
ପୁରୀ: (ମନୋଜ କୁମାର ବଳୀୟାରସିଂ)ପୁରୀ ଜିଲ୍ଲା ଚାରିଛକ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଗଡୁଛି ଭଙ୍ଗା ଦଦରା ଆମ୍ବୁଲାନ୍ସ ଗାଡ଼ି। ପାଣି ଗଳୁଥିବା ଆମ୍ବୁଲାନ୍ସ ଗାଡ଼ିରେ ରୋଗୀ ଙ୍କୁ ଭୁବନେଶ୍ଵର ନିଆଯାଉଛି। ଯେଉଁ ଗାଡ଼ିର ଛାତ କଣା ଥିବାରୁ ରୋଗୀ ଓଦା ହୋଇ ଯାଉଛନ୍ତି ଏବଂ ଷ୍ଟ୍ରେଚର ଅବସ୍ଥା ମଧ୍ୟ ବହୁତ ଖରାପ।ପୁରି ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ନୂତନ ୧୦୮ଆମ୍ବୁଲାନ୍ସ ପ୍ରଦାନ କରିବା ପାଇଁ ରୋଗୀ ଙ୍କ ସମ୍ପର୍କୀୟ ମାନେ ଅନୁରୋଧ କରିଛନ୍ତି।