ବସୁନ୍ଧରା ଯୋଜନା ମାଧ୍ୟମରେ ଧର୍ମଗଡ଼ ତହସିଲ ପକ୍ଷରୁ ଘରଡିହ ପଟ୍ଟା ବଣ୍ଟନ

ଧର୍ମଗଡ଼ ତା ୧୬/୫( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ସମ୍ମିଳନୀ କକ୍ଷ ଠାରେ ଧର୍ମଗଡ଼ ତହସିଲ ପକ୍ଷରୁ ଭୂମିହୀନ ମାନଙ୍କୁ ବସୁନ୍ଧରା ଯୋଜନା ମାଧ୍ୟମରେ ଧର୍ମଗଡ଼ ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ଖଇଇରପ ରାଜ୍ୟସ୍ୟ…

ଜାତୀୟ ଡେଙ୍ଗୁ ଦିବସ ପାଳିତ

ପୁରୀ: (ମନୋଜ କୁମାର ବଳୀୟାରସିଂ)୧୬ ତାରିଖ ଜାତୀୟ ଡେଙ୍ଗୁ ଦିବସ ଅବସରରେ , କମଳା ଦେବୀ ମାତୃ ମଙ୍ଗଳ ସହରାଞ୍ଚଳ ଡାକ୍ତରଖାନାର ସଭାଗୃହରେ , ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡାକ୍ତର ବିନୋଦ ବିହାରୀ ରଥ ଙ୍କ ଅଧ୍ୟକ୍ଷତାରେ…

ପିଙ୍କ ହେଲ୍ପ ଡେସ୍କ”ର ଆରମ୍ଭ

ପୁରୀ ପୁଲିସ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିରରେ ମହିଳା ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏକ ନୂତନ ପଦକ୍ଷେପ ପୁରୀ: (ମନୋଜ କୁମାର ବଳିଆରସିଂ )ଶ୍ରୀଜଗନ୍ନାଥ ଧାମକୁ ପ୍ରତିଦିନ ଲକ୍ଷେ ଲକ୍ଷେ ଭକ୍ତ ଓ ପର୍ଯ୍ୟଟକ ପହଞ୍ଚନ୍ତି, ଯାହା ମଧ୍ୟରୁ ବଡ଼…

କୋର୍ଟ କୁ ଅବମାନନା କରୁଛନ୍ତି ପୁରୀ ପୌରପାଳିକା ବିଭାଗୀୟ ଅଧିକାରୀ

ପୁରୀ: (ମନୋଜ କୁମାର ବଳୀୟାରସିଂ)ପୁରୀ ଏକ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ରୋଜଗାରର ସାଧନ କେବଳ ଶ୍ରୀମନ୍ଦିର ଓ ସମୁଦ୍ର ବେଳାଭୂମି ପର୍ଯ୍ୟଟନ ର ବିକାଶରେ ଉଠାଦୋକାନୀ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଗତ ଦୁଇବର୍ଷ ହେବ ପୁରୀ ରେ ଉଠାଦୋକାନୀଙ୍କ ପ୍ରତି…

“ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିରୋଧ ଜାରି”

ପୁରୀ :୧୬.୫(ମନୋଜ କୁମାର ବଳିୟାରସିଂ)ରିଖ ଶୁକ୍ରବାର ସମଗ୍ର ଶ୍ରୀକ୍ଷେତ୍ର ରେ ଦ୍ଵିତୀୟ ଶ୍ରୀ ଜଗନ୍ନାଥ ଧାମ କୁ ବିରୋଧ କରି ମମତା ବାନାର୍ଜୀ ଙ୍କ ବିରୁଦ୍ଧରେ ଶ୍ରୀ ଜଗନ୍ନାଥ ଧାମ ପୁରୀରେ ବୁଲିଲା ତ୍ରିରଙ୍ଗା ଧର୍ମ ବଞ୍ଚାଅ ଯାତ୍ରା ଓ ରାଲି।ସିଂହଦ୍ଵାର…

ବାବା ଆଖଣ୍ଡଳମଣି ଅଟୋ ଚାଳକ ସଂଘ ତରଫରୁ ଖାଦ୍ୟ ବିତରଣ କାର୍ଯ୍ୟକ୍ରମ

ପୁରୀ: ୧୫.୦୫(ମନୋଜ କୁମାର ବଳୀୟାରସିଂ)ଗୁରୁବାର ଦିବା ୧୧ ଘଟିକା ସମୟରେ ବାବା ଆଖଣ୍ଡଳମଣି ଅଟୋଚାଳକ ସଂଘ ତରଫରୁ ତୃତୀୟ ବର୍ଷ ଅନ୍ନଛତ୍ର ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟନାୟକ, ସୂଚନା ଓ ଲୋକସମ୍ପର୍କ…

ପିପିଲି ନାବାଳିକା ଦୁଷ୍କର୍ମ ଘଟଣା,ପୁରୀ ଏସ୍‌ପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି।ଫେରିବାଲାଙ୍କ ପଞ୍ଜିକରଣ ଓ ଡାଟାବେସ ପ୍ରସ୍ତୁତ ପାଇଁ ଦାବି ଭୁବନେଶ୍ୱର; ୧୪/୦୫ବିଜୁ ଜନତା ଦଳର ଏକ ପ୍ରତିନିଧୂ ମଣ୍ଡଳୀ ପୁରୀ ଜିଲ୍ଲାର ଏସ୍‌ପିଙ୍କୁ ଭେଟି ପିପିଲି ନାବାଳିକା ଦୁଷ୍କର୍ମ ଘଟଣାରେ ପୀଡିତାକୁ ଉପଯୁକ୍ତ ନ୍ୟାୟ ପ୍ରଦାନ…