ପାତାଳୀ ଶ୍ରକ୍ଷେତ୍ର ହୁଣ୍ଡି ରୁ ଚୋରି

96 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ପାତାଳୀ ଶ୍ରୀକ୍ଷେତ୍ର ହୁଣ୍ଡିରୁ ତାଲା କାଟି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କୋଟସମଲାଇ ସ୍ଥିତ ଜଗନ୍ନାଥ ଙ୍କ ଅନନ୍ୟ ଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର ମନ୍ଦୀର ହୁଣ୍ଡି ରୁ ତାଲା କାଟି ଚୋରି ହୋଇଥିବା ସୂଚନା ମିଳିଛି ।

ଗତ କାଲି ରାତିରେ କେହି ଦୁର୍ବୃତ୍ତ ମନ୍ଦିର ଆଗରେ ଥିବା ହୁଣ୍ଡିର ତାଲା ଭାଙ୍ଗି ସେଥିରେ ଥିବା ଟଙ୍କା ଲୁଟି ନେଇଥିବା ଆଜି ପୂଜକ ମନ୍ଦିର ଖୋଲିବା ସମୟରେ ଜାଣିବାକୁ ପାଇଥିଲେ ।

ଏନେଇ ସେ ମନ୍ଦିର ପରିଚାଳନା କମିଟି କୁ ଖବର ଦେଇଥିଲେ। କମିଟି ପକ୍ଷରୁ ଏନେଇ ବୀରମହାରାଜପୁର ପୋଲିସକୁ ସୂଚନା ଦିଆଯାଇଥିଲା । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ପରିଚାଳନା କମିଟି ର ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ଥିବା ଜଣା ପଡିଛି । ହୁଣ୍ଡି କୁ ଭାଙ୍ଗି କିଛି ଦୂରରେ ପକାଇ ଦେଇଥିବା ଦେଖିବାକୁ ମିଳିଛି ।

 

Related Post

୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ପାଇଁ ପଞ୍ଚାୟତ ନିର୍ବାଚନ ହେବ ଅଗ୍ନି ପରୀକ୍ଷା , କଂଗ୍ରେସ ର ତାଳିପକା ଉଦ୍ୟମ।

Posted by - January 3, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭବାନୀପାଟଣା,ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଳାହାଣ୍ଡି ଜିଲ୍ଲା ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଯଦି ଓ…

ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

Posted by - December 20, 2019 0
ଭୁବନେଶ୍ୱର :ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲଙ୍କ ଅନୁୂମୋଦନ ପରେ ଦଳର ରାଜ୍ୟ ସହନିର୍ବାଚନ ଅଧିକାରୀ ସୁଦୀପ୍ତ ରାଏ କହିଛନ୍ତି ଯେ, ଓଡ଼ିଶା ପ୍ରଦେଶର ଜିଲ୍ଲା…

ଯାଜପୁର ମହୋତ୍ସବ ଉଦ୍‌ଯାପିତ, ଶେଷ ସନ୍ଧ୍ୟାରେ ନାହିଁନଥିବା ଭିଡ଼

Posted by - February 14, 2023 0
ଯାଜପୁର:ଛଅଦିନ ଧରି ଚାଲିଥିବା ଯାଜପୁର ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଛି। ଶେଷ ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ସାରିକା ସିଂଙ୍କ ଓଡ଼ିଆ ଗୀତ ଅଭିମାନିନୀ ଏ ଅମାନିଆ ଢେଉ…ର…

ଅହଂକାର ଗର୍ବ ଠାରୁ ଦୂରେଇ ରୁହ; ଦାମୀ ଗାଡ଼ି ଚଢ଼ନା ବିଧାୟକଙ୍କୁ ନବୀନଙ୍କ ପରାମର୍ଶ

Posted by - July 4, 2019 0
ଭୁବନେଶ୍ୱର: ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁଖଦୁଃଖରେ ଜଡିତ ହେବାକୁ ଏବଂ ଭଦ୍ର,ନମ୍ର ଓ ସରଳ ଜୀବନଯାପନ କରିବାକୁ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ…

ଅଗ୍ନିଶମ ବିଭାଗ ଦ୍ୱାରା ଭାସିଯାଉଥିବା ଯୁବକ ଉଦ୍ଧାର

Posted by - August 29, 2020 0
ଯାଜପୁର ଅଫିସ :ଅଗ୍ନିଶମ ବିଭାଗର ନିଷ୍ଠାପର ଉଦ୍ୟମ ଯୋଗୁଁ ଜଣେ ଯୁବକଙ୍କର ଜୀବନ ରକ୍ଷା ହୋଇପାରିଥିବାରୁ ଜିଲ୍ଲାପାଳ ରଂଜନ କୁମାର ଦାସ ଅଗ୍ନିଶମ ବିଭାଗର ଅଧିକାରୀ ଓ…