Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଲାଞ୍ଜୁଆ କିରାଣୀ ଭିଜିଲାନ୍ସ ଦ୍ଵାରା ଗିରଫ

36 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଲାଞ୍ଜୁଆ କିରାଣୀ ଭିଜିଲାନ୍ସ ଦ୍ଵାରା ଗିରଫ । କନିଷ୍ଠ କିରାଣି ଗୋଳକ ବିହାରୀ ଫୋଢ ୧୫ ହଜାର ଟଙ୍କା ଲାଞ୍ଜ ନେଲାବେଳେ ଭିଜଲାନ୍ସ ହାତରେ ଧାରପଡିଛନ୍ତି ।

ସିଣ୍ଢୋଲର ଏଲଆଇ ନାରାୟଣ ମେହେରଙ୍କ ଏରିଅର ବିଲ କରିବାକୁ ଲାଞ୍ଚ ନେଉଥିଲେ । ଏହି ସମୟ ରେ ସୁବର୍ଣ୍ଣପୁର ଓ ବଲାଙ୍ଗିର ଭିଜିଲାନ୍ସ ଟିମ ମିଳିତ ଭାବେ ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଚିକିତ୍ସାଳୟ କାର୍ଯ୍ୟଲାୟରେ ଚଢାଉ କରିଥିଲେ ଓ ପୋଡ ଙ୍କୁ ଗିରଫ କରିଛି ।( ଲାଲ ଟି ସାର୍ଟ ପିନ୍ଧିଥିବା ବ୍ୟକ୍ତି )

 

Related Post

ସୋସିଆଲ ମେଡିଆ ରେ ଗୁଜବ କରି ଜଣେ ଗିରଫ

Posted by - April 5, 2020 1,241
ବଡ଼ବିଲ( ସୀତାରାମ ଦୀକ୍ଷିତ ):  କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ରବିବାର ଦିନ କରୋନା ସମ୍ପର୍କିତ ଆପତ୍ତିଜନକ ଭିଡ଼ିଓ, ମ୍ୟାସେଜ, ଫଟୋ ଆଦି ସୋସିଆଲ ମିଡିଆରେ ଭାଇରାଲ…

ଯୁବତୀ ଚାଲାଣ ଗ୍ୟାଙ୍ଗର ମୁଖ୍ୟ ଗିରଫ

Posted by - February 20, 2019 2
ସମ୍ବଲପୁର ଧମା ଅଞ୍ଚଳର ଜଣେ ଯୁବତୀଙ୍କୁ, ପ୍ରଥମେ ନିଶା ଦେଇ ବେହୋସ୍‌ କରିବା,ତା ପରେ ତାକୁ ନେଇ ଭୁବନେଶ୍ବର ଯିବା ଓ ସେଠାରୁ ରାଜସ୍ଥାନ ଝୁନ୍‌ଝୁନ୍‌ୱାଲା ଅଞ୍ଚଳରେ…

ଗ୍ରାମରକ୍ଷୀଙ୍କ ମୃତଦେହ ଉଦ୍ଧାର ,କାରଣ ଅସ୍ପଷ୍ଟ ।

Posted by - December 30, 2019 0
ମୟୂରଭଞ୍ଜ:27/12/2019 ଗ୍ରାମରକ୍ଷୀଙ୍କ ମୃତଦେହ ଉଦ୍ଧାର। ଗତକାଲି ଘରୁ ବାହାରି ଆସିଥିବା ବେଳେ ଆଜି ତାଙ୍କର ମୃତଦେହ ସ୍ଥାନୀୟ ହାଟଚାଳିରୁ ଉଦ୍ଧାର ହୋଇଛି। ତେବେ ଘଟଣା ପ୍ରଚାର ହେବାରୁ…

କରୋନା ଗୁଜବ ସୃଷ୍ଟି କରି ଯୁବକ ଗିରଫ୍

Posted by - April 3, 2020 0
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି) କରୋନାକୁ ନେଇ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ବରୀ ପୋଲିସ ଜଣେ ଯୁବକଙ୍କୁ ଗିରଫ୍ କରିଥିବା ଜଣାପଡ଼ିଛି। ସମ୍ପୃକ୍ତ…

ନାବାଳିକାଙ୍କ ଇଚ୍ଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖି ଯୁବକ ଗିରଫ

Posted by - March 21, 2021 0
ରାଇରଙ୍ଗପୁର ୨୦/୦୩: ନାବାଳିକାଙ୍କ ଇଚ୍ଛା ବିରୁଦ୍ଧରେ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିବା। ଗର୍ଭବତୀ କରି ଗର୍ଭପାତ କରାଇବାକୁ ଚେଷ୍ଟା କରିବା। ପୁଣି କଥା ନ ମାନିଲେ…