Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ରକ୍ଷା ବନ୍ଧନ ଅବସରରେ ରକ୍ତ ଦାନ ଶିବିର

50 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ପତଞ୍ଜଳୀ ଯୁବ ଭାରତ ପକ୍ଷରୁ ସଦର ବ୍ଲକ ଜନମୁରା ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ପବିତ୍ର ରକ୍ଷା ବନ୍ଧନ ରେ ରକ୍ତ ଦାନ କରି ରୋଗୀର ଜୀବନ କରିବା ସକାଶେ ସମସ୍ତ ଅତିଥି ରକ୍ତ ଦାତା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଜନମୁରା ଗ୍ରାମ ର ବରିଷ୍ଟ ସମାଜସେବୀ ହଳଧର ପଧାନ, ଜିଲ୍ଲା ଯୁବ ପ୍ରଭାରୀ ସତ୍ୟବାନ ମିଶ୍ର ,ଜିଲ୍ଲା ରକ୍ତ ଦାତା ସେବା ସଙ୍ଘ ସଭାପତି ମନୋଜ ପଣ୍ଡା, ସମାଜସେବୀ ଲକ୍ଷଣ ପଧାନ ପ୍ରମୁଖ ଉପସ୍ଥିତ ଥିଲେ l

ଏହି ରକ୍ତଦାନ ଶିବିର ରେ ୩୧  ୟୁନିଟ ରକ୍ତ ସଂଗ୍ରହ କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ହସ୍ତାନ୍ତର କରାଯାଇଛି l ଏହି ରକ୍ତ ଦାନ ଶିବିର ରେ ପଦ୍ମନାଭ ପଧାନ, ଦିଲ୍ଲୀପ ପଧାନ, ରାମେଶ୍ୱର ଖମାରି, ପବିତ୍ର ମହାକୁର, ପାର୍ଥଵ ଧରେଇ, ପଵିତ୍ର ମହାକୁର, ସୁଶାନ୍ତ ପଧାନ, ମମତା ମିଶ୍ର ,ପିଣ୍ଡୁ କର୍ମୀ, ମାନସ ଖମାରି, ମୁକୁନ୍ଦ ସାହୁ,ସତିତନନ୍ଦ ବଘାର ପ୍ରମୁଖ ରକ୍ତ ଦାନ କରିଥିଲେ । ଡାକ୍ତର ସରୋଜ ପଟେଲ, ଟେକ୍ନିସିଏନ ଯୁଦିସ୍ତିର ନାଏକ, ଜଗତ ଦାରୁଅନ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

 

Related Post

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - September 27, 2022 0
ଯାଜପୁର:ଯାଜପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶାନ୍ତି ମଣ୍ଡପ ପରିସରରେ ସେବା ସପ୍ତାହ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଏଥିରେ ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ସଂଗ୍ରାମ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ   ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହୃଷିକେଶ ମେକାପଙ୍କ ସମେତ ବହୁ ଯୁବ ନେତା ସାମିଲ ହୋଇ ରକ୍ତଦାନ କରିଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସେବା ସପ୍ତାହ ପାଳନ କରାଯାଉଛି ।

ଯଶୋଦା ଅନାଥାଶ୍ରମରେ ରେଡକ୍ରସ ତରଫରୁ ପୋଷାକ ଓ ହାଇଜିନ କିଟ୍ ବଣ୍ଟନ

Posted by - May 12, 2023 0
ଧର୍ମଗଡ:୧୨/୦୫(ହେମନ୍ତ କୁମାର ମାଝୀ)ଧର୍ମଗଡ ନିକଟସ୍ଥ ଗମ୍ଭାରୀଗୁଡା ଠାରେ ଥିବା ଯଶୋଦା ଅନାଥାଶ୍ରମ ଠାରେ ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟଶାଖା ତରଫରୁ ଅନାଥ ଶିଶୁ,ବୃଦ୍ଧ-ବୃଦ୍ଧା ଓ ମାନସିକ…

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ 

Posted by - May 29, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ଖଣ୍ଡରା ପଂଚାୟତ କାର୍ଯ୍ୟାଳୟ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି…

ଯୁବା କ୍ଷତ୍ରିୟ ପାଇକ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - November 15, 2021 0
କଳାହାଣ୍ଡି::(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଯୁବକ୍ଷତ୍ରିୟ ପାଇକ ସଂଗଠନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଜୟପାଟଣା ସ୍ଥିତ କୃଷ୍ଣଚନ୍ଦ୍ର କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଶିବିରର…

ଯାଜପୁର ବଡ଼ଚଣା ରେ ଦୁଇଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲା ପ୍ରଶାସନ

Posted by - June 6, 2020 2
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବଡ଼ଚଣା ରେ ଦୁଇଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲା ପ୍ରଶାସନ। ଶାସନ ପୁରୁଷୋତ୍ତମ ପୁର ଏବଂ ଦେକୁଡି ଅଞ୍ଚଳରେ ଲାଗୁ…