ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀଙ୍କ ନାଁ ରେ ହତ୍ୟା ଉଦ୍ୟମ ମାମଲା ରୁଜୁ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଦୀର୍ଘ ଦୁଇବର୍ଷ ତଳେ ସରକାରଙ୍କ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମାରାଡୁଗୁଛା ଗ୍ରାପ ଅଧୀନରେ ଥିବା ଗୁହୁରିଆଘାଟ ଗ୍ରାମରେ ଏକ ନାଟକ ମଣ୍ଡପ ପାଇଁ ଅର୍ଥ ଦିଆଯାଇ ଥିଲା l ଯଦିଓ କାର୍ଯ୍ୟାଦେଶ କନିଷ୍ଠ…

ଟିଟିଲାଗଡ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଟିଟିଲାଗଡ ;  ( ସଞ୍ଜୟ କୁମାର ନାୟକ)ରବିବାର ସଂଧ୍ୟାରେ ସ୍ଥାନୀୟ ଏଲଆଇସି ଅଫିସ ସାମ୍ନାରେ ଥିବା ବଣିକ ବାସ ସଭା ଗୃହରେ ଟିଟିଲାଗଡ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ପରିଷଦ ବୈଠକ ସଭାପତି ଶ୍ରୀ ରାଧାକାନ୍ତ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।…

ଡ଼ଃ ରବୀନ୍ଦ୍ର ନାରାୟଣ ବେହେରା ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ

ଭୁବନେଶ୍ୱର :ତା ୦୧.୦୩ (କିଶୋର ଦ୍ବିବେଦୀ ) ସୁନାମଧନ୍ୟ ଆଇ. ଟି ବିଶେଷଜ୍ଞ ଏବଂ ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର ର ପୂର୍ବତନ ବରିଷ୍ଠ ନିର୍ଦ୍ଦେଶକ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରା ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଟିକେଟରେ ପ୍ରତିଦ୍ବନ୍ଦିତା କରିବାର…

ଢେଙ୍କାନାଳ ଜିଲ୍ଲା କମ୍ପ୍ୟୁଟର ଶିକ୍ଷକ ସଂଘ ତରଫରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା

ଢେଙ୍କାନାଳ, ୩/୩(ଶୁଭମ ପାଣି ) ଢେଙ୍କାନାଳ ଜିଲ୍ଲାର ସମସ୍ତ କମ୍ପ୍ୟୁଟର ଶିକ୍ଷକ ସଂଘର ଏକ ବୈଠକ ଦବାମନ ଜୀଉ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ପ୍ରଥମେ ପ୍ରଭୁ ଦମନଙ୍କ ନିକଟରେ ସମୂହ ଦୀପଦାନ କରିବା ସହ ଯାଜପୁର…