ଜଳିଗଲା ୨ ବଖରା ଘର,ଅଳ୍ପକେ ବର୍ତିଲେ ପରିବାର

ହରଭଙ୍ଗା ( ଚିତ୍ତରଞ୍ଜନ ସିଂ)ଅଗ୍ନିକାଣ୍ଡ ରେ ୨ ବଖରା ଘର ପୋଡି ଭଶ୍ମିଭୁତ ଓ ଅସବାବ ପତ୍ର ପୋଡି ନଷ୍ଟ ହେବା ସହିତ ଅଳ୍ପକେ ବର୍ତିଲେ ପରିବାର l ସୂଚନା ଅନୁଯାଇ ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ କୁଶାସିଙ୍ଗା ଗ୍ରାମରେ…

ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ଠାରେ ଜନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ନବରଙ୍ଗପୁର  (ବେଣୁ ଗୋପାଳ ରାଓ)ଏହି ଵୈଠକରେ ମୁଖ୍ୟ ଅତିଥି ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ଇଶ୍ୱର ପାଣିଗ୍ରାହୀ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ କୋରାପୁଟ ରୁ ଆସିଥିବା ବିଜେଡି ସଭାନେତ୍ରୀ ଲାତା ରାୟ, ନବରଙ୍ଗପୁର ସାଂସଦ…

ଜଳୁଛି ପଡୁନତଲା ଅଭୟାରଣ୍ୟ, ବନ୍ୟଜନ୍ତୁ କଲବଲ,ବହୁ ପୁରୁଣା ଗଛ ପୋଡି ପାଉଁଶ

ହରଭଙ୍ଗା (ଚିତ୍ତରଞ୍ଜ ନସିଂହ)ମୁଣ୍ଡ ଫାଟ ଖରା ଓ ଜଙ୍ଗଲ ନିଆଁ ପାଇଁ ସମଗ୍ର ବୌଦ୍ଧ ଏବେ ଅଗ୍ନିପିଣ୍ଡୁଳା ପାଲଟିଛିl ପାରଦ ଏବେ ଉପର ମୁହଁI ଦୁଇ ଦିନ ଧରି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ କୁସଙ୍ଗ ରେଞ୍ଜ୍ ପଦ୍ମ ତୋଳା ଅଭୟାରଣ୍ୟ…

ମହାନଦୀରେ ଡଙ୍ଗା ବୁଡି ମୃତ୍ୟୁ ୭ କୁ ବୃଦ୍ଧି,ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା

ସମ୍ବଲପୁର. ୨୦/୦୪(ରମାକାନ୍ତ ବିଶ୍ୱାଳ)ଲଖନପୁର ସରଧା ଠାରେ ମହାନଦୀ ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି I ଆଜି ସକଳ ୫ ଟା ରୁ ଆରମ୍ଭ ହୋଇଛି ପୁଣି ସର୍ଚ୍ଚ ଅପରେସନ l ସକାଲେ ନିଖୋଜ ଥିବା ୭…

ପଲସାଗୋରା ଠାରେ ବିଜେପିର ବିଶାଳ ଜନସମାବେଶ ସହିତ ମିଶ୍ରଣ ପର୍ବ

ବୌଦ୍ଧ (ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପଲସାଗୋରା ମକର ପଡିଆରେ ବିଜେପିର ବିଶାଳ ଜନସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ସମାବେଶ ଓ ମିଶ୍ରଣ ପର୍ବରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ…

ଭାଜପା ର ମିଶ୍ରଣ ପର୍ବ,ବିଷ୍ଣୁ ଭାଈ ଙ୍କ ସମେତ ବିଜେପି ରେ ସାମିଲ ହେଲେ ବିଜେଡ଼ି ଓ କଂଗ୍ରେସ କର୍ମୀ

ଧର୍ମଗଡ:୨୦/୪( ହେମନ୍ତ କୁମାର ମାଝୀ) ଧର୍ମଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ଅନେକ ବିଜେଡ଼ି ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟି ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି…

ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆମ ଆଦମୀ ପାର୍ଟିରୁ ନିର୍ବାଚନ ଲଢ଼ିବେ ଶାଶ୍ଵତୀ ମିଶ୍ର

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ର ପ୍ରାର୍ଥୀ ଘୋଷଣା ହୋଇସାରିବା ପରେ ଚତୁର୍ଥ ଦଳ ଭାବେ ଆମ ଆଦମୀ ପାର୍ଟି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀ ଜଣକ ହେଉଛନ୍ତି ପୁରୁଣାକଟକ ର ଏକ…