ଚାଷୀଙ୍କ ସମସ୍ୟା ପାଇଁ ବିଜେପିର ପରାଜୟ ହେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

898 0

ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ସ୍ୱାମୀନାଥନ କମିଟି ରିପୋର୍ଟର ସୁପାରିଶକୁ ଲାଗୁ କରିବାରେ କେନ୍ଦ୍ର ଅବହେଳା କରିବା ଦ୍ୱାରା ବିଜେପି ଦଳକୁ କୃଷିଭିତ୍ତିକ ରାଜ୍ୟରେ ଏଭଳି ଦଶା ଭୋଗିବାକୁ ପଡିଲା ବୋଲି କହିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ବିଜେଡି ଏବେବି କଂଗ୍ରେସ ଓ ବିଜେପିଠାରୁ ସମଦୂରତା ନୀତିରେ କାଏମ୍ ରହିଛି ବୋଲି ନବୀନ କହିଛନ୍ତି। ତାସହିତ ଛତିଶଗଡ଼ରେ କଂଗ୍ରେସ ସରକାର ଆସିବା ପରେ ମହାନଦୀ ଜଳବିବାଦର ସମାଧାନ ହେବା ନେଇ ସେ ଆଶାବାଦୀ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

Related Post

ଭୁବନେଶ୍ୱର ପଳାଶୁଣୀ ଓଭରବ୍ରିଜ୍ ଦବିଲା

Posted by - August 26, 2019 0
ଭୁବନେଶ୍ୱର : ଦବିଲା ପଳାଶୁଣୀ ଓଭରବ୍ରିଜ୍। ଭୁବନେଶ୍ୱରରେ ପଳାଶୁଣୀ ଓଭରବ୍ରିଜ୍ ଦବି ଯାଇଥିବା ଜଣାପଡିଛି। ହାଇଟେକ୍ ଛକ ନିକଟରେ ଦବିଛି ଏହି ଓଭରବ୍ରିଜ୍।ଖବର ପ୍ରସାର ପରେ ଘଟଣାସ୍ଥଳରେ…

କଳାହାଣ୍ଡି ନାବାଳିକା ଗଣ ଦୁଷ୍କର୍ମ ମାମଲା, ୩ ଜଣ ଙ୍କୁ ସାତ ବର୍ଷ କାରାଦଣ୍ଡ ଓ ଦଶ ହଜାର ଟଙ୍କା ଜରିମାନା

Posted by - May 24, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ର ରାୟ ଦେଇଛନ୍ତି ମାନ୍ୟବର ପୋସ୍କୋ ଅଦାଲତ।…

କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ମାଡ଼ ମାରିଲେ ସିକ୍ୟୁରିଟି ଗାଡ଼

Posted by - July 21, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ସିକ୍ୟୁରିଟି ଗାଡ଼ ଜଣେ ରୋଗୀଙ୍କୁ ଚିକିତ୍ସା ସମୟରେ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ।…

ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିମ୍ନ ମାନର କlମକୁ ଗ୍ରାମବାସି ଙ୍କ ତୀବ୍ର ବିରୋଧ.

Posted by - July 2, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ଯାଜପୁର ଜିଲ୍ଲାରେ ସରକାରୀ ଅର୍ଥକୁ ହରିଲୁଟ କରିବାରେ ସର୍ବୋଚ୍ଚ ଉପରେ ବରୀ। ବିନା ସୂଚନା ଫଳକ ରେ ସରିବାକୁ ବସିଲାଣି କଲଭେଟ କାମ।…

ସ୍ମିତାରାଣୀ ମୃତ୍ୟୁ ମମଲା; ବାପା କହିଲେ, ମୋ ଝିଅ ଆତ୍ମହତ୍ୟା କରି ନପାରେ।ବିଜେପି ର ଯାଜପୁର ବନ୍ଦ ଡାକରା

Posted by - October 20, 2019 0
ଭୁବନେଶ୍ୱର୧୯/୧୦: ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ଚରଣଜିତ ସିଂହ ମୀନାଙ୍କର ବୟାନ ହେଉଛି ମୁଖ୍ୟ ଅଭିଯୁକ୍ତ…

Leave a comment

Your email address will not be published.