ଅସହାୟ ବୃଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇଲେ ବିଜେଡି ଯୁବନେତା

କାମାକ୍ଷାନଗର:୦୬-୦୩( ଶୁଭମ ପାଣି )ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାମାକ୍ଷାନଗର ବ୍ଲକ, ତୁମୁସିଙ୍ଗା ଗ୍ରାମ ପଞ୍ଚାୟତ ମହୁଲଡଗର ଡଙ୍କାବୋଲ ସାହିର ଅସହାୟ ବୃଦ୍ଧ ଜାପାନୀ ବିରୁଆ ବୟସ ୮୨ ବର୍ଷ ହେବ ପାଖରେ ତାଙ୍କର କେହି ନାହାନ୍ତି କିଛିଦିନ ହେବ…

ଜାତୀୟ ସ୍ବାସ୍ଥ୍ୟ ମିଶନର କର୍ମଚାରୀ କାର୍ଯ୍ୟାଳୟରେ ତାଲା ପକାଇ ବଣଭୋଜି

ସୁବର୍ଣ୍ଣପୁର :  (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ବିଭାଗର କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ବିଭାଗୀୟ ମୁଖ୍ୟ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି l ଜିଲ୍ଲା ସଦର…

ରାଜ୍ୟ ସ୍ଥରୀୟ କର୍ମଶାଳାରେ ଯୋଗ ଦେଲେ ମାହେଶ୍ୱରୀ ଗୋଶାଳା କର୍ମକର୍ତ୍ତା

ହରଭଙ୍ଗା :(ଚିତ୍ତରଞ୍ଜନସିଂ).ଭୁବନେଶ୍ୱର ରାଜ୍ୟ କୃଷି ଭବନ ଠାରେ ରାଜ୍ୟ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଜିଆଖାତ – ଗୋଧନ ଯୋଜନା ର କାର୍ଯ୍ୟାଦେଶ କୃଷିମନ୍ତ୍ରି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ଦ୍ୱାରା ବୌଦ୍ଧ ଜିଲ୍ଲା ହରଭଙ୍ଗା…

କେସିଙ୍ଗା ମହାବିଦ୍ୟାଳୟରେ ବହୁମୁଖୀ କକ୍ଷର ଭିତ୍ତି ପସ୍ତର ସ୍ଥାପନ

କେସିଙ୍ଗା୦୬ /୦୩ (ପ୍ରୀତୀଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟ ଠାରେ ହେବାକୁ ଥିବାଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଆଥିକ ଅନୁଦାନରେ ନିର୍ମିତ ନୂତନ ବହୁମୁଖୀ କକ୍ଷର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ସଂପାଦିତ ହୋଇଯାଇଛି। ଶ୍ରୀ ଯୁକ୍ତ ଭୂପିନ୍ଦର ସିଂହ,…

କେସିଙ୍ଗା ବ୍ଲକ ରେ ନୂତନ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ

କେସିଙ୍ଗା:  ୦୬ /୦୩ (ପ୍ରୀତେଶ ପଟେଲ)ରାଜ୍ୟ ର ନବୀନ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର କୋଟି କୋଟି ଗରିବ ଜନସାଧାରଣ ଙ୍କ ପାଇଁ ବୁମେରାଙ୍ଗ ପାଲଟିଥିବା ବେଳେ ଗତ କାଲି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ…

ପୂର୍ତ୍ତ ବିଭାଗ ର ପ୍ରତିଶୃତି ପରେ ମଧ୍ୟ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ ଅଧାପନ୍ତରିଆ ରାସ୍ତା

ଧର୍ମଗଡ଼ ତା ୬/୩(ହେମନ୍ତ କୁମାର ମାଝୀ)ଗତ ୨୦୨୨ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇ ୨୦୨୩ ରେ କାମ ସଂପୂର୍ଣ୍ଣ ହେବା ପାଇଁ ଆଵଧି ଥିଲା। ଆଵଧି ସରି ଏଗାର ମାସ ଗଲା ହେଲେ ରାସ୍ତା ସଂପୂର୍ଣ୍ଣ ହୋଇ ପାରିଲା ନାହିଁ। ଏଣୁ…

ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ” ନାରୀ ଶକ୍ତି ବନ୍ଦନ” କାର୍ଯ୍ୟ କ୍ରମ ବୌଦ ଜିଲ୍ଲା ର ତିନିଗୋଟି ବ୍ଲକ୍ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ର ବୌଦ୍ଧ ରାଜ ବାଟି କାର୍ଯ୍ୟାଳୟ ଆଗରେ ବୌଦ୍ଧ…

ସରକାରୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )-ଡିଭାଡର ଭାଙ୍ଗି ରାଣୀପଥର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ବସରେ ୫୦ ଜଣ ଯାତ୍ରୀ ମଧ୍ୟରୁ ୨୦ ଯାତ୍ରୀ ଆହତ । ଫୁଲବାଣୀ-ଅନୁଗୁଳ ଯାଉଥିଲା ସରକାରୀ ବସ । ବୌଦ୍ଧ-ଫୁଲବାଣୀ ସୀମାନ୍ତ ରାଣୀପଥର ଘାଟିରେ…