ସାମ୍ବାଦିକଙ୍କୁ ଆକ୍ରମଣ ର ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ଦେଲା ବୌଦ୍ଧ ଜିଲ୍ଲା ରିପୋର୍ଟର ଆସୋସିଏସନ
ବୌଦ୍ଧ ( ଚିତ୍ତରଞ୍ଜନ ସିଂହ) ରାଜ୍ୟ ରେ ସାମ୍ବାଦିକ ଙ୍କୁ ବାରମ୍ବାର ଆକ୍ରମଣ ର ପ୍ରତିବାଦ କରିବା ସହିତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ନେଇ ଆଜି ବୌଦ୍ଧ ଜିଲ୍ଲା ରିପୋର୍ଟର ଆସୋସିଏସନ ପକ୍ଷରୁ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଜରିଆରେ…