Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ତିନି ଦିନ ଜାତୀୟ ରାଜପଥ ୨୬ ବନ୍ଦ ରହିବ ରେତ ନଦୀ ର ମରାମତି ପାଇଁ

146 0

କେସିଙ୍ଗା:୨୦/୦୫ (ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଯୋଲକୋ ଛକ ପାଖରେ ଥିବା ରେତ ନଦୀ ବ୍ରିଜ ମରାମତି ପାଇଁ ତା ୨୨-୦୫-୨୦୨୩ ରିଖ ଠାରୁ ୨୪-୦୫-୨୦୨୩ ତିନିଦିନ ଛୋଟ ବଡ଼ ମଟର ସାଇକଲ ଚଳାଚଳ ବନ୍ଦ ରହିବ ବୋଲି ନିର୍ବାହୀ ଯନ୍ତ୍ରୀ ଜାତୀୟ ରାଜପଥ ବିଭାଜନ କେସିଙ୍ଗା ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି।

ଏଣୁ ବଲାଙ୍ଗୀର – ଭବାନୀପାଟଣା ଓ ଭବାନୀପାଟଣା – ବଲାଙ୍ଗୀର ରାସ୍ତାରେ ଯାତାୟାତ ସକାଶେ, ଏହି ସମୟରେ ସମସ୍ତ ଯାନ ବାହାନା ଅମାଠ ଛକ ଠାରୁ – ମ.ରାମପୁର – ନର୍ଲା – ଛତିକୁଡ଼ା – ଭବାନୀପାଟଣା ରାସ୍ତାରେ ଉଭୟ ପଟୁ ଯାତାୟାତ କରିପାରିବେ। କେବଳ ମୋଟର ସାଇକେଲ,ତିନିଚକିଆ/ଚାରି ଚକିଆ ଲଘୁ ଯାନ ବାହାନ ଯୋଲକୋ ଛକ ଠାରୁ ଲଇତରା – ଦେଣ୍ଡୋଗୁଡ଼ା – ମାଟିଆ – ଠେମରା – ଉତ୍କେଲା ରାସ୍ତାରେ ଉଭୟ ପଟୁ ଯାତାୟାତ କରିବାକୁ ସ୍ଥିରୀକୃତ କରାଯାଇଛି ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

 

Related Post

କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ଡାକରାରେ ସର୍ବଭାରତୀୟ ଧର୍ମଘଟରେ ସାମିଲ ହେଲେ ଟିଟିଲାଗଡ଼ ଡାକ କର୍ମଚାରୀ

Posted by - March 28, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)କେନ୍ଦ୍ର ସରକାରଙ୍କ କର୍ମଚାରୀ ତଥା ଜନବିରୋଧୀ ନୀତି ଅବଲମ୍ବନ,ଡାକ ବିଭାଗକୁ ଘରୋଇକରଣ କରି ପୁଞ୍ଜିପାତି ମାନଙ୍କ ହାତରେ ଟେକିଦେବା, ନୂତନ ପେନସନ ସ୍କିମ…

ଉତ୍କଳ ଆଲୁମିନା କାରଖାନା ଦୃଷ୍ଟିରେ ” କାରଖାନା ଚତୁର୍ପାଶ୍ୱ ଲୋକେ ମଣିଷ ନୁହନ୍ତି ,” ପଶୁ ” ଗ୍ରାମ ଡିମୁଣ୍ଡି

Posted by - January 19, 2023 0
କାଶୀପୁର:(ଅଞ୍ଜନ କୁମାର ନାଏକ)ଉତ୍କଳ ଆଲୁମିନା କମ୍ପାନି ଦ୍ୱାରା ଜୁଲୁମ ସହ୍ୟ କରିଆସୁଥିବା ଏହି ନିରୀହ ଗରିବ ନିଷ୍ପେସିତ ମଣିଷ ମାନେ କହୁଛନ୍ତି ।ସେମାନଙ୍କ ବିତିଯାଇଥିବା ଦୁଃଖର କାହାଣୀକୁ…

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଧରାପଡ଼ିଲା ପ୍ରାୟ ଅଧ କୋଟି ଟଙ୍କାର ସୁନା,କ୍ୱାଲାଲୁମ୍ପୁରରୁ ଆଣିଥିଲେ କେରଳର ଯାତ୍ରୀ

Posted by - November 14, 2019 1,180
ଭୁବନେଶ୍ୱର ୧୪|୧୧: ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି । ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୫୧ ଲଷ ଟଙ୍କା ବୋଲି କୁହାଯାଉଛି…

ଦୟନିୟ ଅବସ୍ଥାରେ ଆଡେଣିଗଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର

Posted by - June 14, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ସରକାର ପ୍ରଥମେ ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଇଆସୁଥିବାବେଳେ ଏଥିପାଇଁ ମଧ୍ୟ୍ୟ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକର ଉନ୍ନତି ପାଇଁଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି। କିନ୍ତୁ…

ସନ୍ଦିକୁଲିରୀ ଠାରୁ ଡୁମେରଗୁଡା ପର୍ଯ୍ୟନ୍ତ ଚାଷୀ ଙ୍କ ହକ ପାଇଁ ସଚେତନତା ପଦଯାତ୍ରା

Posted by - November 6, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଆଜିକୃଷି ଓ କୃଷକ କଲ୍ୟାଣ ସମିତି ତରଫରୁ ଧର୍ମଗଡ ସ୍ଥିତ ସଂଧିକୁଲିହାରି ଠାରୁ ଡୁମେରଗୁଡା ପ୍ରଯ୍ୟନ୍ତ ଚାଷୀଙ୍କ ହକ ଓ ଅଧିକାର ପାଇଁ ସଚେତନତା…