ୱାର୍ଲଡ୍ ଓଡ଼ିଶା ସୋସାଇଟି ଦ୍ୱାରା ତୃତୀୟ ଶକ୍ତି ଉତ୍ସବ ଆୟୋଜନ

ନୂଆଦିଲ୍ଲୀ /ଭୁବନେଶ୍ବର :୧୯/୦୩ (ପାୟଲ ରାଉତ )ନାରୀଶକ୍ତିର ଚାତ୍ରୁର୍ଯ୍ୟ, ମାଧୁର୍ଯ୍ୟ ଓ ଐଶ୍ଚର୍ଯ୍ୟ ମହାନ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି। ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱା. ଓ. ସୋ) ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ…

ଉଦ୍ଘାଟନ ପରେ କାମରେ ଆସୁନି ଜଳ ଯୋଗାଣ ପ୍ରକଳ୍ପ।ପିଇବା ପାଣି ପାଇଁ ପୋଖରୀ ଭରଷା

ବେଲଗୁଣ୍ଠା, 18/03(ସୁଶାନ୍ତ କୁମାର ବେହେରା)ତାତି ଯେତିକି ବଢୁଛି ଜଳକଷ୍ଟ ସେତିକି ବଢୁଛି। ପାଣି ଟାଙ୍କି ଥାଇବି ପାଣି ଆସୁନି। ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ବାଧ୍ୟ ହୋଇ ଗାଁ ପୋଖରୀର ଦୂଷିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର…

ଜମିବାଡି ବିବାଦ କୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଜମିବାଡି ବିବାଦ କୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଦଶରଥପୁର ଥାନା ଅନ୍ତର୍ଗତ ରାହାସୋଇ ପଂଚାୟତ ଚମ୍ପା ଗ୍ରାମରେ । ଗୁରୁତର ମହିଳା…

ଗ୍ରାମପଂଚାୟତ ସ୍ତରୀୟ ସଂଘ ମିଶନଶକ୍ତି ସଭାନେତ୍ରୀ ଓ ସମ୍ପାଦିକାଙ୍କ ୫-ଟି ସଚିବଙ୍କୁ ଦାବୀ ପତ୍ର ପ୍ରଦାନ

ଢେଙ୍କାନାଳ୧୩/୩(ଶୁଭମ ପାଣି ) ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ର ୧୮ଟି ଗ୍ରାମପଂଚାୟତ ସ୍ତରୀୟ ସଂଘ ତଥା ମିଶନଶକ୍ତିର ସଭାନେତ୍ରୀ, ସମ୍ପାଦିକା ଓ କାର୍ଯ୍ୟକାରିଣୀ ସଦସ୍ୟାମାନେ ଟିଏ ଓ ଡିଏ ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ଜରିଆରେ ୫-ଟି ସଚିବଙ୍କୁ ଏକ ବାବାପତ୍ର ପ୍ରଦାନ…

ଢେଙ୍କାନାଳରେ ନୂତନ ପୈାରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ

ଢେଙ୍କାନାଳ  : (ଶୁଭମ ପାଣି )ଢେଙ୍କାନାଳ ପୈାରପାଳିକା ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ସୁକାନ୍ତ ଚନ୍ଦ୍ର ବେଉରା ଯୋଗଦାନ କରିଛନ୍ତି। ଆଗାମୀ ଦିନରେ ଢେଙ୍କାନାଳ ପୈାରପାଳିକା ର ସମସ୍ତ ପ୍ରକାରର ଉନ୍ନତିକରଣ ପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ…

ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ପୋଲିସ୍ ଅଧୁକାରୀଙ୍କ ବୈଠକ

ଗଦାନ ଢେଙ୍କାନାଳ୧୭/୩(ଶୁଭମ ପାଣି )ଢେଙ୍କାନାଳ ପୌରାଂଚଳ ଶ୍ୟାମାଚରଣପୁର ଶ୍ୟାମାନ ଠାରେ ଥିବା ବେସରକାରୀ ଅନୁଷ୍ଠାନ ଶେୟାର ସଭାଗୃହ ଠାରେ ଢେଙ୍କାନାଳ ଜିଲ୍ଲାର ଅବସରପ୍ରାପ୍ତ ଆରକ୍ଷୀ ଅଧୂକାରୀ ସଂଘର ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁଙ୍କ ଅଧ୍ଯକ୍ଷତାରେ ଏକ ସଂଘୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି…

ନବରଙ୍ଗପୁର ଜିଲ୍ଲା OJU ସାମ୍ବାଦିକ ସଂଘର ବନ୍ଧୁମିଳନ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ)ଓଡିଶା ସାମ୍ବାଦିକ ସଂଘ (OJU)ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ କଷାଗୁମୁଡା ଠାକୁରାଣୀ ମନ୍ଦିର ଠାରେ ଏକ ବନ୍ଧୁ ମିଳନ ଓ ବଣଭୋଜି ଅନୁଷ୍ଠିତ ହୋଇଯାଇଛି l ଏଥିରେ ଡାବୁଗାଁ ବ୍ଲକ ସହ ସମସ୍ତ ବ୍ଲକରୁ ସାମ୍ବାଦିକ…

ମାଜିଷ୍ଟ୍ରେଟ ପୋଲିସ ସମନ୍ୱୟ ବୈଠକ

ବୌଦ୍ଧ(ଚିତ୍ତରଞ୍ଜନ ସିଂ)ସନ୍ଧ୍ୟା ୬ ଘଣ୍ଟା ସମୟରେ ଜିଲାପାଳଙ୍କ ସଦଭାବନା ଗୃହଠାରେ ମାଜିଷ୍ଟ୍ରେଟ ପୋଲିସ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପରିଚାଳନା ପାଇଁ ୯୧ ଜଣ ଅଧିକାରୀଙ୍କୁ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯାଇଥିବାବେଳେ ସେମାନଙ୍କ ଦାୟିତ୍ୱ ସଂପର୍କରେ ବୈଠକରେ ଆଲୋଚନା…