Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଶୁଣିଲାନି ପ୍ରଶାସନ ଗାଁ ଲୋକେ କଲେ କେନାଲ ସଫ।, ଚାଷ ଜମିକୁ ଗଲା ପାଣି

28 0

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ସରକାର ଚାଷୀ ମାନଙ୍କ ଚାଷ ସୁବିଧା ଯୋଗାଇବା ପାଇଁ ବିଭିନ୍ ସମୟରେ ବିଭିନ୍ନ ପ୍ରକଳ୍ପ ତଥା ରକ୍ଷଣାବେକ୍ଷଣ ପାଇଁ ଅର୍ଥ ମଞ୍ଜୁର କରୁଛନ୍ତି କିନ୍ତୁ ତାହାର ସଫଳ ରୂପାୟନ ହୋଇପାରୁନାହିଁ। ହରଭଙ୍ଗା ବ୍ଲକ୍ ଲୁଣିବାହାଲ ଠାରେ ଲୋକମାନେ ଚାଷ ଜମିକୁ ପାଣି ମଡାଇବ ପାଇଁ କେନାଲ କୁ ଭରସା କରନ୍ତି କିନ୍ତୁ କେନାଲ ପୋତି ହୋଇ ଯିବା ଫଳରେ ପାଣି ଆସିପାରିନାହିଁ।

ଯାହାର ଫଳ ସ୍ଵରୂପ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମବାସୀ ପ୍ରଶାସନ ପାଖରେ ନିବେଦନ କରିଥିଲେ ମଧ୍ଯ ଏହାର ଫଳ ଶୂନ। ଶେଷରେ ଲୁଣିବାହାଲ ପଞ୍ଚାୟତ ଅନ୍ତର୍ଗତ ବଘୁଆ କଟା ଗ୍ରାମର ଲୋକମାନେ ନିଜେ କେନାଲ ସଫ। କରି ଚାଷ ଜମିକୁ ପାଣି ମଡେଇ ବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି। ତେବେ ଏ ସମ୍ପର୍କରେ ଲୁଣିବାହାଲ ସରପଞ୍ଚ ଙ୍କୁ ପଚାରିବାରୁ ବିଭିନ୍ନ ଗ୍ରାମର କେନାଲ ତଥା ଅଣା କାମ ପାଇଁ ପ୍ରକଳ୍ପ ମଞ୍ଜୁରୀ ପାଇଁ ଯାଇଛି ହେଲେ ଏ ଯାଏଁ ମଞ୍ଜୁର ହୋଇଥିବା ରୁ କେନାଲ କାର୍ଯ୍ୟ ହୋଇପାରୁନଥିବା କହିଛନ୍ତି। ତେବେ ଜିଲାପାଳ ଏଦିଗରେ କଣ ପଦକ୍ଷେପ ନେଉଛନ୍ତି ତାହା କୁ ଅପେକ୍ଷା।

Related Post

ପିଲାଙ୍କ ପାଖରେ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର

Posted by - March 11, 2023 0
ଟିଟିଲାଗଡ଼/ମୁରିବାହାଲ:(ସଞ୍ଜୟ କୁମାର ନାୟକ)ମୁରିବାହାଲ ବ୍ଲକ ଅନ୍ତର୍ଗତ ବଡ ଉଡାର ପ୍ରକଳ୍ପ ଉପ୍ରାବିଦ୍ୟଳୟ ଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଛି ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଗୋସିଙ୍ଗ…

ଦୁର୍ଘଟଣା ପରେ ଜଳିଗଲା ବାଇକ ସହ ଟ୍ରକ, ଦମ୍ପତି ଗୁରୁତର

Posted by - March 5, 2020 503
ଯାଜପୁର:୦୫/୦୩(ଆନନ୍ଦ ଚନ୍ଦ୍ର ସାହୁ) ଜାତୀୟ ରାଜପଥ ଉପରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ ଓ ବାଇକ। ଫଳରେ ବାଇକରେ ଯାଉଥିବା ଦମ୍ପତି ଗୁରୁତର ଭାବେ ଆହତ। ଏଭଳି…

ଖୁଣ୍ଟରେ ବନ୍ଧା ହୋଇଛି ଅଜଗର

Posted by - October 25, 2021 0
ରସମ୍ବଲପୁର:(ମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ମାନେଶ୍ୱର ତାଲପାଲି ଗ୍ରାମରେ ଖୁଣ୍ଟରେ ବନ୍ଧା ହୋଇଛି ଅଜଗର ସାପ । ଏପରି ବିରଳ ଘଟଣା ଦେଖିବାକୁ ତାଲପାଲି ଗ୍ରାମରେ ଜମିଥିଲା ଲୋକଙ୍କ…

ସତ୍ୟସାଇ ସଂଗଠନ ପକ୍ଷରୁ ଚାରା ରୋପଣ

Posted by - July 3, 2023 0
ବେଲଗୁଣ୍ଠା:୦୨/୦୭(ସୁଶାନ୍ତ କୁମାର ବେହେରା )ଜଗନ୍ନାଥପ୍ରସାଦ ବ୍ଲକ କଲ୍ୟାଣପୁର ସତ୍ୟସାଇ ସଂଗଠନ ପକ୍ଷରୁ ବୃକ୍ଷରୋପଣ ସପ୍ତାହ ର ଦ୍ଵିତୀୟ ଦିନରେ ବୃକ୍ଷରୋପଣ କରାଯାଇଛି । ବିଭିନ୍ନ ଦୁର୍ବିପାକ ତଥା…

ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ଠାରେ ବାଉଁଶ କାରିଗରମାନଙ୍କୁ ସମ୍ବର୍ଦ୍ଧିତ କଲେ ବନଖଣ୍ଡ ଅଧିକାରୀ

Posted by - August 29, 2023 0
ବୌଦ୍ଧ: (ଚିତ୍ତ ରଞ୍ଜନ ସିଂହ)ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ଠାରେ ବାଉଁଶ କାରିଗରମାନଙ୍କୁ ବନଖଣ୍ଡ ଅଧିକାରୀ ଦେବପ୍ରୀୟ କମ୍ପ ସମ୍ବର୍ଦ୍ଧିତ କରିଛନ୍ତି । ବୌଦ୍ଧ ଜିଲା ମନମୁଣ୍ଡା ଥାନା…