ସାରିଲା ପ୍ରଚାର,ଏବେ ନେତାଙ୍କ ଭାଗ୍ୟ ଜନତାଙ୍କ ହାତରେ

ଭୁବନେଶ୍ବର: (ସଞ୍ଜୟ ମହାନ୍ତି )ଶାସକ ଦଳ ଓ ମୁଖ୍ୟ ବିରୋଧୀ ଦଳ ଭିତରେ ମେଣ୍ଟ। ଏହା ଅତ୍ୟନ୍ତ ଅବାସ୍ତବ ଲାଗୁଥିଲେ ବି ଏମିତି ଏକ ସମ୍ଭାବନା ଭିତରେ ଓଡ଼ିଶାରେ ବାଜିଥିଲା ନିର୍ବାଚନ ଘଣ୍ଟି। କିନ୍ତୁ ଅଧାରୁ ଅଟକିଗଲା ବିଜେଡି-ବିଜେପି ମଧ୍ୟରେ ଏହି…