Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ସମ୍ପନ୍ନ ହେଲା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଶେଷକୃତ୍ୟ

6925 1,000

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗରେ ପୀଡ଼ିତ ଥିବା ଦିଲୀପ କିଛି ମାସ ହେଲା ଅସୁସ୍ଥ ହୋଇପଡ଼ିଥିଲେ। ଗତରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି।୧୯୬୩ ମସିହାରେ ଜନ୍ମଗ୍ରହଣ କରିଥିବା ଦିଲୀପ ବିଜନେସ୍ ଷ୍ଟାଣ୍ଡାର୍ଡର ରେସିଡେନ୍ସିଆଲ୍ ଏଡିଟର୍ ଭାବେ କାର୍ଯ୍ୟ କରିବା ସହ ଜଣେ ଅର୍ଥନୀତିଜ୍ଞ, ସ୍ତମ୍ଭକାର ଓ ପ୍ୟାନେଲିଷ୍ଟ ଭାବେ ମଧ୍ୟ ପରିଚୟ ଲାଭ କରିଥିଲେ।  ତାଙ୍କର ଅକାଳ ବିୟୋଗରେ ସାମ୍ବାଦିକତା କ୍ଷେତ୍ରରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ଶ୍ରୀଶତପଥୀଙ୍କର ମରଶରୀରକୁ ତାଙ୍କର ତୋଷାଳୀ ପ୍ଲାଜାସ୍ଥିତ ବାସଭବନରୁ ସତ୍ୟନଗର ଶ୍ମଶାନକୁ ଅଣାଇଥିଲା। ଶେଷକୃତ୍ୟ ବେଳେ ତାଙ୍କର ଜ୍ୟେଷ୍ଠଭ୍ରାତା ଦୀନବନ୍ଧୁ ଶତପଥୀ ବରିଷ୍ଠ ଆଇ.ଏ.ଏସ୍‌ ଅଫିସର ରାଜକୁମାର ଶର୍ମା ଏବଂ ଏ.କେ. ମୀନା, ବିଜୁଜନତା ଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏବଂ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ଗୋପାଳ ମହାପାତ୍ର, ଦେବୀପ୍ରସନ୍ନ ପଟ୍ଟନାୟକ, କେ.ରବି, ନାଗେଶ୍ୱର ପଟ୍ଟନାୟକ, ରତିକାନ୍ତ ମହାନ୍ତି, ଅଶୋକ ମହାପାତ୍ର, ଶୀତଳ ତରଙ୍ଗ ବେଉରିଆ, ଆଶୁତୋଷ ମିଶ୍ର ଓ ବିରୁପାକ୍ଷ ତ୍ରିପାଠୀ , ସୁବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇଥିଲେ।

Related Post

କୋଟିପତି ଯନ୍ତ୍ରୀ ଗିରଫ, କୋଟି କୋଟି ଟଙ୍କା ସହ ସୁନା ଅଳଙ୍କାର ଜବତ

Posted by - April 8, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଦୁର୍ନତୀଗ୍ରସ୍ତ କର୍ମଚାରୀ ଙ୍କ ପାଇଁ ଭୂସ୍ଵର୍ଗ ପାଲଟିଥିବା ଓଡିଶା ରେ ଦୁର୍ନତୀ ର ଚେର ବହୁ ଦୂରକୁ ଲମ୍ବିଥିବା ବେଳେ…

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ 

Posted by - October 2, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା…

ଯାଜପୁରରେ ନିରଞ୍ଜନଙ୍କର ନିର୍ବାଚନୀ ପ୍ରଚାର କହିଲେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼

Posted by - January 13, 2019 59
ଯାଜପୁର: କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର କୃଷକମାନଙ୍କୁ ୫ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ କରିବ। ଶିଳ୍ପାନୁଷ୍ଠାନ ଗୁଡ଼ିକରେ ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତିକୁ କଂଗ୍ରେସ…

କଳାହାଣ୍ଡି କୃଷି ବିଭାଗ, ବାଡ ଖାଉଛି ଫସଲ? ଓଡିଶା ମିଲେଟ ମିଶନ ଓ ଇଣ୍ଟି ଗ୍ରେଟେଡ଼ ଫାଂର୍ମିଙ୍ଗ ର ଏଫ. ଏ ଓ ସି. ବି. ଓ ଚୟନ ରେ ଅନିୟମିତତା?

Posted by - June 21, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନିକଟ ଅତୀତରେ ବହୁକୋଟି ଟଙ୍କା ଦୁର୍ନତୀ ରେ ସମ୍ପୃକ୍ତ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା କୃଷି ବିଭାଗ ଓ ଏହାର ପଦାଧିକାରୀ…

There are 1,000 comments

  1. I have been exploring for a little bit for any high-quality articles or blog posts in this sort of space . Exploring in Yahoo I ultimately stumbled upon this website. Studying this info So i’m happy to show that I’ve a very excellent uncanny feeling I found out just what I needed. I so much indisputably will make sure to do not overlook this website and provides it a glance regularly.|

  2. Learn about the side effects, dosages, and interactions. Learn about the side effects, dosages, and interactions.
    stromectol price us
    Read here. drug information and news for professionals and consumers.

  3. drug information and news for professionals and consumers. Definitive journal of drugs and therapeutics.
    ivermectin 50 mg
    Learn about the side effects, dosages, and interactions. All trends of medicament.

  4. Learn about the side effects, dosages, and interactions. Learn about the side effects, dosages, and interactions.
    ivermectin cost uk
    Read information now. What side effects can this medication cause?

  5. Everything what you want to know about pills. Comprehensive side effect and adverse reaction information.
    https://lisinopril.science/# lisinopril online without a prescription
    Comprehensive side effect and adverse reaction information. Top 100 Searched Drugs.

  6. п»їMedicament prescribing information. What side effects can this medication cause? https://avodart.science/# can i purchase avodart no prescription
    Definitive journal of drugs and therapeutics. Everything what you want to know about pills.