Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସାମ୍ବାଦିକ ସମ୍ବିଳନୀ

27 0

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ଦିନିକିଆ ଗ୍ରସ୍ତରେ ରାଜ୍ୟ ବିଜେପି ଉପ ସଭାନେତ୍ରୀ ତଥା ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା,ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।ପ୍ରଥମେ ଜିଲ୍ଲାର ପୁରଣାକଟକ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କୁ ଦର୍ଶନ କରିଥିଲେ । ଏହାପରେ ବୌଦ୍ଧ ସର୍କିଟ ହାଉସରେ ପହଂଚି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ
ଅଗାମୀ ୨୦୨୪  ନିର୍ବାଚନ ଦୃଷ୍ଟିରେ ରଖି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।

ଏହା ସହିତ ୨୩  ବର୍ଷ ବିଜେଡି ଶାସନ ରେ ବୌଦ୍ଧ ଭଳି ଛୋଟ ଜିଲ୍ଲାରେ କର୍ମ ନିଯୁକ୍ତି ଅଭାବରୁ ଏଠାରୁ ପ୍ରତ୍ୟେକ ବର୍ଷ ରାଜ୍ୟ ବାହାର କୁ ହଜାର ହଜାର ସଂଖ୍ୟାରେ ଦାଦନ ଖଟିବାକୁ ଯାଉଥିବା ଅତ୍ୟନ୍ତ ଦୁଃଖଦ ବିଷୟ ସହିତ ଚାଷ ଉପରେ ନିର୍ଭର ଶିଳ ବୌଦ୍ଧ ଜିଲ୍ଲା ରେ ଜଳ ସେଚନ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ଯଦ୍ୱାରା ଚାଷ କାର୍ଯ୍ୟ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି

ବୌଦ୍ଧ ରେ ଅଦ୍ୟାବଧି ଗୋଟିଏ ହେଲେ ସରକାରୀ ମହାବିଦ୍ୟାଳୟ, ସ୍ନାତକୋତ୍ତର ପଢ଼ିବାର ସୁବିଧା ନାହିଁ, ସେହିପରି ଗୋଟିଏ ହେଲେ ମହିଳା ମହାବିଦ୍ୟାଳୟ ଏପର୍ଯ୍ୟନ୍ତ କରାଯାଇ ନ ଥିବା ବିଜେଡି ୨୩ ବର୍ଷ ଶାସନ ର ଚରମ ବିଫଳତା। ଏହି ସାମ୍ବାଦିକ ସମ୍ମିଳନୀ ରେ ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, ମହିଳା ମୋର୍ଚ୍ଚା ସଭାନତ୍ରି ମୀନାରାଣୀ ମିଶ୍ର, ବରିଷ୍ଠ ବିଜେପି ନେତା ସଚ୍ଚିଦାନନ୍ଦ ଦଲାଲ, ଓ ଅନେକ ବିଜେପି ନେତା ଉପସ୍ଥିତ ଥିଲେ।ବିଭିନ୍ନ ସ୍ଥାନରେ ଶ୍ରୀମତୀ ଷଡ଼ଙ୍ଗୀ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ।

Related Post

ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଟିଟିଲାଗଡ ଗସ୍ତ

Posted by - October 9, 2023 0
ଟିଟିଲାଗଡ଼ ଆସନର ଆଶାୟୀ ପ୍ରାର୍ଥୀଙ୍କୁ ସାଂସଦଙ୍କ ବାର୍ତ୍ତା ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସୋମବାର ଦିନ ଟିଟିଲାଗଡ ଗସ୍ତରେ ଆସିଥିଲେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ। ରାଜ୍ୟ…

ଯାଜପୁର ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ସଭା

Posted by - February 20, 2023 0
ଯାଜପୁର:ଯାଜପୁର ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ କନିକାପଡା ପଞ୍ଚାୟତ ର ମଧୁପୁର ହାଟ ପଡିଆ ରେ ଏକ ସଭା ଅନୁଷ୍ଠିତ ହୋଇଅଛି,ଏହି ସଭା ରେ ଜିଲ୍ଲା…

ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ

Posted by - June 14, 2023 0
ବିଜୁଳି ବିଭାଗର ବିଫଳତା ଏବଂ ଟାଟା ପାୱାର କମ୍ପାନୀ ପ୍ରୀତି ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ରାଜ୍ୟ ବିଜେପି ସଭାପତି ଙ୍କ ନିର୍ଦ୍ଦେଶ ଅନୁସାରେ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆଜି…

ଜିଲ୍ଲା କଂଗ୍ରେସ ର “ଘରେ ଘରେ କଂଗ୍ରେସ, ଘରେ ଘରେ ହାତ” କାର୍ଯକ୍ରମ ଆରମ୍ଭ

Posted by - September 25, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାରେ ଗସ୍ତ ସମୟରେ ବିଜେପିରେ ଯୋଗ ଦେଇପାରନ୍ତି ବୈଜୟନ୍ତ ପଣ୍ଡା

Posted by - December 20, 2018 2
ଭୁବନେଶ୍ବର:ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପିରେ ଯୋଗ ଦେଇପାରନ୍ତି ବିଜେଡିରୁ ବିତାଡିତ ହୋଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଆଉ ଏହି ଚର୍ଚ୍ଚା ସେତେବେଳେ…