ବୋଧିଚକ୍ର ଆନୁକୁଲ୍ୟରେ ବୁଦ୍ଧପୂର୍ଣ୍ଣିମା ସମାରୋହ
ପୁରୀ,୧୨/୫ (ମନୋଜ କୁମାର ବଳୀୟାରସିଂ)ଅଗ୍ରଣୀ ବୌଦ୍ଧିକ ଅନୁଷ୍ଠାନ ବୋଧିଚକ୍ର ଆନୁକୁଲ୍ୟରେ ଭଗବାନ ବୁଦ୍ଧଙ୍କ ୨୫୮୯ତମ ଜୟନ୍ତୀ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଯାଇଛି। ପ୍ରଭାତରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ପୀଠ ପରିସରରେ ଅବସ୍ଥିତ ବୋଧିଦ୍ରୁମ ଓ ବୁଦ୍ଧଙ୍କ ପ୍ରତିମୂର୍ତ୍ତିଙ୍କ ଦୀପ ଧୂପ ନୈବେଦ୍ୟ…