ଉପାନ୍ତ ଅଂଚଳ ର ଗମନା ଗମନ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

ହରଭଙ୍ଗା  (ଚିତ୍ତରଞ୍ଜନ ସିଂ) ଦୀର୍ଘ ଦିନ ହେଲା ହରଭଙ୍ଗା ବ୍ଲକ ର ଉପାନ୍ତ ଅଞ୍ଚଳ କଣ୍ଡରା କାଚପାଜୁ କୁ ଗମନା ଗମନ ର ସୁବିଧା ନ ଥିବା ବେଳେ ସ୍ଥାୟୀ ରାସ୍ତା ର ନିର୍ମାଣ ପାଇଁ ଅଞ୍ଚଳ ବାସୀ ଦାବୀ କରି…

ମୃତ୍ୟୁ କୁ ପୁରିଲା ପାଞ୍ଚ ମାସ ,ହରିଶ୍ଚନ୍ଦ୍ର ସହାୟତା ମିଲବ କେବେ ?

କେସିଙ୍ଗା :  (ରୁପ୍ରୀତେଶ ପଟେଲ )ରାଜ୍ୟ ସରକାର ଲୋକଙ୍କ ଜନ୍ମ ଥୁ ମୃତ୍ୟୁ ପର୍ଯ୍ୟନ୍ତ ସହାୟତା କରିବା ର ବ୍ୟବସ୍ଥା କରିଥିବା ନେଇ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମ ରେ ଦିଣ୍ଡିମ ପିଟୁଥିବା ବେଳେ କେସିଙ୍ଗା ବ୍ଲକ ର…

କାଶୀପୁର ଡ୍ରାଇଭର ସଂଘ କାର୍ଯ୍ୟଳୟ ଗୃହ ର ଭିତିପ୍ରସ୍ତର ସ୍ଥାପନ

କାଶୀପୁର :   (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ରେ ଆଜି ଡ୍ରାଇଭର ସଂଘ କାର୍ଯ୍ୟଳୟ ର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ହେଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି…

ନିଆଁ ଲାଗି ୫ ବଖରା ଘର ଭସ୍ମିଭୁତ, ଅଳ୍ପକେ ବର୍ତିଲେ ବୃଦ୍ଧ ପୋଡ଼ିଗଲା ଧାନ ଚାଉଳ, ଘର ଆସାବ ପତ୍ର,

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ସଦର ବ୍ଲକ ଟିକରପଡା ପଞ୍ଚାୟତ ବିରିଗଡ଼ ତଲାଗୁରା ଗ୍ରାମରେ ନିଆଁ ଲାଗି ତିନି ପରିବାର ୫  ବଖରା ଘର ପୋଡି ଭସ୍ମିଭୂତ ହୋଇଯାଇଛି l ସୂଚନା ଅନୁଯାଇ ଶନିବାର ଅପରାହ୍ନ ସମୟରେ ଘରେ…

ଚାଷୀ ଙ୍କୁ ମିଛ କହି ଫଟୋ ଉଠାଇଲେ ,ତାକୁ ନେଇ ଆମ ଓଡ଼ିଶା ନବୀନ ଓଡ଼ିଶା ବହି ରେ ଛାପିଲେ , ପି ଇ ଓ ପାର୍ଥ ରଣା

କେସିଙ୍ଗା : (ପ୍ରୀତେଶ ପଟେଲ)କେସିଙ୍ଗା ବ୍ଲକ ତୁଣ୍ଡଲା ଖମନ୍ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚାଷୀଙ୍କୁ ଅନ୍ଧାର ରେ ରଖି ତାଙ୍କ ଦ୍ଵାରା କରାଯାଇଥିବା ବ୍ୟକ୍ତିଗତ ଚାଷ କୁ ,ଆମ ଓଡ଼ିଶା ନବୀନ ଓଡ଼ିଶା ର ବୁକ୍ ଲେଟ୍ ରେ…

କୁଶଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ରୁ ମୃତ ବାରହା ଜବତ ସହ ଆସାମୀ ଗିରଫ, ତିନି ଅଭିଯୁକ୍ତ ଫେରାର

ବୌଦ୍ଧ :  ( ଚିତ୍ତରଞ୍ଜନ ସିଂହ ) ମହାନଦୀ ବନ୍ୟ ପ୍ରାଣୀ ବନାଞ୍ଚଳ କୁଶଙ୍ଗ ରେଞ୍ଜ ଅଭ୍ୟାରଣ୍ୟ ମଧ୍ୟରୁ ଗତକାଲି ବିଳମ୍ବିତ ରାତି ରେ ପେଟ୍ରୋଲିଙ୍ଗ ସମୟ ରେ ଏକ ମୃତ ବାର୍ହl ଜବତ କରିବା ସହ ଜଣେ ଆସାମୀ କୁ…

ମାଁ ଧାରଣୀ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ)ନବରଙ୍ଗପୁର ଗାନ୍ଧୀ ନଗର ଆର ଏମ ସି କେମ୍ପସ ରେ କନ୍ଧ ସାହି ଯୁବକ ସଙ୍ଘ ତରଫରୁ ମାଁ ଧାରଣୀ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଇଯାଇଛି ! ଏହି ଟୁର୍ନାମେଣ୍ଟ କୁ ନବରଙ୍ଗପୁର ବାରିକ ସଙ୍ଘ…

ମାଘ ପୂର୍ଣ୍ଣମୀ ଅବସରରେ ମୁକ୍ତି ପ୍ରଶିକ୍ଷଣ ବେଦାନ୍ତ ଆଶ୍ରମରେ ସୁରଭି ଯଜ୍ଞ

ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା )ପବିତ୍ର ମାଘ ପୂର୍ଣ୍ଣମୀ ଅବସରରେ ବେଲଗୁଣ୍ଠା ବ୍ଲକ୍ ବିଞ୍ଚଣା ସ୍ଥିତମୁକ୍ତି ପ୍ରଶିକ୍ଷଣ ବେଦାନ୍ତ ଆଶ୍ରମ ତଥା ମାଆ ସନ୍ତୋଷୀ ପୀଠରେ ଗୋମାତାଙ୍କର ସୁରକ୍ଷା ପାଇଁ ସୁରଭି ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ସଂଯୁକ୍ତ ସନାତନ…

ଅବ୍ୟବସ୍ଥା ଭିତରେ ସରିଲା ଗ୍ରୀଷ୍ମ ମୁକାବିଲା ବୈଠକ

ବୌଦ୍ଧ(ଚିତରଞ୍ଜନ ସିଂ) ୦୧/୨୪:-ଅନେକ ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତ ରେ ଗ୍ରୀଷ୍ମ ମୁକାବିଲା ବୈଠକ ସାରିଲା ଜିଲ୍ଲା ପ୍ରଶାସନ । ଆଜି ବୌଦ୍ଧ ଜିଲ୍ଲା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଶୁକ୍ରବାର ଦିନ ଜିଲ୍ଲାସ୍ତରୀୟ ହିଟ ୱେବ ପ୍ରସ୍ତୁତି ଵୈଠକ ଅନୁଷ୍ଠିତ…