ଗୋଲାମୁଣ୍ଡା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

ଧର୍ମଗଡ଼ : ( ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସ୍ଥିତ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି…

ବିଜେଡି ପ୍ରତିନିଧି ଦଳର ଭୁଶୁଡିଥିବା ଟନେଲ ଅଞ୍ଚଳ ପରିଦର୍ଶନ ଓ ଅଧିକାରୀଙ୍କ ସହ ଆଲୋଚନା

ହରଭଙ୍ଗା (ଚିତ୍ତରଞ୍ଜନ ସିଂ ) ଓଡ଼ିଶାର ସର୍ବାଧିକ ଲମ୍ବା ଟନେଲ ସଫଳତାର ସହ ଉଦଘାଟିତ ହେଲା ବୋଲି କିଛିଦିନ ତଳେ ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଏକ୍ସ ହାଣ୍ଡେଲରେ ସୂଚନା ଦେଇଥିଲେ l ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବୌଦ୍ଧ…

ରଥଯାତ୍ରା ପାଇଁ ସାହି ପ୍ରତିନିଧି ଙ୍କ ସହିତ ପୋଲିସ ଙ୍କ ଆଲୋଚନା

ପୁରୀ : ୨୭/୦୫(ମନୋଜ କୁମାର ବଳିଆରସିଂ )ପ୍ରଥମଥର ପାଇଁ ରଥଯାତ୍ରା-୨୦୨୫ ଶାନ୍ତି ଶୃଙ୍ଖଳାରେ ଚାଲିବା ପାଇଁ ୮ଟି ସାହି ପ୍ରତିନିଧିମାନଙ୍କ ସହିତ ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ।ଆଗାମୀ ବିଶ୍ଵପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା-୨୦୨୫ କୁ ସୁସଂଗଠିତ ଓ ଶାନ୍ତିପୂର୍ଣ୍ଣ ଭାବରେ ଚାଲିବାକୁ ସୁନିଶ୍ଚିତ…

ସୀମା ଲଙ୍ଘିଲା ପୁରୀ ପୋଲିସର ବର୍ବରତା

ପୁରୀ : (ମନୋଜ କୁମାର ବଳିଆରସିଂ )ସୀମା ଟପିଲା ପୁରି ପୋଲିସର ବର୍ବରତା । ପୁରି ସଦରଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା ।ପୁରୀ ପୋଲିସ ଜୋର ଜବରଦସ୍ତ ଘରଭିତରେ ପଶି ଉପସ୍ଥିତ ମହିଳାଙ୍କୁ ପୁରୁଷ ପୋଲିସ ଧକା ସଂଖିଆ ଦେଇ…