ବାରାହା ଆକ୍ରମଣ ମୃତ ଓ ପୁଅ ଗୁରୁତର

100 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ବାର୍ହା ଆକ୍ରମଣରେ ମାଆ ମୃତ ଓ ପୁଅ ଗୁରୁତର I ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପାପୀ ଗାଁ ର ନିକଟରେ ଥିବା ନିଜ ବିଳରେ କାଠ ଗୋଟାଇବାକୁ ଯାଇଥିଲେ ମା ଓ ପୁଅ I କାଠ ଗୋଟାଉଥିବା ସମୟରେ ହଠାତ ଜଙ୍ଗଲରୁ ଏକ ବାର୍ହା ଆସି ପାପୀ ଗାଁର ମା ରେଖା ବାଗ (56) ଓ ପୁଅ ବଳଦେବ ବାଗ (37)କୁ ଆକ୍ରମଣ କରିଥିଲା I

ଯାହା ଫଳରେ ମା ଓ ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି 108 ଆମ୍ବୁଲାନ୍ସ ଯୋଗେ ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା I କିନ୍ତୁ ବାର୍ହା ଆକ୍ରମଣର ଶିକାର ହୋଇଥିବା ମା ରେଖା ଙ୍କୁ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପୁଅ ବଳଦେବଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ରହିଛି l

 

Related Post

ଟିଟିଲାଗଡ଼ରେ ୭୭ ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

Posted by - July 29, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ – ୨୦୨୩ ପାଳନ ଉପଲକ୍ଷେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ…

ଅମଲା ସଂଘ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ  

Posted by - May 2, 2023 0
ଯାଜପୁର :ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ସଂଘ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ବୈଠକରେ …

ଗୋଲାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ନବ କିଶୋର ସାହୁଙ୍କ ଅବସର ଗ୍ରହଣ

Posted by - April 4, 2023 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) ଗୋଲାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ନବ କିଶୋର ସାହୁ ଓଇଇଏସ (୧) ଅବସର ଗ୍ରହଣ କରିଛନ୍ତି। ସେ ଧର୍ମଗଡ…

ଆଗାମା ପଞ୍ଚାୟତ ନିର୍ବାଚନ ବିଜେପି ପାଇଁ ସମ୍ମାନ ର ପ୍ରଶ୍ନ ଫେରି ପାଇବ କି ବିଜେଡି ପୁରୁଣା ଗଡ ??? ଚର୍ଚ୍ଚାରେ ଯୁବନେତା ଉତ୍ତମ

Posted by - December 9, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରେଙ୍ଗାଲି ଅଞ୍ଚଳରେ ରାଜନୈତିକ ପାଣିପାଗ ସେତିକି ସରଗରମ ହେବାରେ ଲାଗିଛି । ଗତ ପଞ୍ଚାୟତ ନିର୍ବାଚନ…