କୋରୋନା ସ୍ଥିତିର ମୁକାବିଲା ପାଇଁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବ୍ୟବସାୟୀ ସଂଘ ଓ ଗାଡି ମାଲିକ ସଂଘର ବୈଠକ

2262 313

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଯାଜପୁରରେ ରହିଛି ଲକଡାଉନ । ଜିଲାର ୧୦ ଟିବ୍ଲକ ଓ ଦୁଇଟି ପୌରପାଳିକା ରେ ସଂପୁର୍ଣ୍ଣ ବନ୍ଦ ରହିଛି । ସେପଟେ କୋରୋନା ସ୍ଥିତିର ମୁକାବିଲା ପାଇଁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାର ବ୍ୟବସାୟୀ ସଂଘ ଓ ଗାଡି ମାଲିକ ସଂଘ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅତ୍ୟାବଶ୍ୟକ ସାମଗ୍ରୀ ଦରକୁ ନିୟନ୍ତ୍ରଣ କରିବା ସହିତ ସାମଗ୍ରୀ ର ଶୃଙ୍ଖଳିତ ପରିବହନ ପାଇଁ ଗାଡି ମାଲିକ ମାନଙ୍କୁ ଚେତାବନି ଦିଆଯାଇଛି । ହୋଲସେଲ ଦୋକାନ ଗୁଡିକ ସଂପୁର୍ଣ୍ଣ ଭାବେ ୨୪ ଘଂଟା ଖୋଲା ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି ।

ସେହିପରି ଗାଡି ମାଲିକ ମାନେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ଯେପରି ସମସ୍ୟା ସୃଷ୍ଟି ନହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଛି । ସେହିଭଳି ଯାଜପୁର ଏସ ପି ଚରଣ ସିଂ ମିନା ଯୋଗ ଦେଇ ଅଯଥା ଘରୁ ନ ବାହାରି ଭିଡ ନ କରିବାକୁ ପରାମର୍ଶ ଦେଇଛନ୍ତି ।

Related Post

ଧର୍ମଗଡ଼ ଏନଏସିର  ନିଜସ୍ଵ ୱେବ ସାଇଡ଼ ଲୋକାର୍ପିତ 

Posted by - May 20, 2022 0
ଧର୍ମଗଡ: ୧୯•୫୨୦୨୨(ହେମନ୍ତ କୁମାର ମାଝୀ) ଧର୍ମଗଡ଼ ଏ ନଏସି  କାର୍ଯ୍ୟାଳୟ ଠାରେ ଧର୍ମଗଡ ଏ ନଏସି ର ନିଜସ୍ୱ ୱେବ ସାଇଟ ଲୋକାର୍ପିତ ହୋଇଯାଇଛି।ଏହି ୱେବ ସାଇଡ଼…

ନିଜ ହାତ ପାଣ୍ଠି ରୁ ଗରୀବ ଖଟିଖିଆଙ୍କୁ ସହାୟତାର ହାତ ବଢାଇଲେ ସାମାଜିକ କର୍ମୀ ଦିଲୁ ସ୍ୱାମୀ

Posted by - April 28, 2020 0
କେନ୍ଦୁଝର:(ସୀତାରାମ ଦୀକ୍ଷିତ) ସମଗ୍ରବିଶ୍ବ ସହିତ ଭାରତ ଏବେ କରୋନା ଭାଇରସ ସଂକ୍ରମଣ ରୋକିବାକୁ ସଂଘର୍ଷଜାରି ରଖିଥିବା ବେଳେ କରୋନା ସଂକ୍ରମଣରୁ ବାଦପଡିନାହିଁ ଓଡିଶାରାଜ୍ୟ। କରୋନାର ମୁକାବିଲା କରିବା ପାଇଁ…

ବରିଷ୍ଠ ନାଗରିକ ମାନଙ୍କ ତୀର୍ଥ ଯାତ୍ରା

Posted by - December 13, 2019 189
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଗୈାତମ ବୁଦ୍ଧ ସଂସ୍କୃତି ଭବନରୁ ଯାଜପୁର ଜିଲ୍ଳ୍ାର ତୀର୍ଥଯାତ୍ରୀ ମାନଙ୍କୁ ପ୍ରେରଣ କରାଯାଇଛି…

ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ

Posted by - February 2, 2022 0
ସୋନପୁର:(ଅଜିତ କୁମାର ପୂଝlରୀ )ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ନିମ୍ନା ଗାଁରେ ଘଟିଛି ଅଭାବନୀୟ ଘଟଣା । ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ…

ସହିଦ ଯବାନଙ୍କ ଅମର ଆତ୍ମା କୁ ଶ୍ରଧାଞଳି ଦେଇ କ୍ୟାଣ୍ଡେଲ ସଭାଯାତ୍ରା

Posted by - June 27, 2020 0
ଯାଜପୁର ଅଫିସ :ଲଦାଖର ଗଲୱାନ ଘାଟିରେ  ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଶହୀଦ ହୋଇଥିବା ୨୦ ଭାରତୀୟ  ଯବାନଙ୍କ ଙ୍କୁ ଯାଜପୁର ଜିଲ୍ଲା ସ୍ଥିତ କଳିଙ୍ଗ…

There are 313 comments

  1. Новинки фільми, серіали, мультфільми
    2021 року, які вже вийшли Ви можете дивитися українською на нашому сайті Link

Leave a comment

Your email address will not be published.