ଆତଙ୍କବାଦୀ ଆକ୍ରମଣ ଓ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକ ମାନଙ୍କ ହତ୍ୟାକାଣ୍ଡ ବିରୋଧରେ ପ୍ରତିବାଦ
ନବରଂଗପୁର : ଆଜି ସଂଖ୍ୟାଲଘୁ ଖ୍ରୀଷ୍ଟିଆନ୍ କଉସିଲ ପକ୍ଷରୁ ଏକ ବିରାଟ ସଭାଯାତ୍ରା ଦ୍ବାରା ପେହଲଗାଁ ଆତଙ୍କବାଦୀ ଆକ୍ରମଣ ଓ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକ ମାନଙ୍କ ହତ୍ୟାକାଣ୍ଡ ବିରୋଧରେ ପ୍ରତିବାଦ କରିବା ସହ ଭାରତ ଦେଶ ମଧ୍ୟରେ ଦିନକୁ ଦିନ…