ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ କାଶୀପୁର ଠାରେ ନିର୍ମାଣ ଓ କୋଠାବାଡି ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ
କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ପରିସର ସଦ୍ଭାବନା ଗୃହରେ ଆଜି ଶ୍ରମ ବିଭାଗ ପକ୍ଷରୁ ନିର୍ମାଣଧୀନ ଓ କୋଠାବାଡି ଶ୍ରମିକ ଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ରାୟଗଡା…