ପୁରୀ : (ମନୋଜ କୁମାର ବଳିଆରସିଂ)ଆଇନ କୁ ଫୁ କରିଦେଇଛନ୍ତି ପୁରୀର ଏହି ଚର୍ଚ୍ଚିତ ବାବା।ପଶୁ ଶିକାରୀ ମାନଙ୍କ ପାଇଁ ଆଇନ ବହୁତ କଠୋର ହେଇଥିବା ବେଳେ ବିଶେଷ କରି ହରିଣ ଶିକାର କରିବା ଆଇନତହ ଦଣ୍ଡନୀୟ।ସାଧାରଣ ରେ ଚର୍ଚ୍ଚା ହେଉଛିକି ବାବା କୋଉଠୁ ଆଣିଲେ ଏହି ହରିଣ ଛାଲ ।ପୋଲିସ ଅଧିକାରୀ ଙ୍କ କଣ ଦୃଷ୍ଟି ପଡୁନି ବାବା ବ୍ୟବହାର କରୁଥିବା ଏହି ହରିଣ ଛାଲ ଉପରେ ।ପୋଲିସ ଅଧିକାରୀ ବା ଜଙ୍ଗଲ ବିଭାଗ ଅଧିକାରୀ ମାନେ କଣ ପାଇଁ ବାବା ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ପୁରୀରେ ସାଧାରଣ ରେ ଚର୍ଚ୍ଚା ଚାଲିଛି।