ଡିଏଭି ପୁରୀରେ ବାର୍ଷିକୋତ୍ସବ ପାଳନ

ପୁରୀ;୦୪/୦୫( ମନୋଜ କୁମାର ବଳୀୟାରସିଂ)ରିଖ ବୁଧବାର ସନ୍ଧ୍ୟା ୬ ଘଟିକା ସମୟରେ ଡିଏଭି ପବ୍ଲିକ ସ୍କୁଲ, ପୁରୀର ବାର୍ଷିକ ଉତ୍ସବ ତାଳବଣିଆସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ପଟ୍ଟନାୟକ ମହୋଦୟାଙ୍କ ତତ୍ତ୍ଵାବଧାନରେ ଏହି ଉତ୍ସବଟି…

ରାଜ୍ୟସ୍ତରୀୟ ଜଗନ୍ନାଥ ସଂସ୍କୃତି ସମିଳନୀ/ଚନ୍ଦନ ମେଳି  ଆୟୋଜିତ

ପୁରୀ:  (ମନୋଜ କୁମାର ବଳୀୟାରସିଂ)ଆଜି ତା ୪.୫.୨୫ରିଖ ସକାଳ ୧୦ଘଟିକା ସମୟରେ ପୁରୀର ପାଟେରା ମଠ ଠାରେ ଚନ୍ଦନ ମେଳି ଆୟୋଜିତ ହୋଇଯାଇଛି।ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଲୋକନାଥ ଦଇତାପତି ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତିର…

ମହାପ୍ରଭୁ ଶ୍ରୀ ଜଗନ୍ନାଥ ବ୍ରହ୍ମ ଦାରୁ ସ୍ୱରୂପ ଅଛନ୍ତି

ପୁରୀ : (ମନୋଜ କୁମାର ବଳିୟାରସିଂ)ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପୁରୀ, ଓଡିଶା ପକ୍ଷରୁ ୟୁଥ ହଷ୍ଟେଲ ପରିସରରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି l ଆଜିର ଆଲୋଚନା ଚକ୍ରରେ ନୀଳାଦ୍ରୀ ମହୋଦୟ ଅଷ୍ଟମୀ ଓ ଶ୍ରୀଜଗନ୍ନାଥ ଶୀର୍ଷକ ବିଷୟବସ୍ତୁ ରହିଥିଲା…

ମାଟ୍ରିକ ପରୀକ୍ଷା ଫଳରେ ଛାତ୍ର ଛାତ୍ରୀ ଙ୍କ ସଫଳତା

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ତା ୦୨.୦୫.୨୦୨୫ ରିଖ ଶୁକ୍ରବାର ପାଇଛି । ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ହରଭଙ୍ଗା ନୋଡାଲ ଉଚ୍ଚ…

ଛିଲିପା ଠାରେ ସିଏଚସି ପକ୍ଷରୁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ

ଧର୍ମଗଡ଼ ୨/୫(ହେମନ୍ତ କୁମାର ମାଝୀ )କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଛିଳପା ଗ୍ରାମ ପଞ୍ଚାୟତ ଠାରେ ମେଲେରିଆ ହେଉ କି ଡେଙ୍ଗୁ ଆମେ ଯଦି ଶୋଇବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଉଥିବା ଔଷଧ ବୋଲା ମଶାରୀ ବ୍ୟବହାର…

ଶ୍ରୀ ଗୁଣ୍ଡିଚା ମନ୍ଦିର ଉନ୍ନତି କରଣ କାର୍ଯ୍ୟ ତଦାରଖ କଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: (ମନୋଜ କୁମାର ବଳୀୟାରସିଂ)ରଥଯାତ୍ରା ଉପଲକ୍ଷେ ଗୁଣ୍ଡିଚା ମନ୍ଦିରର ଉନ୍ନତି କରଣ ଏବଂ ସୌନ୍ଦର୍ଯ୍ୟ କରଣ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ଜୋର୍ ଧରିଲାଣି I ରଥ ନିର୍ମାଣ କାମ ଜାରି ରହିଥ‌ିବା ବେଳେ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ ଚାଲିଛି। ବିଶେଷକରି ଗୁଣ୍ଡିଚା…

ଦୀଘା ଇସ୍ୟୁ କୁ ନେଇ ବିବାଦ

ପୁରୀ ; (ମନୋଜ କୁମାର ବଳିୟାରସିଂ)ପଶ୍ଚିମବଙ୍ଗର ଦୀଘା ଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ ଜୋର୍ ଧରିଥିବା ବେଳେ ଗତକାଲି ଆଇନମନ୍ତ୍ରୀ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି କରିଥିଲେ।ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ…

ଦାରୁ କାଠଚୋରି ଓ ଦୀଘା ଜଗନ୍ନାଥ ଧାମ ପ୍ରସଙ୍ଗ

ପୁରୀ: ତା୪.୫(।ମନୋଜ କୁମାର ବଳୀୟାରସିଂ)ରିଖ ଶ୍ରୀ ଜଗନ୍ନାଥ ସେନା ତରଫରୁ ସିଂହ ଦ୍ୱାର ଥାନା ରେ ଏତଲା।ଜଗନ୍ନାଥ ସେନା ର ଆବାହକ ପ୍ରିୟଦର୍ଶନ ପଟନାୟକ (ଆଇନଜୀବୀ)ସିଂହଦ୍ୱାର ଥାନାରେ ହାଜରହୋଇ ଲିଖିତ ଏତଲା ଦେଇଛନ୍ତି ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ର ସମସ୍ତ…

ଆପ୍ ଓଡ଼ିଶାର ନୂତନ ରାଜ୍ୟ କାର୍ଯ୍ୟକାରିଣୀ ଟିମ୍ ଘୋଷଣା

ପୁରୀ; (ମନୋଜ କୁମାର ବଳୀୟାରସିଂ)ଆମ୍ ଆଦ୍‌ମୀ ପାର୍ଟି ଓଡିଶାର ଦୁଇ ଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ପୁରୀରେ ଅନୁଷ୍ଠିତ ହୋଇଯାଇଛି। ସାଙ୍ଗଠନିକ ଦକ୍ଷତାର ଅଭିବୃଦ୍ଧି ଉଦ୍ଦେଶ୍ୟରେ ଆୟୋଜିତ ଏହି ଦୁଇ ଦିନିଆ ଶିବିରରେ ରାଜ୍ୟର ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ।…

ଶ୍ରୀମଦ ଦେବୀ ଭାଗବତ କଥା ଜ୍ଞାନ ଯଜ୍ଞ

ପୁରୀ: (ମନୋଜ କୁମାର ବଳିଆରସିଂ ) ଧର୍ମ,ଅର୍ଥ, କାମ, ମୋକ୍ଷ ଚାରି ପୁରୁଷାର୍ଥକୁ ପ୍ରାପ୍ତ କରିବାକୁ ହେଲେ ଅଠର ପୁରାଣରେ ଶ୍ରୀମଦ୍ ଦେବୀ ଭାଗବତ୍ ଉତ୍ତମ, ମହତ୍ତତମ ଓ ସର୍ବୋତ୍ତମ ସାଧନ ଅଟେ । ଶ୍ରୀ ରାଜରାଜେଶ୍ୱରୀଙ୍କ ପୂଜା ଏବଂ କଥା…