ନରସିଂହ ଚୌଧୁରୀ ମହାବିଦ୍ୟାଳୟର +୨ ବିଜ୍ଞାନ ୮୬-୮୮ ଛାତ୍ର/ଛାତ୍ରୀମାନଙ୍କର ବନ୍ଧୁ ମିଳନ
ଭୁବନେଶ୍ବର ; ୧୧/୦୫ (ବ୍ୟୁରୋ )ନରସିଂହ ଚୌଧୁରୀ ମହାବିଦ୍ୟାଳୟ, ଯାଜପୁରର +୨ ବିଜ୍ଞାନ ବିଭାଗର ୧୯୮୬–୮୮ ମସିହା ପୁରାତନ ଛାତ୍ର/ଛାତ୍ରୀମାନଙ୍କର ବନ୍ଧୁ ମିଳନ ଉତ୍ସବ ଭୁବନେଶ୍ଵର ନାଲକୋ ଛକ ନିକଟସ୍ଥ ହୋଟେଲ ସୁରୀୟାଂଶ ପରିସରରେଗତ ମଇ ୧୧ ତାରିଖରେ ଅନୁଷ୍ଠିତ ହୋଇଥିଲା।…