ନୂଆଦିଲ୍ଲୀ ରେ ବି.ଜେ.ପି ଓ ବି.ଜେ.ଡି ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ

ନୂଆଦିଲ୍ଲୀ : ୧/୦୩ (କିଶୋର ଦ୍ବିବେଦୀ)ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସମ୍ଭାବ୍ୟ ବିଜେପି-ବିଜେଡି ମିଳିତ ମଞ୍ଚର ଗୁଜବ ଓଡ଼ିଶା ରାଜନୀତିରେ କେନ୍ଦ୍ର ସ୍ଥାନ  ନେଇଛି। ମାର୍ଚ୍ଚ ୫ ରେ ବିଜୁ ଜନତା ଦଳର ଏନଡିଏ ରେ ଯୋଗଦେବା ପାଇଁ ଘୋଷଣା କରାଯିବ…