କଂଗ୍ରେସର ୯ ଗ୍ୟାରେଂଟି ସହିତ ୬ ଜନକଲ୍ୟାଣ ଥିବା ଇସ୍ତାହାର

ଢେଙ୍କାନାଳ( ଶୁଭମ ପାଣି )ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସର ଇସ୍ତାହାର ପ୍ରକାଶ ପାଇଛି ଯେଉଁଥିରେ କଂଗ୍ରେସ ସରକାର ଗଠନ କଲେ ୯ ଟି କାର୍ଯ୍ୟକ୍ରମ ତୁରନ୍ତ ଲାଗୁ କରିବା ନିମନ୍ତେ ଗ୍ୟାରେଂଟି ପ୍ରଦାନ କରିଛି ଓ ୬ଟି ଜନକଲ୍ୟାଣ…

ଥାନା ପରିସରରୁ ଉଦ୍ଧାର କୁଟୁରା ବନ ବିଭାଗ ହେପାଜତରେ

ହରଭଙ୍ଗା(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପରିସରକୁ  ଶୁକ୍ରବାର ସନ୍ଧ୍ୟା ରେ ଏକ କୁଟୁରା ନିକଟସ୍ତ ଜଙ୍ଗଲରୁ ଥାନା ପରିସରକୁ ଆସିଥିଲା । ଏନେଇ ପୋଲିସ କର୍ମଚାରୀ କୁଟୁରାକୁ ସୁରକ୍ଷିତ ଭାବେ ଏକ କୋଠରୀ  ରଖିବା ସହ ତୁରନ୍ତ ବନବିଭାଗକୁ…

ମଥୁରା ପଂଚାୟତ ରେ ବୃନ୍ଦାବନ ହାଟର ଶୁଭାରମ୍ଭ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ବୃନ୍ଦାବନ ଠାରେ ଶନିବାର ସାପ୍ତାହିକ ହାଟ ଶୁଭା ରମ୍ଭ ହୋଇଯାଇଛି l ଗାନ୍ଧିଦୂତ ଗଙ୍ଗାଧର ଦନ୍ତାଙ୍କ ଉଦ୍ୟମ କ୍ରମେ ଓ ଅରୁଣ ଡାଙ୍ଗ, ଗଙ୍ଗାଧର ମେହେର, ଅଲେଖ…

ଆମ୍ବେଦକର ସେବା ସଙ୍ଗଠନ ପକ୍ଷରୁ ପୌର କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ; ଆମ୍ବେଦକର ସେବା ସଙ୍ଗଠନ ପକ୍ଷରୁ ଆଜି ପୌର କାର୍ଯ୍ୟାଳୟ ଘେରାଉ କରାଯାଇଛି। ସଙ୍ଗଠନର ଶତାଧିକ କର୍ମକର୍ତ୍ତା ଓ ସଭ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ପୌର କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଙ୍ଗଠନର ସହର ମଧ୍ୟରେ ଥ‌ିବା ଏକ କାର୍ଯ୍ୟାଳୟକୁ…

କେନ୍ଦ୍ରାପଡା କଜଳା କଂଗ୍ରେସ ଭବନରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ 

କେନ୍ଦ୍ରାପଡା : କଜଳା  କଂଗ୍ରେସ ଭବନ ଠାରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ  କରାଯାଇଥିଲା।   ଆଗକୁ ୨୦୨୪ରେ ନିର୍ବାଚନ ପାଇଁ  ସାମ୍ବାଦିକ ସମ୍ମିଳନୀ ରେ ସମ୍ମାନୀୟ ଅତିଥି ମାନନୀୟ  ଯୋଗଦେଇଥିଲେ।କେନ୍ଦ୍ରାପଡା ଜିଲ୍ଲା ର କଂଗ୍ରେସ ର ସଭାପତି ଲୋକନାଥ ମହାରଥି, କେନ୍ଦ୍ରାପଡା…

ରାମନବମୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କେସିଙ୍ଗା : (ପ୍ରୀତେଶ ପଟେଲ)ଆସନ୍ତା ୧୭ତାରିଖ ଏପ୍ରିଲ ରାମନବମୀ ମହୋତ୍ସବ ସବୁ ବର୍ଷ ଭଲି ଏହି ବର୍ଷ ମଧ୍ଯ ରାମନବମୀ ବଡ ଧୁମଧାମରେ ପାଳନ କରିବା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଉଥିଲା ଗୌରୀ ଶଙ୍କର ମନ୍ଦିର ପ୍ରାଙ୍ଗଣରେ |…

ବିଜେପି ରେ ଯୋଗଦେଲେ ସମାଜସେବୀ ତଥା ସାମ୍ବାଦିକ ବିଭୁଦତ୍ତ

ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ର ଜଣାଶୁଣା ସମାଜସେବୀ ତଥା ହରଭଙ୍ଗା ବ୍ଲକ୍ ବଡଖବର ଟିଭି ର ସାମ୍ବାଦିକ ବିଭୁଦତ୍ତ ବୋଷ ଶୁକ୍ରବାର ବିଜେପି ଓବିଶି ମୋର୍ଚ୍ଚ ରାଜ୍ୟ ସଂଯଯୋକ ସୁବାଷ ପ୍ରଧାନ ଙ୍କ ନେତୃତ୍ୱ ରେ ବିଧିବଧ ଭାବେ ବିଜେପି ରାଜ୍ୟ…