ଯାଜପୁର ଥାନାରେ ଯାତ୍ରାପାର୍ଟିର ମ୍ୟାନେଜରଙ୍କ ନାମରେ ଠକେଇ ଅଭିଯୋଗ 

105 0

ଯାଜପୁର:ଯାଜପୁର ଥାନାରେ ଯାତ୍ରାପାର୍ଟିର ମ୍ୟାନେଜରଙ୍କ ନାମରେ ଠକେଇ ଅଭିଯୋଗ ଏଭଳି ଅଭିଯୋଗ ଆଣିଛନ୍ତି ଯାଜପୁର ଦଶରଥପୁର ବ୍ଲକ ଖଣ୍ଡରା ପଂଚାୟତର ସରପଞ୍ଚ ଏବଂ ଗ୍ରାମବାସୀ l  ଚଳିତ ମାସ ୧୦ତାରିଖରୁ ୧୪ ତାରିଖ  ଯାଏ ଖଣ୍ଡରା ଛକ ନିକଟରେ ମାୟାନଗରୀ ଯାତ୍ରା ପାର୍ଟିର ନାଟକ ମଞ୍ଚସ୍ତ ହେବା ନେଇ ଖଣ୍ଡରା ଯାତ୍ରା କମିଟି ପକ୍ଷରୁ ସ୍ଥିର ହୋଇଥିଲା l

ଏ ନେଇ କମିଟି ପକ୍ଷରୁ ମାୟାନଗରୀ ଯାତ୍ରା ପାର୍ଟିର ମ୍ୟାନେଜରଙ୍କୁ ଯୋଗଯୋଗ କରି ଗତ ଡିସେମ୍ବର ମାସ ୨୦ତାରିଖରେ ଅଗ୍ରୀମ ବାବଦରେ  ନଗଦ ୨୦ ହଜାର ଟଙ୍କା ଏବଂ ଫୋନ ପେ ମାଧ୍ୟମରେ ୨ଟି କିସ୍ତିରେ ୫୦ହଜାର ଦିଆଯାଇଥିଲା l

କିନ୍ତୁ ସମୟ ପାଖେଇ ଆସୁଥିଲେ ମଧ୍ୟ ଏହି ପାର୍ଟିର ମ୍ୟାନେଜରଙ୍କ କଲ ରିସିଭ ନ କରିବା ସହ ଅର୍ଥ ଠକି ନେଇଥିବା ଅଭିଯୋଗ ହୋଇଛି ଏ ନେଇ ଯାଜପୁର ଥାନାରେ ପଂଚାୟତର ସରପଞ୍ଚ କୁଞ୍ଜ ବିହାରୀ ଦାସଙ୍କ ନେତୃତ୍ବରେ ଯାତ୍ରା କମିଟିର ସଭାପତି କାହ୍ନୁଚରଣ ପଣ୍ଡା ପ୍ରମୁଖ ଆସି ଲିଖିତ ଅଭିଯୋଗ କରିଛନ୍ତି ।

Related Post

ସାମାଜିକ ଓ ମାନବିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟପାଳ ଙ୍କ ଦ୍ଵାରା ସମ୍ମାନିତ ହେଲେ ଅଶ୍ବିନୀ କୁମାର ପରିଡା

Posted by - May 11, 2022 0
ଭୁବନେଶ୍ବର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ର ସୁଯୋଗ୍ୟ ସନ୍ତାନ ତଥା ବରିଷ୍ଠ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶ୍ବିନୀ କୁମାର ପରିଡା,…

ବିକ୍ରମତିରଣ ପଂଚାୟତରେ ବ୍ୟାପକ ଦୁର୍ନିିତି ଓ ଅନିୟମିତତା ହୋଇଥିବା ଅଭିଯୋଗ

Posted by - August 22, 2020 0
ଯାଜପୁର :(ଆନନ୍ଦ ଚଦ୍ର ସାହୁ )ଯାଜପୁର ଜିଲା ବଡଚଣା ବ୍ଲକ ରେ ଅବିଭକ୍ତ ବିକ୍ରମତିରଣ ପଂଚାୟତରେ ବ୍ୟାପକ ଦୁର୍ନିିତି ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।…

ଯାଜପୁର ଜିଲ୍ଲା ରାଛି ପୁର ରେ ଶିକ୍ଷୟତ୍ରୀ ଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ।ଘଟଣା ସ୍ଥଳରେ ଶିକ୍ଷୟତ୍ରୀ ମୃତ।ସାଙ୍ଗରେ ଥିବା ଜଣେ ଗୁରୁତର

Posted by - July 9, 2020 0
ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଉ ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଗୁରୁବାଦର ଦିନ ଦ୍ୱିପହରରେ ଯାଜପୁରର ରାଛିପୁର ଛକ ନିକଟରେ ଘଟିଛି ।ଯାଜପୁର ରୋଡ୍ ଥାନା…

ପୁରୀ ମଙ୍ଗୁମଠ ଭଙ୍ଗା ନେଇ ଭୁଲ ବୁଝାମଣା ଥିଲା, ତାହା ଏବେ ଦୂର ହୋଇଛି:ପଞ୍ଜାବ ବିଧାୟକ ସିମରଜିତ୍‌ ସିଂହ

Posted by - December 23, 2019 1,433
ଭୁବନେଶ୍ୱର: ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବା ପ୍ରସଙ୍ଗରେ ଆଜି ଶିଖ୍‌ମାନଙ୍କର ଏକ ପ୍ରତିନିଧି ଦଳ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର…

ଜୀବନ ପାଇଁ ଜୀବିକାକୁ ବଞ୍ଚାଇ ରଖିବାକୁ ପଡ଼ିବ: ସୁବ୍ରତ୍ ବାଗ୍‌ଚୀ

Posted by - June 6, 2020 0
ଭୁବନେଶ୍ୱର: ଜୁନ୍ ମାସ ହିଁ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ। ଏଇ ଘାଟି ପାରିହେଲେ ବିପଦ ଟଳିବ। ଆଜି ଏପରି କଥା କହି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି କୋଭିଡ୍…