ନବଜାତ ଶିଶୁ କନ୍ୟାକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି ।ସୋନପୁର ପୋଲିସର ପକ୍ଷରୁ…

ଭୁବନେଶ୍ବର ରେ ନାହାନ୍ତି ତ ସାଇଲେନ୍ଟ ସ୍ପ୍ରେଡର,ଦେଖନ୍ତୁ ଏହି ରିପୋର୍ଟ

Posted by - May 14, 2020 136
ଭୁବନେଶ୍ବର  : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ଟପିଯିବ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଆଜି ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୪…

ଆୟୁଷ ଡାକ୍ତର ଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ

Posted by - October 3, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଅଲ ଓଡ଼ିଶା ଆୟୁଷ ଡାକ୍ତର ଆସୋସିଏସନ ଆହ୍ୱାନ କ୍ରମେ ଆୟୁଷ ଡାକ୍ତର ମାନେ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ତ୍ତବ୍ୟରେ…

ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ

Posted by - August 9, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ l ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଅନୁସୂଚିତ ଜନଜାତି ଆଦିବାସୀ ମାନଙ୍କର ସମସ୍ୟାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ…

There are 459 comments

  1. I have been exploring for a little bit for any high-quality articles or blog posts in this sort of space . Exploring in Yahoo I ultimately stumbled upon this website. Studying this info So i’m happy to show that I’ve a very excellent uncanny feeling I found out just what I needed. I so much indisputably will make sure to do not overlook this website and provides it a glance regularly.|

  2. Learn about the side effects, dosages, and interactions. Learn about the side effects, dosages, and interactions.
    stromectol price us
    Read here. drug information and news for professionals and consumers.

  3. drug information and news for professionals and consumers. Definitive journal of drugs and therapeutics.
    ivermectin 50 mg
    Learn about the side effects, dosages, and interactions. All trends of medicament.

Leave a comment

Your email address will not be published.