ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ସ୍ୱାମୀନାଥନ କମିଟି ରିପୋର୍ଟର ସୁପାରିଶକୁ ଲାଗୁ କରିବାରେ କେନ୍ଦ୍ର ଅବହେଳା କରିବା ଦ୍ୱାରା ବିଜେପି ଦଳକୁ କୃଷିଭିତ୍ତିକ ରାଜ୍ୟରେ ଏଭଳି ଦଶା ଭୋଗିବାକୁ ପଡିଲା ବୋଲି କହିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ବିଜେଡି ଏବେବି କଂଗ୍ରେସ ଓ ବିଜେପିଠାରୁ ସମଦୂରତା ନୀତିରେ କାଏମ୍ ରହିଛି ବୋଲି ନବୀନ କହିଛନ୍ତି। ତାସହିତ ଛତିଶଗଡ଼ରେ କଂଗ୍ରେସ ସରକାର ଆସିବା ପରେ ମହାନଦୀ ଜଳବିବାଦର ସମାଧାନ ହେବା ନେଇ ସେ ଆଶାବାଦୀ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।
Breaking News
Related Post
ଭୁବନେଶ୍ୱର ପଳାଶୁଣୀ ଓଭରବ୍ରିଜ୍ ଦବିଲା
ଭୁବନେଶ୍ୱର : ଦବିଲା ପଳାଶୁଣୀ ଓଭରବ୍ରିଜ୍। ଭୁବନେଶ୍ୱରରେ ପଳାଶୁଣୀ ଓଭରବ୍ରିଜ୍ ଦବି ଯାଇଥିବା ଜଣାପଡିଛି। ହାଇଟେକ୍ ଛକ ନିକଟରେ ଦବିଛି ଏହି ଓଭରବ୍ରିଜ୍।ଖବର ପ୍ରସାର ପରେ ଘଟଣାସ୍ଥଳରେ…
କଳାହାଣ୍ଡି ନାବାଳିକା ଗଣ ଦୁଷ୍କର୍ମ ମାମଲା, ୩ ଜଣ ଙ୍କୁ ସାତ ବର୍ଷ କାରାଦଣ୍ଡ ଓ ଦଶ ହଜାର ଟଙ୍କା ଜରିମାନା
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ର ରାୟ ଦେଇଛନ୍ତି ମାନ୍ୟବର ପୋସ୍କୋ ଅଦାଲତ।…
କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ମାଡ଼ ମାରିଲେ ସିକ୍ୟୁରିଟି ଗାଡ଼
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ସିକ୍ୟୁରିଟି ଗାଡ଼ ଜଣେ ରୋଗୀଙ୍କୁ ଚିକିତ୍ସା ସମୟରେ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ।…
ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିମ୍ନ ମାନର କlମକୁ ଗ୍ରାମବାସି ଙ୍କ ତୀବ୍ର ବିରୋଧ.
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ଯାଜପୁର ଜିଲ୍ଲାରେ ସରକାରୀ ଅର୍ଥକୁ ହରିଲୁଟ କରିବାରେ ସର୍ବୋଚ୍ଚ ଉପରେ ବରୀ। ବିନା ସୂଚନା ଫଳକ ରେ ସରିବାକୁ ବସିଲାଣି କଲଭେଟ କାମ।…
ସ୍ମିତାରାଣୀ ମୃତ୍ୟୁ ମମଲା; ବାପା କହିଲେ, ମୋ ଝିଅ ଆତ୍ମହତ୍ୟା କରି ନପାରେ।ବିଜେପି ର ଯାଜପୁର ବନ୍ଦ ଡାକରା
ଭୁବନେଶ୍ୱର୧୯/୧୦: ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ଚରଣଜିତ ସିଂହ ମୀନାଙ୍କର ବୟାନ ହେଉଛି ମୁଖ୍ୟ ଅଭିଯୁକ୍ତ…
ବଡ ଖବର
- ପୁରୀ ସ୍ବର୍ଗଦ୍ବାରରେ ରାଇମୋହନ ପରିଡ଼ାଙ୍କ ଶେଷକୃତ ସଂପନ୍ନ
- ପୁଣି ବାଣୀବିହାର ପରିସରରେ ହିଂସା; ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ହାତାହାତି, ବୁଲିଲା ଖଣ୍ଡା-ଭୁଜାଲି
- ବାଲ୍ୟ ବିବାହ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ
- ଆସନ୍ତା ରବିବାର ଦିନ ହରଭଙ୍ଗା ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର
- କେସିଙ୍ଗା ବିଜେପି ନଗର ମଣ୍ଡଳ ପକ୍ଷରୁ ଡା,ଶ୍ଯାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ ଓ କେସିଙ୍ଗା ନଗର କମିଟି ର ନୂତନ କର୍ମକର୍ତ୍ତା ଗଠନ
- ଧର୍ମଗଡ଼ ବ୍ରାହ୍ମଣ ସମାଜ ତରଫରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ
- ଭିଜିଲାନ୍ସ ପଞ୍ଜାରେ ଶିକ୍ଷା ବିଭାଗର ମୁଖ୍ୟ କିରାଣି, ଅବସର ପ୍ରାପ୍ତ ଶିକ୍ଷକ ଙ୍କ ଠାରୁ ନେଉଥିଲେ ଲାଞ୍ଚ
- ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ ହୋଇପାରିଛି : ଡବ୍ଲୁଏଫପି
- ସମ୍ବଲପୁର: କିସିଣ୍ଡା ଥାନା କେଲବଳମ ଗାଁରେ ଅଞ୍ଚଳରେ ଆଈକୁ ଠେଙ୍ଗାରେ ପିଟିପିଟି ହତ୍ୟା। ଜମିବାଡ଼ି ବିବାଦରୁ ନୃଶଂସ ହତ୍ୟା। ଅଭିଯୁକ୍ତ ୨ ନାତି ଫେରାର। ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି
- ରାଇମୋହନ ପରିଡ଼ାଙ୍କ ମୃତ୍ୟୁ ଘଟଣା: ପତ୍ନୀ-ଝିଅଙ୍କ ମୋବାଇଲ୍କୁ ଆସିଥିଲା ମେସେଜ୍- ‘ବାଏ’