ଉମାକାନ୍ତ ଜେନାଙ୍କର ଆସନ୍ତା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ

ଭୁବନେଶ୍ୱର(କିଶୋର ଦ୍ଵିବେଦୀ )ସୁନାମଧନ୍ୟ ସୂଚନା ବୈଜ୍ଞାନିକ ଏବଂ ବରିଷ୍ଠ ଆଇନଜିବୀ ଉମାକାନ୍ତ ଜେନାଙ୍କର ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ ବୋଲି ଜଣାଯାଇଛି। ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋଲମପୁର ଗ୍ରାମର ମୂଳବାସିନ୍ଦା ଶ୍ରୀ ଜେନା ଭଣ୍ଡାରିପୋଖରୀ କିମ୍ବା…

ଡ଼ଃ.ବାବା ସାହେବ ଭୀମ ରାଓ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମଚନ

କାଶୀପୁର :  (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବିଳାମାଳ ଛକ ରେ ଆଜି କାଶୀପୁର ଆଦିବାସୀ ସମାଜ ଆନିକୁଲ୍ୟ ରେ ଭାରତରତ୍ନ ଡାକ୍ତର ବାବା ସାହେବ ଭୀମ ରାଓ ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ବହୁ ଆଡମ୍ବର ରେ…

ମାନବିକତା ଦେଖାଇଲେ କଣ୍ଟାମାଲ ବିଧାୟକ ମହୀଧର ରଣା

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ ) ଦୁର୍ଘଟଣା ଗ୍ରସ୍ତ ଯୁବକ ଙ୍କୁ ନିଜ ଗାଡ଼ିରେ ବସାଇ ନେଇ ଡାକ୍ତରଖାନା ରେ ଯୋଗାଇ ଦେଲେ ଚିକିତ୍ସା ସେବା । ସୂଚନା ମୁତାବକ ଆଜି କଣ୍ଟାମାଳ SBI ATM ସମ୍ମନାରେ ଭାରସାମ୍ୟ ହରାଇ ଜଣେ…

ବହୁ ପ୍ରତିକ୍ଷୀତ ଧଳପୁର -ଆଠମଲ୍ଲିକ ସେତୁ ଶୁଭ ଉଦ୍ଘାଟନ

ହରଭଙ୍ଗା :(ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା ର ଦୀର୍ଘ ମହାନଦୀ ସେତୁ ର ଆଜି ହେଲା  ଶୁଭାରମ୍ଭ l ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ କରିଲେ  ଶୁଭାରମ୍ଭ l ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ଦେଇ ଯାଇଥିଲା ଓଡିଶା ର ଦୀର୍ଘଟମ ମହାନଦୀ ରେ ନିର୍ମାଣ…

ରଙ୍ଗପାଲିଠାରେ ଅତ୍ୟୁତ ସାମନ୍ତଙ୍କ କିଟ ପକ୍ଷରୁ ବିଦ୍ୟାଳୟ ଓ କମ୍ୟୁନିଟି ଗୃହର ଭୂମିପୂଜନ

ବୌଦ୍ଧ: (ଚିତ୍ତରଞ୍ଜନସିଂ)କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ କିଟ, ଭୁବନେଶ୍ୱର ଆର୍ଥିକ ସହାୟତାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସେସ (କିସ) ଓ କମ୍ୟୁନିଟି ଗୃହର ଭୂମିପୂଜନ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ବୌଦ୍ଧ ଜିଲ୍ଲା କଣ୍ଟାମାଳ…

ବେହେରା ଠାରେ ଜିଲ୍ଲା ସ୍ତରୀୟ କୋଶଲିଆ ଯୁବ ଯାଦବ ସମ୍ମିଳନୀ

ଧର୍ମଗଡ଼ ୯/୩(ହେମନ୍ତ କୁମାର ମାଝୀ) ଏକତା ରହିଲେ ରାଜନୀତିରେ ଗୁରୁତ୍ଵ ବଢ଼ିବ.ସଂଗଠିତ ହେଲେ ସାମାଜିକ କ୍ଷେତ୍ରରେ ଉନ୍ନତି ବୃଦ୍ଧି ପାଇବା ସହିତ ଅର୍ଥନୀତି ସୁଦୃଢ ହୋଇ ପାରିବ। ଆଜିର ଦିନରେ ଏକତା ଓ ସଂଗଠିତ ହେବାର ଆବଶ୍ୟକ ରହିଛି। ଏକତା ରହିଲେ…