ଆଉଟଶୋର୍ସିଙ୍ଗ କର୍ମଚାରୀ ସଂଘର ଧାରଣା

116 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ରାଜ ରାସ୍ତା ରେ ଗର୍ଜିଲା ଆଉଟଶୋର୍ସିଙ୍ଗ କର୍ମଚାରୀ ସଂଘ l ଆଜି ସୁବର୍ଣ୍ଣପୁର ଜିଲ୍ଲା ଆଉଟଶୋର୍ସିଙ୍ଗ କର୍ମଚାରୀ ସଂଘ ସହର ର ଇଷ୍ଟଦେବୀ ମା ସୁରେଶ୍ୱରୀ ମନ୍ଦିର ରୁ ଏକ ବିଶାଳ ରାଲି ରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯାଳୟ ରେ ପହଂଚି ଥିଲେ l ସେଠାରେ ଧାରଣା ରେ ବସି ଏଗାର ଦଫା ଦାବି ପୂରଣ ନେଇ ବିଭିନ୍ନ ସ୍ଲୋଗାନ ଦେଇ ପରେ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ୧୧  ଦଫା ଦାବୀ ପ୍ରଦାନ କରିଛନ୍ତି l

ଜିଲ୍ଲା ର ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ସମସ୍ତ ଆଉଟଶୋର୍ସିଙ୍ଗ କର୍ମଚାରୀ ଏହି ରେଲି ରେ ସାମିଲ ହୋଇ ଚାକିରୀ ନିୟମିତ କରିବା ସହ ଉପଯୁକ୍ତ ଦରମା ପ୍ରଦାନ କରିବାକୁ ସରକାର ଙ୍କୁ ଦାବି ରଖିଛନ୍ତି l ତେବେ ଆଗାମୀ ଦିନରେ ଯଦି ଦାବି ପୂରଣ ନ ହୁଏ ତେବେ ସମସ୍ତେ ଆଉଟଶୋର୍ସିଙ୍ଗ କର୍ମଚାରୀ କାର୍ଯ୍ୟ ବନ୍ଦ କରିବାକୁ ସଂଘ ପକ୍ଷରୁ କୁହାଯାଇଛି l

 

Related Post

ସରକାରୀ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନର ମହା ଘୋଟଲା,ଅସ୍ଵାସ୍ଥ୍ୟକର ପରିବେଶ ସହିତ ନିମ୍ନ ମାନର ଖାଦ୍ୟ.

Posted by - July 23, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହଳଦୀ ଗୁଣ୍ଡ ମିଶା ଗରମ ପାଣି ସହିତ ଅଧକିଲୋ ଆଳୁ ବିଦ୍ୟାଳୟରେ ଉପସ୍ଥିତ 39ଟି ପିଲାଙ୍କୁ ଅସ୍ୱାସ୍ଥ୍ୟ କର ପରିବେଶରେ ଦିଆଯାଉଛି ମଧ୍ୟାହ୍ନ…

ମାଁ ହିଙ୍ଗୁଳା ଦେବୀ ଙ୍କ ଝାଞ୍ଜିମଡା ଯାତ୍ରା ମହୋତ୍ସବ ପାଳିତ

Posted by - May 14, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଧୋବେନପଡା ଠାରେ ମହାସମାରୋହର ସହ ପାରମ୍ପରିକ ରୀତି ନୀତି ମତେ ମାଁ ହିଙ୍ଗୁଳା ଦେବୀ…

ଟିଟିଲାଗଡରେ ୧୦୮ ଆମ୍ବୁଲାନ୍ସ ସେବା ବ୍ୟାହତ – ରୋଗି ହେଉଛନ୍ତି ହନ୍ତସନ୍ତ

Posted by - September 28, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସରକାରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ, ଗୁରୁତର ରୋଗୀଙ୍କୁ ମିଳୁନି ୧୦୮ ଆମ୍ବୁଲାନ୍ସ ସେବା। ୧୦୮ କୁ କଲ କଲେ ଗାଡି ମେଣ୍ଟେନାନସ…

ନିଜାମୁଦ୍ଦିନ୍‌ ଧର୍ମସଭାରେ ଓଡ଼ିଶାରୁ ୧୫ଜଣ,ଯାଜପୁର ଜିଲାର ଜଣେ ଚିହ୍ନଟ

Posted by - April 1, 2020 0
ଭୁବନେଶ୍ୱର:ନୂଆଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ମୁସଲମାନ୍‌ଙ୍କ ଧର୍ମସଭାରେ ଓଡ଼ିଶାରୁ ୧୫ଜଣ ଯୋଗଦେଇଥିତ୍ବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ତେବେ ପ୍ରକୃତପକ୍ଷେ ଓଡ଼ିଶାରୁ କେତେଜଣ ଯାଇଥିଲେ ତାହା ସରକାରଙ୍କ ପକ୍ଷରୁ…