ନିର୍ବାଚନ ପରିଚାଳନା ନେଇ ତାଲିମ୍ ଶିବିର

ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ବୌଦ୍ଧ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ହରଭଙ୍ଗା ବ୍ଲକ୍ ର ସମସ୍ତ ବୁଥ୍ ସ୍ତରୀୟ ବି ଏଲ୍ ଓ ଏବଂ ସୁପର୍ ଭାଇଜର ଙ୍କୁ ନେଇ ଆଗାମୀ ସାଧାରଣ…

କେସିଙ୍ଗା ଏନ୍ ଏ ସି କୁ ମ୍ୟୁନିସିପାଲିଟି କରିବା ଦାବୀ ଜୋର ଧରିଲା,ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି

କେସିଙ୍ଗା ( ପ୍ରୀତୀଶ ପଟେଲ )ନିକଟରେ ଏବଂ ଆଜି ରାଜ୍ୟ ସରକାର ବହୁତ ଗୁଡିଏ ଅଞ୍ଚଳ ଏନ ଏ ସି ଓ ମୁନ୍ସୀପାଲଘୋଷଣା କଲେ।ହେଲେ କେସିଙ୍ଗା ଏନ ଏ ସି ୧୯୬୫ ରୁ ହୋଇଥିଲେ ବି ଏହାକୁ ମୁନ୍ସୀପଲଟି କଲେନାହିଁ।ସର୍ଵ ପୁରାତନ…

କୁସଙ୍ଗ -ଵାଣିଗୋଚ୍ଛା ପୂର୍ତ୍ତ ରାସ୍ତା ର ଉନ୍ନତି କରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଉପାନ୍ତ ଅଞ୍ଚଳ କୁସଙ୍ଗ -ଵାଣିଗୋଛା ପୂର୍ତ୍ତ ରାସ୍ତା ର ଉନ୍ନତି କରଣ ପାଇଁ ବୁଧବାର ଦିନ ମାନ୍ୟବର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ କରକମଳ ରେ ୪୬  କୋଟି ଟଙ୍କାର…

ଅଗ୍ନି ବିପନ୍ନ ପରିବାର କୁ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ସହାୟତା,ଶୁଖିଲା ଖାଦ୍ୟ ସହ ବସ୍ତ୍ର ପ୍ରଦାନ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀସାହି ଗ୍ରାମର ବିକ୍ରମ ବେହେରା ଓ ଦୁର୍ଯ୍ୟଧନ ବେହେରା ଙ୍କ ଙ୍କ ଚାରି ବଖରା ଘର ସହିତ ଗୋଟିଏ ଗୁହାଳ ଗତ ୧୧ ତାରିଖ ରେ ନିଆଁ ଲାଗି ସମ୍ପୂର୍ଣ…

କାଶୀପୁର ଠାରେ ଅଙ୍ଗନବାଡି ନିଯୁକ୍ତି ରେ ଚଞ୍ଚକତା ଅଭିଯୋଗ

(ଗାଁ ରେ +୩ ଶିକ୍ଷିତା ଅନୁସୂଚିତ ଜନଜାତି (ଏସ ଟି)ପ୍ରାର୍ଥୀନୀ ରହିଥିଲେ ମଧ୍ୟ +୨ ଶିକ୍ଷିତା ଅନୁସୂଚିତ ଜାତି(ଏସ ସି) ପ୍ରାର୍ଥୀନୀ ଙ୍କୁ ନିଯୁକ୍ତି ରେ ଅଗ୍ରାଧିକାର ) କାଶୀପୁର :  (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ‘ ଆଇସିଡିଏସ…

ପ୍ଲାଷ୍ଟିକ ଭଲି ବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ରାଜୁ ୬ର ବାଜିମାତ

ନବରଙ୍ଗପୁର: ( ବେଣୁ ଗୋପାଳ ରାଓ )ନବରଙ୍ଗପୁର ଗାନ୍ଧୀନଗର ସ୍ଥିତ ଆର ଏମ ସି ପଡିଆରେ ଜିଲ୍ଳା ଇତିହାସରେ ପ୍ରଥମ ଥର ପାଇଁ ମା ଧରଣୀ ପ୍ଲାଷ୍ଟିକଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ବିଶିଷ୍ଟ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା…

ପୁଣି ମାତିଲେ ମନ୍ଦିର ଲୁଟେରା,ତାଲା ଭାଙ୍ଗି ଲକ୍ଷାଧିକ ମୂଲ୍ୟର ସମ୍ପତି ଚୋରି

ହରଭଙ୍ଗା :(ଆପ୍ର)ବୌଦ୍ଧ ଜିଲ୍ଲା ମନ୍ଦିର ଗୁଡ଼ିକରୁ ଲୋଲୁପ ଦୃଷ୍ଟି ଛାଡ଼ୁନି ମନ୍ଦିର ଲୁଟେରା ଙ୍କ l ବାରମ୍ବାର ମନ୍ଦିର ଗୁଡିକ ରୁ ଚୋରି ହେଲେବି ଧରା ପଡୁନି ଲୁଟେରା କି ଠାବ ହେଉନି ଚୋରି ସାମଗ୍ରୀ l ପୋଲିସ କୁ ଚ୍ୟାନେଚ…

ଅଯୋଧ୍ୟା ରେ ରାମଲାଲାଙ୍କ ଦର୍ଶନ ପାଇଁ ପଦଯାତ୍ରାରେ ଦୁଇ ଯୁବକ

ଧର୍ମଗଡ଼  ୧୨/୩( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ବଡଘୁମର ଗ୍ରାମ ର ଦୁଇ ଯୁବକ ଅଯୋଧ୍ୟା ଅଭିମୁଖେ ପଦଯାତ୍ରା। ଉକ୍ତ ଗ୍ରାମର ଦୁର୍ଯୋଧନ ଗୋପାଳ ଓ ନାଥ ଗୋପାଳ ଅଯୋଧ୍ୟାରେ ରାମ ମନ୍ଦର ପ୍ରତିଷ୍ଠା ହେଲେ ସେମାନେ…

ବୌଦ୍ଧ ଜିଲ୍ଲାକୁ ଗଡ଼ିଲା ରେଳ

ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ ) ପରୀକ୍ଷା ମୂଳକ ଭାବେ ବୌଦ୍ଧ ଜିଲ୍ଲାକୁ ଗଡ଼ିଲା ରେଳ ଇଞ୍ଜିନ । ସୁବର୍ଣ୍ଣପୁର ଜିଲ୍ଲାରୁ ତେଲନଦୀ ବ୍ରିଜ ଦେଇ ଜିଲ୍ଲାର ମାନମୁଣ୍ଡା ପୁରୁଣାପାଣି ଷ୍ଟେସନ କୁ ସଫଳତାର ସହ ପହଁଚିଚି ରେଳ ଇଞ୍ଜିନ…

ମାଣ୍ଡିଆ ପାଇଁ କୃଷି ଯନ୍ତ୍ରପାତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ବଣ୍ଟନ

ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ଓଡିଶା ଓଡିଶା ସରକାରଙ୍କ ଓଡିଶା ମିଲେଟ ମିଶନ ତରଫରୁ ଚାରିଛକର ହରଭଙ୍ଗା ବ୍ଲକ ପରିସରରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ମାଣ୍ଡିଆ ପାଇଁ Thresher,pulveriser ମେଶିନ ବଣ୍ଟନ କରାଗଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବସନ୍ତ…