ଗୁଣ୍ଡୁରସାହିରେ ଅଗ୍ନିକାଣ୍ଡ, ଚାରି ବଖରା ଘର ଭଶ୍ମିଭୁତ

ହରଭଙ୍ଗା ୧୧ /୦୩ (ଚିତ୍ତରଞ୍ଜନ ସିଂ): ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀସାହି ଗ୍ରାମରେ ବିଦ୍ୟୁତ ସଟ ସର୍କିଟ ଘଟିବାରୁ ଗ୍ରାମର ବିକ୍ରମ (୭୦ ) ଓ ଦୁର୍ଯ୍ୟୋଧନ ବେହେରା ( ୪୦  ) ଙ୍କର ଚାରି ବଖରା ଚାଲଘର…

ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଜଙ୍ଗଲ ସୁରକ୍ଷା ଓ ସଚେତନତା ଆଲୋଚନା ଚକ୍ର 

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ ) ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ନର୍ସରି ଠାରେ ସୋମବାର ଦିନ ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ପକ୍ଷରୁ ଜଙ୍ଗଲ ସୁରକ୍ଷା ଓ ସଚେତନତା କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଆଲୋଚନା…

ବିଭିନ୍ନ ପ୍ରକଳ୍ପ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ରୁ ଅନୁଗୋଳ ଓ ବଲାଙ୍ଗୀର ଜିଲ୍ଲା ଗମନାଗମନ କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ବିକାଶର ଫର୍ଦ୍ଦ । ମହାନଦୀ ଉପରେ ଦୁଇଟି ଓ ତେଲ ନଦୀ ଉପରେ ଗୋଟିଏ ସେତୁ…

ନବରଙ୍ଗପୁର ଜିଲ୍ଲାର ଦୁର୍ନିତୀ ଦୂର କରିବା ପାଇଁ ରାଜ୍ୟ ଭ୍ରଷ୍ଟାଗ୍‌ର ବିରୋଧୀ ସଂଗଠନ ପକ୍ଷରୁ ଜିଲ୍ଲାକୁ ପାଇଲଟ ପ୍ରୋଜେକ୍ଟ ଭାବରେ ଗ୍ରହଣ

ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ବିଭାଗର ଦୁର୍ନିତୀ ସଂପର୍କରେ ରାଜ୍ୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଜନଶୁଣାଣୀ ନବରଙ୍ଗପୁର (ବେଣୁ ଗୋପାଳ ରାଓ)ପୂର୍ବ ଘୋଷଣା ଅନୁଯାୟୀ ଆଜି ସଂଗ୍ରାମୀ ଲକ୍ଷ୍ମୀ ଚନ୍ଦ୍ର ଦାସ ପ୍ରେସ୍କ୍ଲବ, ନବରଙ୍ଗପୁର ଠାରେ ଅଞ୍ଛଳ ଭାରତ ଭ୍ରଷ୍ଟାଋର ବିରୋଧୀ…

ବସ କୁ ପିଟିଲା ଟ୍ରକ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ଛିଡ଼ା ହୋଇଥିବା ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ । ଟ୍ରକ ଚାଳକ ଆହତ ଅଳ୍ପକେ ବର୍ତିଲେ ୩୦ ଯାତ୍ରୀ । ସରକାରୀ ବସଟି ବ୍ରହ୍ମପୁରରୁ ଝାରସୁଗୁଡା ଯାଉଥିଲା । ପୁରୁଣାକଟକ ଡିଗ୍ରୀ କଲେଜ ସମ୍ମୁଖରେ…

ଦିଲ୍ଲୀ ଚାପରେ ଓଡ଼ିଶା ରାଜ ନେତା,ମେଣ୍ଟ କରିବାକୁ ବାଧ୍ୟ

ଭୁବନେଶ୍ବର : (ସଞ୍ଜୟ ମହାନ୍ତି )ଦେଶରେ ଥରେ କଂଗ୍ରେସ ୪୧୨  ଲୋକସଭା ଆସନ ଜିତିଥିଲା, ସେତେବେଲେ ଏହାର ଭୋଟ୍ ପ୍ରତିଶତ ୪୮  ଥିଲା। ସେତେବେଲେ ଇନ୍ଦିରା ଗାନ୍ଧୀ ଙ୍କ ସହିତ ସହାନୁଭୂତିର ଏକ ତରଙ୍ଗ ମଧ୍ୟ ଥିଲା, ଇନ୍ଦିରା ଜୀଙ୍କର କାର୍ଯ୍ୟକଳାପକୁ…