ନିୟମ ନଥିବା ସତ୍ୱେ ଆଦାୟ ହେଉଛି ଟୋଲ,ଟ୍ରକ ଆସୋସିଏସନ ନାଁରେ ଚାଲିଛି ଅର୍ଥ ଆଦାୟ
ପୁରୀ ; (ମନୋଜ କୁମାର ବଳିୟାରସିଂ)ପୁରୀ କୁ ପ୍ରତିଦିନ ହଜାର ହଜାର ସଂଖ୍ୟା ରେ ଆସୁଛି ଟ୍ରକ ,ବ୍ୟବସାୟିକ ହେଉ / ବ୍ୟକ୍ତିଗତ ହେଉ ଏଥିପାଇଁ ଆଦାୟ କରୁଛନ୍ତି ଅର୍ଥ। ଟ୍ରକ ଆସୋସିଏସନ ନାଁ ରେ ରସିଦ କରାଯାଇ ଏପରି କରାଯାଉଛି…