Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଧର୍ମଗଡ଼ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ କଳାଦିବସ ପାଳିତ

277 0

ଧର୍ମଗଡ଼:( ହେମନ୍ତ କୁମାର ମାଝୀ)୨୫ ଜୁନ ୧୯୭୫ ମସିହା ଭାରତୀୟ ଗଣତନ୍ତ୍ର ପାଇଁ ଏକ କଳକୀତ ଦିନ ସେ ସମୟରେ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇଦ୍ରାଗାନ୍ଧୀ ନିଜ ନିର୍ବାଚନ ଆଳ୍ଳାଵାଦ ହାଇକୋର୍ଟ ଦ୍ଵାରା ନାକଚ ହେବାରୁ ନିଜ ପଦ ମର୍ଯ୍ୟାଦା ବଞ୍ଚାଇବା ପାଇଁ ଭାରତୀୟ ସମ୍ବିଧାନ କୁ ତୁଛମଣି କରି ରାତା ରାତି ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରି ଦେଇଥିଲେ। ଯାହା ଦ୍ଵାରା ଦେଶର ସାଧାରଣ ନାଗରିକ ବିଭିନ୍ନ ରାଜନୈତିକ ଦଳ ର ବିରୋଧ ଏବଂ ପ୍ରେସ ମିଡ଼ିଆ ର ବନ୍ଦ କରିଦେଇ ଥିଲେ ଫଳ ସ୍ୱରୂପ ସାରାଦେଶରେ ଏକ ଛତ୍ର ବାଦ ସାଶନ କରିଥିଲେ। ସେହିଦିନ କୁ ମନେ ପକାଇ ଭାରତୀୟ ଜନତା ପାର୍ଟି ଏହି ଦିନ କୁ କଳାଦିବସ ଭାବେ ପାଳନ କରି ଆସୁଛି ।

ଆଜି ଧର୍ମଗତ ଭାଜପା ତରଫରୁ ଏକ ରାଳି ବାହାରି ସହର ପରିକ୍ରମା କରିବା ସହ ଏକ ବୈଠକ ଅନୁଷ୍ଠିତ ହୋଟେଲ ରାଜ ସଭାଗୃହ ଠାରେ କଳାଦିବସ ପାଳିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଧନଞ୍ଜୟ ପାତ୍ର ଧର୍ମଗଡ ନଗର ପ୍ରଭାରୀ ଶିଶୁ ଦେଵ ମୁଣ୍ଡ କୃଷକ ମୂର୍ଚ୍ଛା ରାଜ୍ୟ ସ୍ଵତନ୍ତ୍ର ନିମନ୍ତ୍ରଣ ସଦସ୍ୟ ଅପ୍ରସ ସ୍ଵାଇଁ ମଞ୍ଚାସିନ ଅତିଥି ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ନଗର ସଭାପତି ହରେକୃଷ୍ଣ ପଣ୍ଡା ।

ଅନ୍ୟ ମାନଙ୍କ ମଧ୍ୟରେ ନଗର ସାଂସଦ ପ୍ରତିନିଧି ହେମନ୍ତ ମାଝୀ ନଗର ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି ଜିଲ୍ଲା ଯୁବ ମୁଚ୍ଛା ଉପ ସଭାପତି ମନିନ୍ଦ୍ର ଭୁଷଣ ପାତ୍ର ଚନ୍ଦନ ପାତ୍ର ପ୍ରେମିକ୍ସ ଅଗ୍ରୱାଲ ଘନଶ୍ୟାମ ଅଗ୍ରୱାଲ ସମେତ ବହୁ କାର୍ଯ୍ୟ କର୍ତ୍ତା ଯୋଗଦେଇଥିଲେ । ନବରଙ୍ଗପୁର ଜିଲ୍ଲା ଯୁବ ମୁଚ୍ଛା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ଟିଟିଲାଗଡ ଠାରେ ଲାୟନ୍ସ କ୍ଲବର ଦୁଇ ଦିନିଆ ୩୨ ତମ ବାର୍ଷିକ ସମ୍ମିଳନୀ ଆୟୋଜିତ

Posted by - February 26, 2023 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଲାୟନ୍ସ କ୍ଲବ ଡିଷ୍ଟ୍ରିକ୍ଟ 322C2 ର ବାର୍ଷିକ ସମ୍ମିଳନୀ ଚଳିତ ବର୍ଷ ଟିଟିଲାଗଡ ଠାରେ ଆୟୋଜିତ ହୋଇଯାଇଛି। ଲାୟନ୍ସ କ୍ଲବ…

ଦିଲ୍ଲୀ ଠାରେ ଆୟୋଜିତ ଆକାର ଏକ୍ସସିଲେନ୍ସି ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡ଼ର ନିଲମ କେଟରର

Posted by - August 29, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ଲୋକ ଯେତେ ଆଧୁନିକ ହେଉଛନ୍ତି ସେହିପରି ରୀତିନୀତି ଅନୁସାରେ ନିଜର ପର୍ବ ପର୍ବାଣୀ, ବିବାହ, ବ୍ରତ, ଜନ୍ମଦିନ, ବିବାହ ବାର୍ଷିକୀ ପାଳନ…

ବେଲଗୁଣ୍ଠା ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ: ଶୃଙ୍ଖଳା,ସ୍ୱଛତା ଓ ସମୟାନୁବର୍ତ୍ତିତା ଛାତ୍ର ଜୀବନର ମୁଳମନ୍ତ୍ର: ଅତିଥି

Posted by - February 13, 2023 0
ବେଲଗୁଣ୍ଠା:୧୨/୨:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠାର ଅନ୍ୟତମ ଶିକ୍ଷାନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୩ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟ ସଭାପତି ମାଧବ…

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସର୍ବୋଦୟ ସମିତି, ଧର୍ମଗଡ ପକ୍ଷରୁ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା

Posted by - September 25, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସର୍ବୋଦୟ ସମିତି ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ଓ…

ଖପ୍ରାଖୋଲ ବ୍ଲକ ସ୍ତରୀୟ ଡ୍ରାଇଭର ସଂଘ ବୈଠକ , ମାଦକ ଦ୍ରବ୍ୟ ବର୍ଜନ ପାଇଁ ଶପଥ ପାଠ

Posted by - June 20, 2022 0
ପାଟଣାଗଡ :(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଭାନପୁର ବଜାର ପଡିଆ ଠାରେ ବ୍ଲକ ସ୍ତରୀୟ ଡ୍ରାଇଭର ସଂଘ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି।…