Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଶ୍ରାବଣ ମାସ ର ଶେଷ ସୋମବାର ରେ ସମସ୍ତ ଶୈବପୀଠ ରେ ଭକ୍ତ ମାନଙ୍କ ସମାଗମ

50 0

କେସିଙ୍ଗା:୨୮/୦୮ (ପ୍ରୀତେଶ ପଟେଲ୍) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ସମସ୍ତ ଶୈବପୀଠ ରେ ଶ୍ରାବଣ ମାସ ଶେଷ ସୋମବାର ଦିନ ହଜାର ହଜାର ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭୋର ସକାଳୁ 3ଟା ରୁ ଶିବ ଭକ୍ତ ମାନେ ଶିବ ମନ୍ଦିର ରେ ଜଳ ଓ ବେଲପତ୍ର ସହ ପୂଜା ଅର୍ଚ୍ଚନା କରିଥିଲେ।

ବେଲଖଣ୍ଡି ଶୈବପୀଠ ରେ ରାମ ଚରିତ ମାନସ ର ପାଠ ସହ ଶିବ ଙ୍କ ପୂଜା ଅର୍ଚ୍ଚନା କରିଥିଲେ। ସେହିପରି କେସିଙ୍ଗା ଗୌରୀ ଶଙ୍କର ମନ୍ଦିର ମଧ୍ୟ ଶେଷ ସୋମବାର ରେ ଶିବ ମହାପ୍ରଭୁ ର ଲିଙ୍ଗ କୁ ଫଳ ଓ ଫୁଲ ସହ ସଜାଇ ସନ୍ଧ୍ୟା ରେ ମହା ଆରତି କରାଯାଇଥିଲା। ଶ୍ରାବଣ ମାସ ର ସବୁ ଦିନ ରୁଦ୍ର ଅଭିଷେକ ମଧ୍ୟ କରାଯାଇଥିଲା।

କେସିଙ୍ଗା ଗୁର୍ଜୀମୁଣ୍ଡ ଶିବ ମନ୍ଦିର ରେ ଶିବ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ତହଁସିର ଓ ଡଙ୍ଗର ମୂରଲୀ ଶିବ ମନ୍ଦିର ରେ ଭକ୍ତ ମାନାଙ୍କ ଦୁଆର ଜଳ ଅଭିଷେକ କରାଯାଇଥିଲା।ପ୍ରତେକ୍ ୩  ବର୍ଷ ରେ ଦୁଇ ମାସ ର ଶ୍ରବଣ ମାସ ଆସିଥାଏ। ଏହି ବର୍ଷ ଅଧିକ ମାସ ଓ ଶ୍ରାବଣ ମିଶି ଦୁଇ ମାସ ର ଶ୍ରାବଣ ଥିଲା।

 

Related Post

ହିତାଧିକାରୀ ଚୟନରେ ପାତର ଅନ୍ତର ପ୍ରତିବାଦରେ ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Posted by - July 12, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ହିତାଧିକାରୀ ଚୟନରେ ପାତର ଅନ୍ତର ପ୍ରତିବାଦରେ ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୋଚ୍ଛା ଗ୍ରାମ…

ରାସ୍ତା ମଝିରେ ବସ୍‌କୁ ଅଟକାଇ ଠେଲିଲା, ଲୋକଙ୍କୁ ଆକ୍ରମଣ କଲା ଦନ୍ତା

Posted by - September 5, 2023 0
ରାୟଗଡା: (ରମାକାନ୍ତ ପୋଡାଲ )ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସୀମା ନିକଟ ରାୟଗଡ଼ାରୁ ପାର୍ବତୀପୁରମକୁ ଯାତାୟାତ କରୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ (ଶ୍ରୀବିଜୟ ଦୁର୍ଗା)କୁ ଆଜି…

ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାକୁ ଆସିଲେ ଛାତ୍ରଛାତ୍ରୀ ଓ ଅବିଭାବକ

Posted by - October 21, 2022 0
ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ ) ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାକୁ ଆସିଲେ ଛାତ୍ରଛାତ୍ରୀ ଓ ଅବିଭାବକ। ଯାଜପୁର ପୌରପାଳିକା ଅନ୍ତର୍ଗତ ଉତ୍କଳ ବାଳାଶ୍ରମ ପ୍ରାଥମିକ…

ମିଲର କନଟି ଛଟନି ଯୋଗୁଁ ଚାଷୀ ଧାନ ବିକ୍ରି ସମସ୍ୟା

Posted by - December 7, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ରେ ଚାଷୀ ଙ୍କ ସମସ୍ୟ ସରୁନି । ମିଲର କଟନି ଛଟନି ଯୋଗୁ ଚାଷୀ ଧାନ ବିକ୍ରି କରିବାରେ ନାରାଜ । ତବଲା ମାର୍କେଡ…

ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ପ୍ରଣୟନ

Posted by - July 12, 2023 0
ଜାତି , ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସବୁ ନାଗରିକଙ୍କ ନିମନ୍ତେ ଦୁଇ ସନ୍ତାନ ଆଇନ ଲାଗୁ କରିବା ପାଇଁ ଦାବିପତ୍ର ପ୍ରଦାନ  ମୁନିଗୁଡା :୧୧/୦୭ (ରମାକାନ୍ତ ପଡାଲ)ଆମ…