ବାଲିକୁଦା – ଏରସମା ଆସନରେ ନୂଆ ଚେହେରା ପ୍ରବୋଧ ସାମନ୍ତରା

ଭୁବନେଶ୍ୱର ୨୨/୦୩  ଆସନ୍ତା ନିର୍ବାଚନରେ ବାଲିକୁଦା – ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନୂଆ ଚେହେରା ଭାବରେ ଯୁବ ଶିଳ୍ପୋଦ୍ୟୋଗୀ ପ୍ରବୋଧ ସାମନ୍ତରାଙ୍କର ନାମ ବ୍ୟାପକ ଭାବେ ଚର୍ଚ୍ଚା ହେଉଥିବା ଜଣାଯାଇଛି। ବାଲିକୁଦା ବ୍ଳକର ଗରାମ ଗ୍ରାମର ମୂଳ ବାସୀନ୍ଦା ଶ୍ରୀ…

ଟ୍ରକ ପଛ ପଟୁ ପିଟି ହେଲା ବାଇକ ଜଣେ ଗୁରୁତର

ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ) ପୁରୁଣାକଟକ ଥାନା ପୁରୁଣାକଟକ – ଧଲପୁର ପୂର୍ତ୍ତ ରାସ୍ତା ର ବୁରୁବୁଡା ଠାରେ ଶୁକ୍ରବାର ଅପରାହ୍ନ ରେ ଏକ ଟ୍ରକ ପଛପଟୁ ବାଇକ ପିଟି ହେବା ଫଳ ରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା…

ପୋଲିସ ପକ୍ଷରୁ ଦୁର୍ଗମ ଅଂଚଳ ରେ ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ

ବୌଦ୍ଧ(ଚିତ୍ତରଞ୍ଜନସିଂ)ଆଗାମୀ ୨୦୨୪ ସାଧାରଣ ନିର୍ବାଚନ କୁ ନେଇ ହରଭଙ୍ଗା ବ୍ଲକ ର ପ୍ରମୁଖ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ହରଭଙ୍ଗା ଥାନାଅଧିକାରୀ ନଳିନୀ କାନ୍ତ ଦାସ ଙ୍କ ନେତୃତ୍ୱ ରେ ହରଭଙ୍ଗା ବ୍ଲକ…

ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ 

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦର ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ତ୍ଵରେ ଛୁଆଁ ଅଛୁଆଁ ଭେଦଭାବ ଏବଂ ଜାତିଆଣ ଆକ୍ଷେପ କରିଥିବା  ଯୋଗୀନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସହକାରୀ…

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି।ଚିକିତ୍ସାଧିନ ଅବସ୍ଥାରେ ସକାଳ ପ୍ରାୟ ସାଢେ ୫ଟା ସୁଦ୍ଧା ତାଙ୍କ ଦେହାନ୍ତ ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ । ଓଡ଼ିଶା ରାଜନୀତି ଇତିହାସରେ ଜଣେ…