ପଣ୍ଡାରା ମାଳି ସମାଜ ତରଫରୁ ମହାସଭା ପାଇଁ ପ୍ରସ୍ତୁତି ବୈଠକ, ଆତ୍ମଘୋଷିତ ସଭାପତି ଓ କୂଳପତି କୁ ସମାଜ ପକ୍ଷରୁ ବିରୋଧ

ଧର୍ମଗଡ଼ ତା ୧୯/୫( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଗଡିଆଯୋର ଆମ୍ବ ତୋଟା ଠାରେ ଉପସଭାପତି ବୈକୁଣ୍ଠ ରଣା ଙ୍କ ସଭାପତିତ୍ବରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ର…

ପୁରୀ ଠାରେ ପରାକ୍ରମ ଶୋଭାଯାତ୍ରା

ଆମ ସେନା ଆମ ଗର୍ବ,ସେମାନଙ୍କ ମନୋବଳ ବଢାଇବା, କୃତଜ୍ଞତା ଜଣାଇବା ହଜାର ହଜାର ବ୍ୟକ୍ତି ତ୍ରିରଙ୍ଗା ଧରି ଦେଶ ପ୍ରେମର ବାର୍ତ୍ତା ବାଣ୍ଟିଲେ। ପୁରୀ:୧୯. ୫(ମନୋଜ କୁମାର ବଳୀୟାରସିଂ) ଆମେ ଏକ।ଆମ ଦେଶର ସୁରକ୍ଷା ରେ ଆମେ ସମସ୍ତେ ଜଣେ ଜଣେ…

ଦେଶୀ ମଦ ବେପାରୀ ଗିରଫ

ପୁରୀ : ପୁରୀ ସମୁଦ୍ର କୁଳ ଥାନା ସବ ଇନ୍ସପେକ୍ଟର ଶରତ ଚନ୍ଦ୍ର ପ୍ରଧାନ ଙ୍କ ଅଭିଯୋଗ କୁ ଭିତିକରି ପୁରୀ ବାଲିନୋଳିଆ ସାହିର ବି.ଗୋବିନ୍ଦା (୧୯)ଙ୍କୁ ଦେଶୀ ମଦ କାରବାର କରିବା ସମୟରେ ଗିରଫ କରାଯାଇଛି।ସମୁଦ୍ରକୁଳ ଥାନା ପି.ଏସ୍. କେସ୍…

ଭଉଁରୀ ଅବସରରେ ରଥ ଖଳାରେ ବିଜେ ହେଲା ମହାପ୍ରଭୁଙ୍କ ଆଜ୍ଞାମାଳ

ପୁରୀ : (ମନୋଜ କୁମାର ବଳିଆରସିଂ )ପବିତ୍ର ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ରରେ ମହାପ୍ରଭୂଙ୍କ ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରା ର ବିଂଶତମ୍ ଦିବସକୁ ଭଉଁରୀ ଯାତ୍ରା ଭାବରେ ବିବେଚନା କରାଯାଏ ।ସୋମବାର ଭଉଁରୀ ଅବସରରେ ପରମ୍ପରା ଆଧାରରେ ରଥଖଳାରେ…