ଟିଟିଲାଗଡରେ ଆନ୍ତର୍ଜାତୀୟ ଭିପାସନା କେନ୍ଦ୍ରର କରାଗଲା ଭୂମିପୂଜନ

149 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହର ଠାରୁ ପାଞ୍ଚ କିଲୋମିଟର ଦୂର ବଲାଙ୍ଗିର ଯିବା ରାସ୍ତା କଡ଼ରେ ଆନ୍ତର୍ଜାତୀୟ ଭିପାସନା କେନ୍ଦ୍ରର ଶୁକ୍ରବାର ସକାଳ ସାଢେ଼ ସାତଟାରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କର୍ତ୍ତା ରୂପେ ଶ୍ରୀ ଅଶୋକ ସିହ୍ନା ଏବଂସପତ୍ନୀ ପୁଜାରେ ବସିଥିଲେ।

ଏହି ଭୂମି ପୂଜନ ଅବସରରେ କେନ୍ଦ୍ରର ପ୍ରଦିପ ଜୈନ, ଦୀପକ ନାୟକ, ବିକାଶ ପାଢୀ, ଅଜୁ ଦାଦା, କୈଳାସ ଜୈନ, ସମାରୁ ବିଶି, ପବନ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଛନ୍ତି।

Related Post

ସାର ଯୋଗାଣ ଓ କଳାବଜାରୀ ରୋକିବା ଦିଗରେ ପଦକ୍ଷେପ ନେବାକୁ ଚେତାବନୀ

Posted by - August 5, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଆସନ୍ତା ଖରିଫ ଋତୁରେ ଆବଶ୍ୟକ ସାର ଯୋଗାଣ ଓ କଳାବଜାରୀ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଚେତାବନୀ ଦେଇଛି ବୌଦ୍ଧ ଜିଲ୍ଲା କିସାନ କ୍ଷେତ ମଜଦୁର…

ଜାଲରେ ନକଲି ନୋଟ କାରବାରରେ ଧନକଉଡା ବ୍ଳକର ସିର୍କିଡି ଗ୍ରାମରୁ ଅଭିଯୁକ୍ତ ଗିରଫ

Posted by - July 9, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ) ଏସଟିଏଫ ଜାଲରେ ନକଲି ନୋଟ କାରବାର ଅପରାଧୀ । ବରଗଡ଼ ବରପାଲିରେ ଏସଟିଏଫ ଦ୍ୱାରା ବିପୁଲ ପରିମାଣର ନକଲି ନୋଟ ଜବତ କରାଯାଇଛି…

ବିଦ୍ୟୁତ୍ ଆଘାତରେ ଜଣେ ମୃତ

Posted by - September 29, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )29/09, ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗ୍ରାମରେ ବିଦ୍ୟୁତ୍ ଆଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ…

୫୭ ନଂ ଜାତୀୟ ରାଜପଥ ଅର୍ଜୁନପୁର ଓ କୁଲିପାଲି ମଝିରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ୪ ଆହତ

Posted by - April 5, 2022 0
ସୋନପୁର:( ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ସଦର ଥାନା ୫୭ ନଂ ଜାତୀୟ ରାଜପଥ ଅର୍ଜୁନପୁର ଓ କୁଲିପାଲି ମଝିରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ୪ ଆହତ…